ଗୋ ଫାଷ୍ଟକୁ ଉଡ଼ାଣ ଅନୁମତି ଦେଲେ ଡିଜିସିଏ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ପକ୍ଷରୁ ଆର୍ଥିକ ସଂକଟରେ ପଡ଼ିଥିବା ଘରୋଇ ବିମାନ ସେବା କମ୍ପାନି ଗୋ ଫାଷ୍ଟକୁ କେତେକ ସର୍ତ୍ତ ସହ ବିମାନ ଚଳାଚଳ ଆରମ୍ଭ ପାଇଁ ଅନୁମିତ ଦିଆଯାଇଛି । ୨୨ଟି ବିମାନ ସହ…

ଏଟିଏସ୍‌ ଜେରା ଭିତରେ ସଚିନଙ୍କ ସହ ନିଜ ବାହାଘରର ଫଟୋ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ସୀମା

ନୂଆଦିଲ୍ଳୀ: ବେନିୟମ୍‌ ଭାବେ ନେପାଳ ସୀମା ପାର୍‌ କରି ଭାରତରେ ପ୍ରବେଶ କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ କାହାଣୀ ପ୍ରତିଦିନ ନୂଆ ମୋଡ଼‌ ନେଉଛି। ହିନ୍ଦୁସ୍ତାନୀ ପ୍ରେମିକ ସଚିନ ମୀନାଙ୍କ ପାଇଁ ସୀମା ପାକିସ୍ତାନ ଛାଡ଼ି ହିନ୍ଦୁସ୍ତାନ ଆସିଥିବା ବେଳେ…

ମଣିପୁରରେ ମହିଳାଙ୍କୁ ନିର୍ଯାତନାର ଏକାଧିକ ଲୋମହର୍ଷଣକାରୀ ଘଟଣା

ଇମ୍ଫାଲ : ମଣିପୁରରେ ଦୁଇ ଯୁବତୀଙ୍କୁ ଉଲଗ୍ନ କରି ସର୍ବ ସମ୍ମୁଖରେ ବୁଲାଇବା ଏବଂ ନିର୍ଯାତନା ଦେବା ଭିଡିଓ ଭାଇରାଲକୁ ନେଇ ସବୁଠି ନିନ୍ଦା କରାଯାଉଛି। ଏପରି ଘଟଣା ଦେଶ ପାଇଁ ଲଜ୍ଜାକର ବୋଲି କୁହାଯାଉ ଥିବାବେଳେ ସେହି ମଣିପୁରରୁ ଆସିଛି…

ବିଦେଶକୁ ଚାଉଳ ରପ୍ତାନୀ ଉପରେ ରୋକ୍‌ ଲଗାଇଲେ ଭାରତ ସରକାର

ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ୍ତ ଚାଉଳ ରପ୍ତାନୀକାରୀ ରାଷ୍ଟ୍ର ଭାରତ ନେଇଛି ବଡ଼ ନିଷ୍ପତ୍ତି। ବିଦେଶକୁ ଚାଉଳ ରପ୍ତାନୀ ଉପରେ ଭାରତ ସରକାର ତତ୍କାଳ ବ୍ୟାନ୍ ଲଗାଇଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଓ ଗ୍ରାହକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ…

ବିବାଦୀୟ ଅଂଶକୁ ବାଦ୍‌ ଦେଇ ଜ୍ଞାନବାପୀ ମସ୍‌ଜିଦରେ ଯାଞ୍ଚ କରିବ ଏଏସ୍‌ଆଇ

ବାରଣାସୀ : ଜ୍ଞାନବାପୀ ମସଜିଦ୍‌ରେ ବୈଜ୍ଞାନିକ ସର୍ଭେ(କାରବନ ଡେଟିଂ) ନେଇ ହିନ୍ଦୁତ୍ୱବାଦୀମାନେ କରିଥିବା ଆବେଦନ ଉପରେ ବାରଣାସୀ ଜିଲ୍ଲା ଜଜ୍‌ଙ୍କ କୋର୍ଟ ଶୁଣାଣି କରିଛନ୍ତି। ସିଲ ହୋଇଥିବା ବିବାଦୀୟ ଅଂଶ ବା ଭାଜୁ ଟ୍ୟାଙ୍କକୁ ବାଦ ଦେଇ ପୂରା ଜ୍ଞାନବାପୀ ମସ୍‌ଜିଦ…

ଦିଲ୍ଲୀ ସରକାରଙ୍କୁ ଝଟ୍‌କା : କେନ୍ଦ୍ର ଅଧ୍ୟାଦେଶ ରୋକିବା ଲାଗି ହୋଇଥିବା ଆବେଦନ ଖାରଜ

ଦିଲ୍ଲୀ ସରକାରଙ୍କୁ ମିଳିଲାନି ଆଶ୍ୱସ୍ତି। ଅଫିସରଙ୍କ ଟ୍ରାନ୍ସଫର ଓ ପୋଷ୍ଟି ଅଧିକାର ଉପରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ରୋକିବା ନିମନ୍ତେ ଦିଲ୍ଲୀ ସରକାର କରିଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ୩ ଜଣିଆ ଖଣ୍ଡପୀଠ ଆଇନ୍‌ ଲାଗୁ…

ଟ୍ରେଡମିଲ୍‌ରେ ବିଦ୍ୟୁତ୍‌ ସଂଯୋଗ ହୋଇଯିବାରୁ ଦଉଡ଼ୁଥିବା ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଟ୍ରେଡମିଲ୍‌ରେ ଯୁବକ ଦୌଡ଼ୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇଗଲା। ଫଳରେ ସେଠାରେ ହିଁ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ। ଏପରି ଏକ ଅଘଟଣ ନୂଆଦିଲ୍ଲୀର ରୋହିଣି ଅଞ୍ଚଳରେ ଗତ ମଙ୍ଗଳବାର ଘଟିଛି। ମୃତକଜଣକ ୨୪ ବର୍ଷୀୟ ସକ୍ଷମ…

ଗୁଗଲ କର୍ମଚାରୀମାନଙ୍କ ଦରମା ତାଲିକା ଲିକ୍

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର କର୍ମଚାରୀମାନଙ୍କୁ ଦରମା ବାବଦରେ କେତେ ଟଙ୍କା ଦେଉଛି? କମ୍ପାନୀ ସବୁବେଳେ ଦାବି କରି ଆସୁଛି ଯେ ସଂସ୍ଥାର କର୍ମଚାରୀମାନଙ୍କୁ ମୋଟ ଅଙ୍କର ଦରମା ମିଳୁଛି। କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା କମ୍ପାନୀଗୁଡ଼ିକ ମଧ୍ୟରେ…

ନୂଆ ବୈଜ୍ଞାନିକ ଅଧ୍ୟୟନ : ଜଡ଼ ଧାତୁ ପାଖରେ ସ୍ବୟଂ ସୁସ୍ଥ ହେବା ଲାଗି ପ୍ରାକୃତିକ କ୍ଷମତା ରହିଛି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଧାତୁକୁ ନେଇ ଏକ ଆଶ୍ଚର୍ଯ୍ୟକର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ। ସେମାନେ ଜାଣିବାକୁ ପାଇଛନ୍ତି ଯେ, ଭାଙ୍ଗି ଯାଇଥିବା ଧାତୁ ସ୍ୱୟଂ ପରିଚାଳନା ହେବାର ସମ୍ଭାବନା ରହିଛି। ଏଗୁଡିକ ମଣିଷର ବିନା ହସ୍ତକ୍ଷେପରେ ଗର୍ତ୍ତ ହୋଇଥିବା ସ୍ଥାନ…

ବ୍ରିଜଭୂଷଣଙ୍କୁ ଜାମିନ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।…