ପୁଅର ଠେଙ୍ଗା ମାଡ଼ରେ ବାପା ମୃତ, ମା ଆହତ; ଅଭିଯୁକ୍ତ ଥାନାରେ ଅଟକ

ଦେବଗଡ଼: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି  ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁ ଚରଣ କିସାନ(୫୦)। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ…

ସହକାରୀ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି। କଟକର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ଓ୍ବାରେଣ୍ଟ…

ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୋଷ୍ଟ କରିବାରୁ ଗିଲ୍ ଙ୍କୁ ଜୋରିମାନା

ନୂଆଦିଲ୍ଲୀ: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସର୍ବସାଧାରଣରେ ବିରୋଧ ଓ ସମାଲୋଚନା କରିବା ପଡ଼ିଲା ଭାରୀ। କ୍ରିକେଟର ଶୁଭମନ ଗିଲଙ୍କ ଉପରେ ଲାଗିଲା ଜରିମାନା। ନିକଟରେ ଲଣ୍ଡନର ଓଭାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯାଇଥିଲା। ଏହାର ଫାଇନାଲରେ…

ମୃତାହତଙ୍କ ପାଇଁ ଏକାଦଶାହ ପାଳୁଛନ୍ତି ବାହାନଗାବାସୀ

ବାଲେଶ୍ୱର / ସୋର: ବାହାନଗା ଟ୍ରେନ ଟ୍ରାଜେଡିକୁ ଆଜି ୧୧ ଦିନ । ମଣିଷପଣିଆର ନିଆରା ଉଦାହରଣ ଦେଖାଇଛନ୍ତି ବାହାନଗା ଗ୍ରାମବାସୀ। ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଏକାଦଶାହ ପାଳୁଛନ୍ତି ବାହାନଗାବାସୀ । ଆଜି ବିଶ୍ୱଶାନ୍ତି ଯଜ୍ଞ ସହ ଅଷ୍ଟପ୍ରହରୀ କରାଯିବ ।…

ଆମାଜନ୍ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୪ଜଣ ପିଲା ମୃତ ମା’ଙ୍କ ବିଷୟରେ କହିଲେ

ନୂଆଦିଲ୍ଲୀ: ମଇ ପହିଲାରେ କଲମ୍ବିଆର ଆମାଜନ୍ ଜଙ୍ଗଲରେ ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଏଥିରେ ଥିବା ୪ ଜଣ ଶିଶୁ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ ଓ ସେମାନଙ୍କୁ ଦୁର୍ଘଟଣାର ୪୦ ଦିନ ପରେ…

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ CBIର ତନାଘନା, ୫ ଅଭିଯୁକ୍ତକୁ ଚାଲିଛି ଜେରା

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ CBIର ତନାଘନା । ଦୁର୍ଘଟଣାର ୧୦ ଦିନ ପରେ ଗତକାଲି ଆସିଷ୍ଟାଣ୍ଟ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ରେଳ ବିଭାଗର ୫ ଜଣଙ୍କୁ ଉଠାଇ ନେଇଛି CBI । ସମସ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା…

ମୋଦୀଙ୍କ ଉପରେ ରାଗି ମହାଦେବ ତୃତୀୟ ନେତ୍ର ଖୋଲିଦେବାରୁ ରେଳ ଦୁର୍ଘଟଣା ହେଲା : କେଜ୍ରିଓ୍ବାଲ

ନୂଆଦିଲ୍ଲୀ : ଏକ କାହାଣୀ ମାଧ୍ୟମରେ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ କହିଛନ୍ତି ଯେ ମୋଦୀଙ୍କ କାର୍ଯ୍ୟକଳାପରୁ କୋପ କରି ମହାଦେବ ନିଜର ୩ୟ ନେତ୍ର ଖୋଲିଦେଇଛନ୍ତି, ସେଥିପାଇଁ ଦେଶରେ…

କର୍ତ୍ତବ୍ୟ ପାଳନ ପାଇଁ ଭୋକଶୋଷ ଭୁଲି ରାତି ସାରା ଗଛ ଉପରେ ବସି ରହୁଛନ୍ତି ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ଦିନକୁ ଦିନ ଡକାୟତି, ଚୋରି ଓ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୁଲିସ ବି ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟରେ ପୁଲିସକୁ ନେଇ ଏକ ମଜାଳିଆ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଦୃଶ୍ୟକୁ ଦେଖି ପୁଲିସର…

ଏମଏସପି ପ୍ରସଙ୍ଗରେ ଆଲୋଚନା ବିଫଳ, ପୁଣି ଦିଲ୍ଲୀ-ହରିୟାଣା ରାସ୍ତା ଅବରୋଧ କଲେ କୃଷକ

ନୂଆଦିଲ୍ଲୀ : ହରିୟାଣାର କୁରୁକ୍ଷେତ୍ରରେ କୃଷକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ଆଲୋଚନା ବିଫଳ ହେବା ପରେ କୃଷକମାନେ ପୁଣି ଥରେ ଦିଲ୍ଲୀ-ହରିୟାଣୀ ୪୪ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଏହି ରାଜପଥ ଦିଲ୍ଲୀ…

ମୂଷା ପାଇଁ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ବଗିରେ ସର୍ଟ-ସର୍କିଟ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ବିହାରର ଦରଭଙ୍ଗାସ୍ଥିତ ଛପରା ରେଳ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମୂଷା ପାଇଁ ଦରଭଙ୍ଗାରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନକୁ ଅଧାରୁ ଅଟକାଇବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ୧୨୫୬୫ ବିହାର ସମ୍ପର୍କ…