ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତକାଲି…

ବିଚ୍ ରାସ୍ତାରେ ଦେଲେ ସେଲଫି ଦେଲେ ଧୋନି

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି। ବିଚ୍ ରାସ୍ତାରେ ଦେଲେ ସେଲଫି। ଏ ସମୟର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଲେ ଧୋନିଙ୍କ ଏଭଳି କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଭାରତୀୟ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ: ୪୮, ୭୮୩ ଜଣ ପାଇଲେ ରାଙ୍କ

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା…

ଯୁକ୍ତ ୩ରେ ବଢ଼ିଲା ୧୨ ହଜାର ସିଟ୍‌

ଭୁବନେଶ୍ବର : ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ। ଆସନ୍ତା ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ବିଭାଗ ଫଳ ପ୍ରକାଶ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ବେଳେ ଯୁକ୍ତ…

ଘଣ୍ଟା ଘଣ୍ଟା ଧରି ଇୟରବଡ ବ୍ୟବହାର କରୁଥିବା ଯୁବକ ହରାଇଲେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ଏବେ ଲୋକମାନେ ବିଶେଷ କରି ଯୁବପିଢ଼ିମାନେ ଅଧିକ ଇୟରବଡ ବ୍ୟବହାର କରୁଛନ୍ତି। ଗୀତ ଶୁଣିବା ପାଇଁ ହେଉ କି ପୋଡକାଷ୍ଟ ଶୁଣିବା ହେଉ ବା ଫୋନରେ କଥା ‌ହେବା ପାଇଁ ହେଉ, ଏବେ ଇୟରବଡ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ…

ଖୁବଶୀଘ୍ର ଶିଶୁ ଅରିହାଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଲା ବୈଦେଶିକ ମନ୍ତ୍ରାଳୟ; ସୁଷମା ସ୍ୱରାଜଙ୍କୁ ମନେ ପକାଇଲେ ବ୍ୟଥିତ ମା’

ନୂଆଦିଲ୍ଲୀ: ଦୀର୍ଘ ୨୧ ମାସ ଧରି ପିତାମାତାଙ୍କଠାରୁ ଅଲଗା ହୋଇ ରହିଥିବା ଶିଶୁ ଅରିହା ଶାହଙ୍କୁ ଜର୍ମାନୀର ବର୍ଲିନରେ ଥିବା ଏକ ଯତ୍ନ କେନ୍ଦ୍ରରୁ ଭାରତ ଫେରାଇ ଆଣିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆଜି ପ୍ରତିଶ୍ରୁତି ଦେଇଛି। ଉଲ୍ଲେଖଯୋଗ୍ୟ, ଜର୍ମାନୀର ଚାଇଲ୍‌ଡ…

ଶୁଖିଲା ରୁଟି ଖାଇ ହେଉନାହିଁ, କୁରକୁରେ ଆଉ ବିସ୍କୁଟ ଖାଇବାକୁ ଦିଆଯାଉ: ମୁଖତାର

ଲଖନଉ: ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଭାବେ ଥିବା ମାଫିଆ ଡନ୍ ମୁଖତାର ଅନସାରୀ ଖାଦ୍ୟ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ଏ ବାବଦରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି ବେଳେ ସେ କୋର୍ଟରେ ନିବେଦନ କରିଛି ଯେ ତାଙ୍କୁ…

ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କୁ ଭେଟିଲେ ଶରଦ ପାୱାର, ବିଜେପି ଦେଲା ବଡ଼ ବୟାନ

ମୁମ୍ବାଇ : ବିରୋଧୀ ମେଣ୍ଟକୁ ନେଇ ଆଲୋଚନା ଚାଲିଥିବା ବେଳେ ଆଜି ହଠାତ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଆଜି ଶ୍ରୀ ପାୱାର ମୁମ୍ବାଇ ସ୍ଥିତ ସିନ୍ଦେଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଦୀର୍ଘ…

ଆଜିଠୁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି, ମାସେ ଧରି ଶ୍ରୀଜିଉଙ୍କର କରିବେ ନୀତିକାନ୍ତି

ପୁରୀ : ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ୧୮ ଦିନ । ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠାରୁ ପ୍ରବେଶ କରିଛନ୍ତି ଦଇତାପତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବା ହେତୁ ସକାଳୁ ସକାଳୁ ଦଇତାପତି ମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଘୋଷଯାତ୍ରାର…

ଭାରତୀୟ ଆଇ ଡ୍ରପ ପକାଇ ରୋଗୀ କଲବଲ; ଶ୍ରୀଲଙ୍କାର ୩୫ ଜଣଙ୍କ ସଂକ୍ରମଣ ବଢ଼ିଗଲା

କଲମ୍ବୋ :ଆଇ ଡ୍ରପ ପକାଇଲେ ବଢ଼ୁଛି ସଂକ୍ରମଣ। ଆଖି ଭଲ ହେବା ପରିବର୍ତ୍ତେ ଅଧିକ ମାଡ଼ି ଯାଉଛି ବ୍ୟାକ୍ଟେରିଆ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ । ଭାରତୀୟ ଆଇ ଡ୍ରପ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ପଡ଼ୋଶୀ ଦେଶ ଶ୍ରୀଲଙ୍କାରୁ…