କୁନୋ ଜାତୀୟ ଉଦ୍ୟାନରେ ଗଲା ଆଉ ଏକର ଚିତାର ଜୀବନ, ୫ ମାସରେ ୮ଟି ମଲେଣି
ଜୁନୋ : ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଶୁକ୍ରବାର ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ସୂରଜ। ଏହା ସହିତ ଗତ ୫ ମାସରେ ଏଠାରେ ୩ଟି ଶାବକ ସମେତ ୮ଟି ଚିତା ବାଘର ମୃତ୍ୟୁ…
ଜୁନୋ : ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଶୁକ୍ରବାର ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ସୂରଜ। ଏହା ସହିତ ଗତ ୫ ମାସରେ ଏଠାରେ ୩ଟି ଶାବକ ସମେତ ୮ଟି ଚିତା ବାଘର ମୃତ୍ୟୁ…
ହାଇଦ୍ରାବାଦ : ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-3। ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ…
ମୁମ୍ବାଇ: ମହାରାଷ୍ଟ୍ରର ଶିବସେନା-ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେଇ ଗତ ମାସରେ ନିଜ ଦାଦା ତଥା ଦଳର ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କୁ ରାଜ୍ୟ ରାଜକୋଷର ଚାବି…
ଇସ୍ଲାମାବାଦ : ଏକ ଜରୁରୀକାଳୀନ ପାକିସ୍ତାନ ଗସ୍ତରେ ଆସୁଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା । ଏହି ସମୟରେ ଅସ୍ତ୍ରଶସ୍ତ୍ର କ୍ରୟକୁ ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ହୋଇପାରେ । ରୁଷ୍ ସହ ଯୁଦ୍ଧ ଲଢ଼ୁଥିବା ୟୁକ୍ରେନ୍ ସେନା ଆଜିକାଲି…
ନୂଆଦିଲ୍ଲୀ: ବର୍ଷା ଯୋଗୁଁ ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଥିବାରୁ ଟମାଟୋଦର ବୃଦ୍ଧି ଯୋଗୁଁ ଏଥିରୁ ଉତ୍ପାଦିତ ଦ୍ରବ୍ୟ (ଟମୋଟୋ ପ୍ୟୁରି, ସସ୍, ପେଷ୍ଟ ଇତ୍ୟାଦି) ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଏହା ଫଳରେ ଦେଶର କେତେକ ସହରରେ…
ନୂଆଦିଲ୍ଲୀ: ଫ୍ରାନ୍ସ୍ର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ନିମନ୍ତ୍ରଣକ୍ରମେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ଫ୍ରାନ୍ସ୍ ଗସ୍ତରେ ଯାଇଛନ୍ତି। ଜୁଲାଇ ୧୪ ତାରିଖ ଦିନ ସେ ବାର୍ଷିକ ‘ବାଷ୍ଟିଲ୍ ଡେ’ ପରେଡ୍’ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି ପରେଡ୍ରେ…
ଶହଡ଼ୋଲ୍: ମହଙ୍ଗା ବଜାରରେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ସହିତ କଳହ କରି ଘରଛାଡ଼ି ଚାଲିଯାଇଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ‘ଟିଫିନ୍ ସର୍ଭିସ୍’…
‘ଆମେ ପାଣିରେ ଉବୁଟୁବୁ ହେଉଛୁ, ତୁମେ କ’ଣ ଦେଖିବାକୁ ଆସିଛ । ’ ବନ୍ୟା ପାଣି ଘେରରେ ଥିବା ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ଜଣେ ବିଧାୟକଙ୍କୁ ଏପରି କହି ସର୍ବସମ୍ମୁଖରେ ଶକ୍ତ ଚଟକଣି ବଜାଇ ଦେଲେ ଜଣେ ମହିଳା। ଏପରି…
ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ଗାଡ଼ି ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଥିବା ଜଣାଯାଇଛି। ଦିଲ୍ଲୀର ଆଲିପୁର ରୋଡରେ ଗତ…
ନିଜକୁ ପୁଲିସ୍ ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ରାଜଧାନୀ ପୁଲିସ୍। ପ୍ରାୟ ୮ ଦିନ ତଳେ ଘଟିଥିବା ଏହି ଘଟଣାର ଅଭିଯୁକ୍ତଙ୍କ ସ୍କେଚ ଜାରି କରି ତାଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି ପୁଲିସ୍ ଓ…