ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ସିବିଏସ୍ଇ ପାଠ୍ୟକ୍ରମ

ଭୁବନେଶ୍ୱର: ସିବିଏସ୍ଇ ସ୍କୁଲରେ ମାତୃଭାଷାରେ ପାଠ ପଢ଼ାଯିବ । ଏଣିକି ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଜବରଦଖଲ ହଟାଇବାକୁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍

ଜବରଦଖଲ ହଟାଇବା ପାଇଁ ଦିଲ୍ଲୀର ଦୁଇ ପ୍ରତିଷ୍ଠିତ ମସଜିଦକୁ ନୋଟିସ୍। ଉତ୍ତର ରେଲୱେ ପ୍ରଶାସନ ଏହି ନୋଟିସ୍ ଜାରି କରିଛି। ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ମସଜିଦ- ବଙ୍ଗାଳୀ ମାର୍କେଟ ମସଜିଦ ଏବଂ ବାବର ଶାହା ଟକିୟା ମସଜିଦକୁ 15 ଦିନ ମଧ୍ୟରେ ଜବରଦଖଲ…

ପଶ୍ଚିମବଙ୍ଗରେ ମଣିପୁର ଘଟଣା, ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ ଅବସ୍ତାରେ ରାସ୍ତାରେ ଦୌଡୁଥିବାର ଭିଡିଓ ଭାଇରାଲ୍

ଦିନକୁ ଦିନ ଦୋହଲି ଯାଉଛି ଦେଶର ସୁରକ୍ଷା ବ୍ୟବସ୍ଥା। ନାରୀ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ଏକ ବିରାଟ ପ୍ରଶ୍ନବାଚୀ। ମଣିପୁର ଭଳି ପଶ୍ଚିମବଙ୍ଗରେ ବି ନାରୀ ନିର୍ଯାତନାର ପାଶବୀୟ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଦୁଇ ଜଣ ମହିଳା ଅର୍ଦ୍ଧନଗ୍ନ…

ପ୍ରଧାନମନ୍ତ୍ରୀ ରୋଜଗାର ମେଳା, ୭୦ ହଜାର ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରାୟତଃ ୭୦,୦୦୦ ଯୁବକଙ୍କୁ ଭିଡିଓ କନଫରେନ୍ସିଙ୍ଗ ଜରିଆରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦି ସମସ୍ତ ନୂଆ ସରକାରୀ ଚାକିରି ପାଇଥିବା ଲୋକଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି । ରୋଜଗାର ମେଳା…

ପୁଣି ମଣିପୁରରେ ହିଂସା, ଟାୟାର ଜାଳି ବିକ୍ଷୋଭ

ଥମିବାର ନାଁ ନେଉନି ମଣିପୁର ହିଂସା। ଆଜି ପୁଣି ଇମ୍ଫାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା। ଘାରୀ ଅଞ୍ଚଳରେ ଏକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱକୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାସ୍ତାରେ ଟାୟାର୍ ଜାଳି ବିକ୍ଷୋବ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ମଣିପୁର…

ଜୋହାନ୍ସବର୍ଗରେ ଫୁଟିଲା ରାସ୍ତା, ପବନରେ ଉଡିଲା ଗାଡି ; ୯ ଜଣ ଗୁରୁତର

ପ୍ରକୃତି ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ । ପ୍ରକୃତିର ତାଣ୍ଡବ ବିଷୟରେ ଅନୁମାନ କରିବା ଅସମ୍ଭବ । ସୋସିଆଲ ମିଡିଆରେ ଏମିତି କେତେକ ଭିଡିଓ ନିଶ୍ଚିତ ଦେଖିଥିବେ । କିନ୍ତୁ ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଏମିତି ଏକ ଭିଡିଓ ରେକର୍ଡ…

କର୍ଣ୍ଣାଟକରୁ ରାଜ୍ୟସଭାକୁ ଯିବେ ସୋନିଆ

ନୂଆଦିଲ୍ଲୀ : ସମ୍ପ୍ରତି ଲୋକସଭା ସଦସ୍ୟା ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗକୁ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାକୁ ଯାଇପାରନ୍ତି । ସୋନିଆ ଯଦି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅନୁରୋଧ ରକ୍ଷା କରନ୍ତି; ତେବେ ଏହା ସମ୍ଭବ ହେବ।…

ମଣିପୁର ଲଜ୍ଜା ଘଟଣା, ୫ମ ଅଭିଯୁକ୍ତ ଗିରଫ

ମଣିପୁର ଘଟଣା ସମଗ୍ର ଦେଶକୁ ବିଚଳିତ କରିଛି । ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଗତକାଲି ୪ ଜଣଙ୍କୁ ଗିରଫ କରାଯାଇ…

ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା, ସର୍ଚ୍ଚ ଅପରେସନ୍‌ ଜାରି

ମହାରାଷ୍ଟ୍ର ରାୟଗଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଲା । ମାଟି ତଳୁ ଆଉ ୬ ମୃତହେଦ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ। ଆଜି ରାତିରେ ସର୍ଚ୍ଚ ଅପରେସନ୍‌ ବନ୍ଦ ରଖାଯାଇଛି। ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ। ଗତକାଲି ଠାରୁ…

ମଣିପୁରରେ ପୁଣି ଭାଇରାଲ ହେଲା ସାଂଘାତିକ ଭିଡିଓ; ଛକରେ ଝୁଲିଛି କଟା ମୁଣ୍ଡ

ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟ ସାରା ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ପୁଣି…