ଚିତା ମୃତ୍ୟୁ ନେଇ ସୁପ୍ରିମ କୋର୍ଟଙ୍କ ଚିନ୍ତା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍ପି)କୁ ସ୍ଥାନାନ୍ତରିତ ହୋଇଥିବା ଚିତାମାନଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଏକ ସମ୍ମାନର ପ୍ରସଙ୍ଗ ନ କରିବା ସହ ଏହାର ସମାଧାନ ପାଇଁ କିଛି…
