୧୮ ତାରିଖରୁ ପୁରୀର ସବୁ ମଦଦୋକାନ ବନ୍ଦ
ପୁରୀ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ପୁରୀରେ ସମସ୍ତ ମଦ ଦୋକାନକୁ ସିଲ୍ କରାଯିବ। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୧୮ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି।…
ପୁରୀ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ପୁରୀରେ ସମସ୍ତ ମଦ ଦୋକାନକୁ ସିଲ୍ କରାଯିବ। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୧୮ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି।…
ବ୍ରହ୍ମପୁର: ରହସ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ମୃତ୍ୟୁ । ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଡାକ୍ତର ଶୁଭାନୀ ପଟ୍ଟନାୟକଙ୍କ ମୃତଦେହ ଉଦ୍ଧାର । ଡାକ୍ତର ଶୁଭାନୀ ଚର୍ମରୋଗ ବିଭାଗରେ ପିଜି କରୁଥିଲେ । ତାଙ୍କ ନିଜ ଗାଁ…
କେନ୍ଦ୍ରାପଡ଼ା : ବାରମ୍ବାର ପତ୍ନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବା ନୃଶଂସ ସ୍ୱାମୀ ମାନବିକତାର ସବୁ ସୀମା ଟପି ଯାଇଛି। ପତି-ପତ୍ନୀର ପବିତ୍ର ବନ୍ଧନକୁ ଭୁଲି ଲୋକ ଲଗାଇ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବାର…
ଭୁବନେଶ୍ବର : ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଭେଟିଲେ ଜୟପୁର ବିଧାୟକ ତାରାବାହିନୀ ପତି। ନୂଆଦିଲ୍ଲୀ AICC ମୁଖ୍ୟାଳୟରେ ସେ ନିଜ ସମର୍ଥକଙ୍କ ସହ ଯାଇ ବେଣୁଗୋପାଳଙ୍କୁ ଭେଟିଛନ୍ତି। ପରେ ଗଣଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଏହା ଏକ…
କନ୍ଧମାଳ : ୨୦ ଘଣ୍ଟା ଧରି ଅନ୍ଧକାରରେ ରହିଲା ସମଗ୍ର କନ୍ଧମାଳ ଜିଲ୍ଲା! ମରାମତି ପରେ ଆଜି ମଧ୍ୟାହ୍ନରେ ବିଦ୍ୟୁତ ଆସିଛି। ହେଲେ ପୂରା ଜିଲ୍ଲାରୁ ହଟିପାରି ନାହିଁ ଅନ୍ଧକାର। ଏଥିପାଇଁ ବିଦ୍ୟୁତ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ବୁଧବାର…
ଭୁବନେଶ୍ବର : ବୁଧବାର ସମ୍ପର୍କୀୟଙ୍କ ଘରେ ଦୁଇ ଛୁଆଙ୍କୁ ଛାଡ଼ିଥିଲେ। ଆଜି ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ। ଏପରି ଲୋମଟାଙ୍କୁରା ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ପୁଲିସ୍ ମୃତଦେହ ଜବତ କରି ଘଟଣାର…
ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେଉଁଠୁ ନିର୍ବାଚନ ଲଢିବେ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।…
ଭୁବନେଶ୍ବର : ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ଆଜି ରେଳବାଇ ପକ୍ଷରୁ ଦକ୍ଷିଣପୂର୍ବ ରେଳବାଇର ଅତିରିକ୍ତ ଜେନେରାଲ ମ୍ୟାନେଜର(ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି…
ପୁରୀ: ୧୯ ତାରିଖରେ ଶ୍ରୀଜିଉଙ୍କର ମାତ୍ର ୩ ଘଣ୍ଟା ନବ ଯୌବନ ଦର୍ଶନ ହେବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକାଳ ୮ଟାରୁ ୯ଟା ଯାଏ…
ପୁରୀ: ରଥଯାତ୍ରା ପାଇଁ ସିସିଟିଭି ସଂଯୋଗୀକରଣ ବେଳେ ବଡ଼ଦାଣ୍ଡରେ ଅଘଟଣ। କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଯୁବ ଅପରେଟରଙ୍କର ମୃତ୍ୟୁ ଘଟିଛି। ମୃତ ଯୁବ ଅପରେଟର ହେଉଛନ୍ତି କଟକ ରାଜାବଗିଚା ଅଞ୍ଚଳର ରାକେଶ ବେହେରା(୨୫)।…