ମଣିପୁର ହିଂସା ବିରୋଧରେ ଆପ୍‌ ମଙ୍ଗଳବାର କରିବ ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଓ ବିପଜ୍ଜନକ ସ୍ଥିତି ବିରୋଧରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଙ୍ଗଳବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳୀୟ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀରେ ଏହି ବିକ୍ଷୋଭରେ ଜନ୍ତରମନ୍ତରରେ ଦଳର ଶୀର୍ଷ ନେତାମାନେ…

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ ଆହତ

ତୁରା: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଆଜି ଉତ୍ତ୍ୟକ୍ତ ଜନତା ପଣି ଗଣ୍ଡଗୋଳ କରିଛନ୍ତି। ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟର ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ, ମୁଖ୍ୟମନ୍ତ୍ରୀ ସାଙ୍ଗମା ସୁରକ୍ଷିତ…

ପରିବାର ଲୋକଙ୍କୁ ହଇରାଣ ନକରିବାକୁ ନିବେଦନ କଲେ ପାକିସ୍ତାନ ଯାଇଥିବା ଅଞ୍ଜୁ; ଜାରି କଲେ ଭିଡିଓ

ଇସ୍‌ଲାମ୍‌ବାଦ୍‌: ପ୍ରେମ ପାଇଁ ଭ‌ାରତରେ ନିଜ ସ୍ବାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଚର୍ଚ୍ଚା ‌ଏବେ ଚାରିଅ‌ାଡ଼େ ହେଉଛି। ତାଙ୍କୁ ନେଇ ନୂଆ ନୂଆ କଥା ସବୁ ଶୁଣିବାକୁ ମିଳୁଛି। ଭାରତରୁ ଅଞ୍ଜୁ ନିଜ ପ୍ରେମିକ ନାସରୁଲ୍ଲାଙ୍କୁ ଭେଟିବା…

ଯାଞ୍ଚ ପାଇଁ ପାକିସ୍ତାନ ଦୂତାବାସକୁ ପଠାଗଲା ସୀମାଙ୍କ ପରିଚୟ ପତ୍ର ଓ ପାସପୋର୍ଟ, ହୋଇପାରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହି ପାକିସ୍ତାନୀ ମହିଳା ତାଙ୍କ ଚାରି ସନ୍ତାନଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ। ସଚିନ୍ ମୀଣା ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ…

ହ୍ୱାଟସ୍ଆପ୍‌ରେ ହାଇକୋର୍ଟର ୬ ବିଚାରପତିଙ୍କୁ ହତ୍ୟା ଧମକ, ଟଙ୍କା ଦେବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକା ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ହତ୍ୟା କରିବାକୁ ମିଳିଛି ଧମକ। କର୍ଣ୍ଣାଟକା ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍‌ରେ କେହି ବିଚାରପତିମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ…

୭୦୦ କୋଟିର ସାଇବର ଠକେଇ, ୧୫ ହଜାର ଲୋକଙ୍କୁ ଲଗାଇଛନ୍ତି ଚୂନ

ହାଇଦ୍ରାବାଦ : ଗୋଟିଏ ବର୍ଷରୁ କମ ଦିନ ମଧ୍ୟରେ ୧୫ ହଜାର ଲୋକଙ୍କୁ ୭୦୦ କୋଟି ଟଙ୍କାର ଚୂନ ଲଗାଇଥିବା ଗୋଟିଏ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ହାଇଦ୍ରାବାଦ ପୁଲିସ୍‌। ଏହି ବଡ଼ ସାଇବର ଠକେଇ ପଛରେ ଚାଇନିଜ ହ୍ୟାଣ୍ଡେଲର୍ସଙ୍କ…

ରାଜ୍ୟସଭାରୁ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ନିଲମ୍ବନକୁ ନେଇ ତମ୍ବିତୋଫାନ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ବାକି କାର୍ଯ୍ୟ ଦିବସରୁ ଆପ୍‌ ସାଂସଦ ସଞ୍ଜୟ ସିଂହ ନିଲମ୍ବନ ହୋଇଛନ୍ତି। ମଣିପୁର ହିଂସାକୁ ନେଇ ସରକାରଙ୍କ ଜବାବ ଅଡ଼ି ବସିବାରୁ ସଞ୍ଜୟ ସିଂହଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶ୍ରୀ ସିଂହ ଗୃହର…

ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଲେ ଅମିତ ଶାହ

ନୂଆଦିଲ୍ଲୀ : ମଣିପୁର ହିଂସା ଓ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ଚଲାଇବା ଘଟଣାକୁ ନେଇ ବିରୋଧୀ ସଂସଦ ବାହାରେ ଓ ଭିତରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଓ ସଂସଦରେ ଏହା…

ଆରଆରଟିଏସ୍‌ ପ୍ରକଳ୍ପ ଲାଗି ୪୧୫ କୋଟି ଟଙ୍କା ଦେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଦୁଇଟି ରିଜନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS) କରିଡର ପାଇଁ ନିଜର ଭାଗ ଦେଉ ନଥିବାରୁ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଅଲୱାର ଓ ପାନିପତ RRTS କରିଡର ପାଇଁ ୪୧୫ କୋଟି…

ପୁଣି ବିପଦ ସଙ୍କେତ ଡେଇଁଲା ଯମୁନା, ଦିଲ୍ଲୀକୁ ବିପଦ

ନୂଆଦିଲ୍ଲୀ: ପୁଣିଥରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ହରିଆଣାର ହାତନିଖୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛଡ଼ା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି। ଆଜି ଅପରାହ୍ନ ୩ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର…