ଚର୍ଚ୍ଚାରେ ଆର ମାଧବନ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ, ଅଭିନେତାଙ୍କ ହାତ ଧରି ପୋଜ୍ ଦେଲେ ମୋଦୀଜୀ

ମୁମ୍ବାଇ: ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ପ୍ୟାରିସ୍ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ ଘଟିଥିବା ଅନେକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ ଅଫ୍‌ ଦି…

ମହାରାଷ୍ଟ୍ରକୁ କଳଙ୍କିତ କରୁଛି ବିଜେପି, ନାଗପୁରରେ ବସିଛନ୍ତି ଭୀଷ୍ମ ପିତାମହ: ସାମନା ସମ୍ପାଦକୀୟକୁ ନେଇ ଝଡ

ମୁମ୍ବାଇ: ନିକଟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବିବୃତ୍ତି ମହାରାଷ୍ଟ୍ର ରାଜନୀତିରେ ଏକ ଅଡୁଆ ସୃଷ୍ଟି କରିଛି। ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ନାଗପୁରର କଳଙ୍କ ବୋଲି କହିଥିଲେ, ଏହା ପରେ ବୟାନ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହାରି…

କ୍ଲବ ଲିଫ୍ଟରେ ଫସିଲେ ୧୦ରୁ ଅଧିକ ଯୁବକଯୁବତୀ, କାଚ ଭାଙ୍ଗି ଉଦ୍ଧାର କଲା ଦମକଳ ବାହିନୀ

ନୂଆଦିଲ୍ଲୀ: କ୍ଲବର ଲିଫ୍ଟରେ ଫସିଗଲେ ୧୦ରୁ ଅଧିକ ଯୁବକ-ଯୁବତୀ | ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲେ ବି କିଛି ଜଣାପଡ଼ିନଥିଲା | ତେବେ ଆଜି ସକାଳୁ ଜଣାପଡିବା ପରେ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରିଛି | ଦିଲ୍ଲୀର ସାଉଥ୍…

ବିହାରରେ ୟୁସିସି ଲାଗୁ କରାଇଦେବୁନି : ମୁସଲିମ ପର୍ସନାଲ ଲ’ ବୋର୍ଡକୁ କହିଲେ ନୀତୀଶ

ପାଟନା : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ୟୁସିସି କୁ ନେଇ ଲ’ କମିସନ ସାରା ଦେଶରେ ଲୋକଙ୍କ ମତାମତ ନେଉଛନ୍ତି । କମିସନଙ୍କ ନିକଟକୁ ବିଭିନ୍ନ…

ଏନ୍‌ଡିଏକୁ ଫେରିଲେ ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର

ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିଲେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି (SBSP) ଏନ୍‌ଡିଏରେ ସାମିଲ ହୋଇଛି। ଓମ୍ ପ୍ରକାଶ ରାଜଭର…

ଶରଦଙ୍କୁ ଭେଟିଲେ ବିଦ୍ରୋହି ଅଜିତ୍‌ ଓ ଟିମ୍‌; ଆଶୀର୍ବାଦ ମାଗିଲେ

ମୁମ୍ବାଇ : କିଛି ଦିନ ତଳେ ଏନ୍‌ସିପିରେ ବିଦ୍ରୋହ କରି ମହାରାଷ୍ଟ୍ରରେ କ୍ଷମତା ପାଇବାର ବିରାଟ ନାଟକ କରି ସଫଳ ହୋଇଥିବା ଅଜିତ୍ ପାୱର ଗୋଷ୍ଠୀ ପୁଣି ଆଜି ଏକ ରାଜନୈତିକ ମହାନାଟକ କରିଛନ୍ତି। ମହାରାଷ୍ଟ୍ର ମୌସୁମୀ ଅଧୀବେସନ ଗୋଟିଏ ଦିନ…

ଆମେରିକାରେ ଶକ୍ତିଶାଳୀ ଭୂମିକମ୍ପ, ସୁନାମୀ ସତର୍କତା ଜାରି

ନ୍ୟୁୟର୍କ : ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁଏସ୍ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ୍) ପକ୍ଷରୁ କୁହାଯାଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୩ ରହିଥିଲା। ଏହି ଭୂମିକମ୍ପ ଏତେ ତୀବ୍ର ଥିଲା ଯେ…

ସରକାର ଆଣିବେ ଜନବିଶ୍ବାସ ବିଲ୍, ଅପରାଧ ତାଲିକାରୁ ହଟିବ ୩୪୦୦ଟି ଅପରାଧ

ନୂଆଦିଲ୍ଲୀ : ନୂଆଦିଲ୍ଲୀ : ୨୦ ତାରିଖରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତ ଚଳାଇଛନ୍ତି । ଏହି ଅଧିବେଶନରେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ସର୍ଭିସ,…

ବିରୋଧୀଙ୍କ ବୈଠକ ପୂର୍ବରୁ କଂଗ୍ରେସର ବଡ଼ ନିଷ୍ପତ୍ତି, ଆପ୍‌କୁ କରିବ ସମର୍ଥନ

ନୂଆଦିଲ୍ଲୀ : ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା କଂଗ୍ରେସ। ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆପ୍‌ ଯେଉଁ ଲଢ଼େଇ କରୁଛି, ତାକୁ ସମର୍ଥନ କରିବ କଂଗ୍ରେସ। ସୋମବାର (ଆସନ୍ତାକାଲି) ବିରୋଧୀ…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ, ୫ ଗୁରୁତର

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ଶନିବାର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ…