କବଚ ବି ବାଲେଶ୍ୱର ଦୁର୍ଘଟଣାକୁ ରୋକି ପାରି ନଥାଆନ୍ତା !

ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କବଚ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୨୦୨୨ରୁ ଏହି କବଚ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କେବଳ ୨% ସ୍ଥାନରେ ଏହାକୁ ଲାଗୁ କରାଯାଇ ପାରିଛି। କେନ୍ଦ୍ର…

ରେଳ ଦୁର୍ଘଟଣା ପାଇଁ ଦାୟୀ କିଏ ତାହାର ଉତ୍ତର ମହାନ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ଦେବା ଦରକାର : ଖଡଗେ

ନୂଆଦିଲ୍ଲୀ : ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ହୋଇଥିବା ଭୟଙ୍କର ଭୟଙ୍କର ରେଳ ଦୁର୍ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାନଗା ଆସି ଦୁର୍ଘଟଣା ସ୍ଥଳରେ ସ୍ଥିତିର ସମୀକ୍ଷା କରିଛନ୍ତି। ଏସବୁ ଭିତରେ କଂଗ୍ରେସର…

ବାହାନଗାରେ ଟ୍ରେନ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣା ସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ ଓ SRCଙ୍କ ସମେତ ବରିଷ୍ଠ ଅଧିକାରୀ

ଭୁବନେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ଭୟଙ୍କର ଦୁର୍ଘଟଣାରେ ବହୁ ମୃତାହତ ହେବା ସହ ଅନେକ ଆହତ ହୋଇଥିବା ଜଣାପଡିଛି। ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା।…

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ଅନେକ ଯାତ୍ରୀ ମୃତାହତ ଆଶଙ୍କା; ଉଦ୍ଧାର କାର୍ଯ୍ୟ ଆରମ୍ଭ, ହେଲ୍‌ପଲାଇନ୍‌ ନମ୍ବର ଜାରି

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର…

ଛତିଶଗଡ଼ ପାଣି ଛାଡ଼ିବା ଘଟଣା ଟ୍ରିବ୍ୟୁନାଲ ଜାଣିଛନ୍ତି ଓ ଦେଖିଛନ୍ତି, ଟ୍ରିବ୍ୟୁନାଲ ନିଷ୍ପତ୍ତି ନେବେ: ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ବର: ମହନଦୀ ଟ୍ରିବ୍ୟୁନାଲ ଟିମ ଆସି ରାଜ୍ୟର ୯ଟି ଜିଲ୍ଲା ବୁଲି ଅନୁଧ୍ୟାନ କରିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ଯାହା ପୂର୍ବ ନିର୍ଦ୍ଧାରିତ ଥିଲା, ତାହା ବୁଲି ଦେଖିଛନ୍ତି। ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କୁ ପ୍ରଶ୍ନ ପଚାରିବାକୁ ସମୟ ଦେଇଛନ୍ତି।…

ଦେବସ୍ନାନ ପୂର୍ଣ୍ଣିମା: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଦିନକ ପରେ (ରବିବାର) ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀଜିଉଙ୍କ ଗଜବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନେରେ ପ୍ରବଳ ଉତ୍ସାହ। ସେଥିପାଇଁ ଏବେ ରାଜ୍ୟ ଏବଂ ବାହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଆଗମନ ହେବାରେ ଲାଗିଛି। ପୁରୀରେ ଭକ୍ତଙ୍କ ସଂଖ୍ୟା…

ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ବର: ଓଡ଼ିଶା ଆସିବେ ଅମିତ ଶାହ ଓ ଜେ. ପି. ନଡ୍ଡା । ଆସନ୍ତା ୧୭ ତାରିଖରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଖୁବଶୀଘ୍ର…

ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନରେ ‘ମାର୍ଜିନ ମନି ଛାଡ଼ କର’: ମିଶନ ଶକ୍ତି ସଚିବ

ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର । SLBCର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସ୍କୁଟର…

ଶାଢ଼ୀ ଭିତରେ ଜିନିଷ ପୁରାଇ ଖସି ପଳାଉଥିଲା ମହିଳା ଲୁଟେରା ଗ୍ୟାଙ୍ଗ, ମାଡ଼ି ବସିଲା ପୋଲିସ୍

ଭୁବନେଶ୍ୱର: ପୋଲିସ କବ୍‌ଜାରେ ମହିଳା ଲୁଟେରା ଗ୍ୟାଙ୍ଗ। ୱେଷ୍ଟ ବେଙ୍ଗଲର ଏହି ୯ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ମଲକୁ ମଲ ବୁଲି ଲୁଟ୍‌ କରୁଥିଲେ ଲେଡି ଲୁଟେରା । ଆଖି ଆଗରେ ଯାହା ପଡୁଥିଲା, ଆଖି ପିଛୁଳାକେ…

ମାଲକାନଗିରି ୪ ଓ ଗଞ୍ଜାମରେ ୨ ଜଣଙ୍କ ମୃତ୍ୟୁରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ମାଲକାନଗିରିରେ ୪ ଓ  ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।…