ରାଜଧାନୀରେ ସେଫ୍ ସେଫ୍ଟି ଡ୍ରାଇଭ୍ ଅଭିଯାନରେ ଚେକିଂ ଜୋରଦାର
ଭୁବନେଶ୍ୱର: ରାଜଧାନୀରେ ଜୋରଦାର ଚେକିଂ। ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା। ଅପରାଧୀ ମାନଙ୍କ ଉପରେ…
