ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କ ଘରୁ ଇଡ଼ି ଜବତ କଲା ୬୦ ଲକ୍ଷ

ଚେନ୍ନାଇ : ତାମିଲନାଡୁର କ୍ଷମତାସୀନ ଡିଏମକେର ବରିଷ୍ଠ ନେତା ତଥା ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପୋନମୁଡୀଙ୍କ ଘରେ ହଠାତ୍‌ ରେଡ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ତାଙ୍କ ଘରେ ସମେତ ଏକାଧିକ ସ୍ଥାନରେ ରେଡ୍‌ କରି ଇଡିର…

କୁନୋ ଚିତା ମୃତ୍ୟୁ ପ୍ରାକୃତିକ କାରଣରୁ ଘଟିଛି: ଏନ୍‌ଟିସିଏ

ନୂଆଦିଲ୍ଲୀ : ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟ୍ରାନ୍ସଲୋକେସନ (ସ୍ଥାନାନ୍ତରୀକରଣ) ଜରିଆରେ ଦକ୍ଷିଣ ଆଫ୍ରିକା ଓ ନାମିବ୍ୟାରୁ ୨୦ଟି ଚିତା ଆଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ। ସେମାନଙ୍କ ସ୍ୱଚ୍ଛନ୍ଦ ବିଚରଣ ଓ ଖାଦ୍ୟ ଶିକାର…

ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ଟି ପୂର୍ବରୁ ହବିବଗଞ୍ଜ ଷ୍ଟେସନ ଭାବେ ଜଣା ଯାଉଥିବା ରାନୀ କମଲାପତି ଷ୍ଟେସନ୍‌ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।…

୨୦୨୪ ଫାଇଟ୍, ୩୫୦+ ଆସନ ପାଇଁ ବିଜେପିର ବିଶେଷ ରଣନୀତି

ନୂଆଦିଲ୍ଲୀ : ୨୦୧୪ ନିର୍ବାଚନ ପରଠାରୁ ବଦଳିଯାଇଛି ଦେଶର ରାଜନୈତିକ ସମୀକରଣ। ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶାସନରେ ଥିବା କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲା ଭାରତୀୟ ଜନତା ପାର୍ଟି। ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ଭଲ…

ଆପ୍‌କୁ କଂଗ୍ରେସ ସମର୍ଥନ: ତଥାପି ଦିଲ୍ଲୀ ବିଲ୍‌କୁ ପାସ୍‌ କରାଇବାକୁ ସକ୍ଷମ ହେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ :  ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସଂସଦର ମୌସୁମୀ ଅଧିବେଶନରେ ସ୍ୱତନ୍ତ୍ର ବିଲ୍‌ ଆଣିବେ। ଲୋକସଭାରେ ଏହି ବିଲ୍‌କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହଜରେ…

ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପରିବର୍ତ୍ତିତ ହେବ ୟୁପିଏର ନାମ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ମେଣ୍ଟ ଦଳକୁ ଆଉ ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର ହେବାର ସମ୍ଭାବନା…

ଛାତ ଉପରେ ସାଙ୍ଗସହିତ ଛିଡ଼ା ହୋଇଥିବା ବେଳେ ମହିଳାଙ୍କ ଉପରେ ପଡ଼ିଲା ଉଲକାପିଣ୍ଡ

ନୂଆଦିଲ୍ଲୀ: ନିକଟ‌ରେ ଜଣେ ମହିଳାଙ୍କ ସହିତ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏହି ମହିଳା ଜଣକ ଫ୍ରାନ୍ସରେ ବସବାସ କରନ୍ତି। ସେ ଛାତ ଉପରେ ଛିଡ଼ା ହୋଇ ସାଙ୍ଗଙ୍କ ସହିତ କଫି ପିଉଥିବା ବେଳେ ତାଙ୍କ ଉପରେ ଆକାଶରୁ ଏକ ଅଜଣାବସ୍ତୁ ଖସିପଡ଼ିଥିଲା।…

ସୀମା ହୈଦରଙ୍କୁ ଚେତାବନୀ, ୩ ଦିନ ମଧ୍ୟରେ ଭାରତ ଛାଡ

ନୂଆଦିଲ୍ଲୀ : ସୀମା ହୈଦରଙ୍କୁ ନେଇ ପୁଣି ବଢିଲା ବିବାଦ। ଅବୈଧ ଭାବେ ଭାରତ ପ୍ରବେଶକୁ ବିରୋଧ କଲା 'ଗୋ ରକ୍ଷା ହିନ୍ଦୁ ଦଳ'। 72 ଘଣ୍ଟା ମଧ୍ୟରେ ଦେଶ ଛାଡନ୍ତୁ କିମ୍ବା ଅନ୍ୟ କିଛି ଉପାୟ ବାହାର କରିବାକୁ ଚେତାବନୀ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ ରାଜନୀତି କଳହରୁ ଊର୍ଦ୍ଧ୍ୱରେ ରହିବା ଉଚିତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ରାଜ୍ୟପାଳ ଭିକେ ସକ୍ସେନା ରାଜନୀତି କଳହରୁ ଊର୍ଦ୍ଧ୍ୱରେ ରହିବା ଉଚିତ। ସେମାନେ ଲାଗି ରହିଥିବା ଅଚଳାବସ୍ଥାକୁ ମିଳିତ ଭାବେ ଦୂର କରିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।…

ଭାରତ ପାଳି ଓ ୧୪୧ ରନ୍‌ରେ ବିଜୟୀ, ଅଶ୍ବିନଙ୍କୁ ୧୨ ୱିକେଟ୍‌

ରୋସେୟୁ : ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ପାଳିରେ ୭ ୱିକେଟ୍‌ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ଭାରତ ୪୨୧/୫ ରେ ଦ୍ବିତୀୟ ପାଳି ଘୋଷଣା କରିବା…