ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ…

ନୌସେନାରେ ସାମିଲ ହେବେ ୨୬ ରାଫେଲ, ଗୁରୁତ୍ୱପୂର୍ଣ୍ଣ ଡିଲକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ନୂଆ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ରାଫେଲ କିଣିବାକୁ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି । ଏହି ଆଧାରରେ ନୌସେନାକୁ ୨୬ଟି ରାଫେଲ ମିଳିବ । ଡସାଲ୍ଟ ଏଭିଏସନର ଅଧ୍ୟକ୍ଷ ଓ ସିଇଓ ଏରିକ୍ ଟ୍ରେପିୟର କହିଛନ୍ତି…

କଟାମୁଣ୍ଡ ଯୋଡିଦେଲେ ଡାକ୍ତର, ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ଆଉ ଏକ ବିରଳ ଅପରେସନ୍, ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରାଏଲର ଏକ ଡାକ୍ତରୀ ଟିମ୍ । ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ…

ଦିଲ୍ଲୀ ବନ୍ୟା ପ୍ରାକୃତିକ ନୁହେଁ, ବିଜେପି ପ୍ରାୟୋଜିତ ବିପର୍ଯ୍ୟୟ: ଆପ୍‌

ଯମୁନା ନଦୀର ଉଛୁଳା ଜଳରେ ଉବୁଟୁବୁ ଜାତୀୟ ରାଜଧାନୀ ଦିଲ୍ଲୀ । ସେଥିପାଇଁ କିଛିଦିନ ହେବ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ନଦୀର ଜଳସ୍ତର ରେକର୍ଡ 208.66 ମିଟର ଛୁଇଁବା ପରେ ଜଳ ସ୍ତର ଧୀରେ ଧୀରେ ହ୍ରାସ ପାଉଛି।…

ଟମାଟୋ ସଂସାର ଉଜାଡ଼ି ଥିଲା ପୁଣି ସଜାଡ଼ି ଦେଲା !

ସ୍ୱାମୀ ନପଚାରି ତରକାରିରେ ଦୁଇଟି ଟମାଟୋ ପକାଇ ଦେବାରୁ ଘର ଛାଡ଼ି ଚାଲି ଯାଇଥିଲେ ସ୍ତ୍ରୀ। କିଛିଦିନ ତଳେ ଏହି ଖବରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଟମାଟୋ ପାଇଁ ଯେଉଁ ସଂସାର ଭାଙ୍ଗି ଯାଇଥିଲା ଆଜି ସେହି ଟମାଟୋ ପୁଣି…

କୋଟିପତି କଲା ଟମାଟୋ, ଗୋଟିଏ ମାସରେ ଦେଢ଼ କୋଟି ଆୟ

ସାରା ଦେଶରେ ଟମାଟୋର ଚଢ଼ା ଦର ରହିଛି। କି ଗରିବ କି ଧନୀ, ଯେ କେହିବି ଟମାଟୋ ଦର ଶୁଣି ଛାନିଆ ହୋଇ ଯାଉଛନ୍ତି। କିନ୍ତୁ ଜଣେ ସାଧାରଣ ଚାଷୀଙ୍କୁ କୋଟିପତି ବନାଇଦେଇଛି ଏହି ଟମାଟୋ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ତୁକାରାମ…

ଶରଦ ପାୱାରଙ୍କ ଘରେ ଅଜିତ

ଜୁଲାଇ ୨ ତାରିଖରେ ଏନ୍‌ସିପି ପ୍ରତିଷ୍ଠାତା ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଆଠ ଜଣ ଦଳୀୟ ବିଧାୟକଙ୍କ ସହ ମିଶି ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର। ଆଉ ଏହି ଘଟଣାର ୧୨ ଦିନ ପରେ…

ବେକେ ପାଣିରେ ମହିଳା ଖବରଦାତାଙ୍କ ଖବର ସଂଗ୍ରହ

ବନ୍ୟା, ବାତ୍ୟା, ମରୁଡି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଟିକନିଖ୍ ଖବର ଯୋଗାଇଥାନ୍ତି ଖବରଦାତା। ଏହି ଖବରଦାତାଙ୍କ ପାଇଁ ଘରେ ବସି ଲୋକମାନେ ସଠିକ୍ ସୂଚନା ପାଇପାରନ୍ତି। ସେଥିପାଇଁ ଅନେକ ସମୟରେ ସେମାଙ୍କୁ ପ୍ରଶଂସା କରାଯାଏ। ବର୍ତ୍ତମାନର ଦିଲ୍ଲୀ…

ମୋଦି ସରନେମ୍‌ ମାମଲା: ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟକୁ ଗଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ ଗଲେ ରାହୁଲ ଗାନ୍ଧୀ । ହାଇକୋର୍ଟରୁ ଝଟକା ପାଇବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୋଦି ସରନେମକୁ ନେଇ ତଳ କୋର୍ଟ ଦଣ୍ଡାଦେଶକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ରାହୁଲ । ଦଣ୍ଡାଦେଶ…

ତାଇଓ୍ଵାନକୁ ୩ ଦିନ ଧରି ଘେରାବନ୍ଦୀ କଲା ଚୀନ

ଚୀନ୍‌ ପୁଣି ତାଇଓ୍ଵାନକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛି । ତାଇଓ୍ଵାନ ଆକାଶରେ ଦେଖାଦେଇଛି ଯୁଦ୍ଧର କଳା ବାଦଲ । ଚାରିପାଖେ ଚୀନ କରୁଛି ସମରାଭ୍ୟାସ । ତାଇଓ୍ଵାନ ସୀମାରେ ୭୨ ଘଣ୍ଟାର ଯୁଦ୍ଧର ଆତଙ୍କ ରଚିଛି ଚୀନ ।…