କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଲା ସାପ:ଚାଲିଗଲା ୩ ଛାତ୍ରଛାତ୍ରୀଙ୍କ ଜୀବନ

କେନ୍ଦୁଝର: ସାପ କାମୁଡ଼ାରେ ୩ ଛାତ୍ରୀଛାତ୍ରୀ ମୃତ, ଜଣେ ଗୁରୁତର । କେନ୍ଦୁଝର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଘଟିଛି ଅଘଟଣ । ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଥିଲା ବିଶାକ୍ତ ସାପ । ମୃତକଙ୍କ ମଧ୍ୟରେ…

ଲଗାଣବର୍ଷାରେ ଗୁଜୁରାଟ ଉବୁଟୁବୁ

ଅହମ୍ମଦାବାଦ : ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟ ସ୍ଥିତି ବେହାଲ ହୋଇଛି। ବର୍ଷା ଯୋଗୁ ଅଚାନକ ବନ୍ୟା ଗୁଜରାଟର ଅସଲ ଚିତ୍ରକୁ ପଦାରେ ପକାଇଛି। ବନ୍ୟା କେବଳ ଗ୍ରାମାଞ୍ଚଳକୁ ପ୍ରଭାବିତ କରିନି, ବରଂ ସହରାଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ରାଜ୍ୟର…

ମଣିପୁରରେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଘରେ ବନ୍ଦ କରି ଜୀବନ୍ତ ଜାଳିଦେଲେ

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ…

ସ୍ୱାମୀଙ୍କ ଉପସ୍ଥିତିରେ ଥାନାରେ ଦିଅର ଭାଉଜଙ୍କ ବିବାହ

ସୁବର୍ଣ୍ଣପୁର: ନିଜ ସ୍ୱାମୀଙ୍କ ଉପସ୍ଥିତିରେ ସ୍ତ୍ରୀ ତାର ପ୍ରେମିକକୁ କରୁଛି ବିବାହ। ବିବାହ ପୁଣି କୌଣସି ବେଦି କିମ୍ବା ମଣ୍ଡପରେ ହୋଇନାହିଁ। ବିବାହ ସମୟରେ ନା ଥିଲା ବ୍ରାହ୍ମଣର ମନ୍ତ୍ରପାଠ ନା ବାଜୁଥିଲା ଶାହାନାଇଁ। ନିରାଡମ୍ବର ଭାବରେ ହୋଇଯାଇଛି ଏଭଳି ଏକ ବାହାଘର।…

ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ତିନି ବର୍ଷର ଶିଶୁ ଉଦ୍ଧାର

ପାଟନା : ଉଦ୍ଧାର ହେଲା ବୋରୱେଲରେ ପଡି ଯାଇଥିବା ଶିଶୁ। ଦୀର୍ଘ ସାଢେ ଆଠ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍। ଆଜି(ରବିବାର) ସକାଳେ ବିହାର ନାଳନ୍ଦାର କୁଲ ଗାଁର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା।…

ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ: କୋର୍ଟ ପରିସରରେ କେବଳ ଗାନ୍ଧିଙ୍କ ଫଟୋ ରହିବ

ଚେନ୍ନାଇ : ତାମିଲନାଡୁ ଓ ପୁଡୁଚେରୀରେ ଥିବା କୋର୍ଟଗୁଡ଼ିକ କେବଳ ଗାନ୍ଧିଜୀ ଓ ତାମିଲ କବି ତଥା ସନ୍ଥ ଥିରୁଭାଲ୍ଲୁବାରଙ୍କ ଛବି ଲଗାଇ ପାରିବେ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ସମସ୍ତ ଜିଲ୍ଲା କୋର୍ଟକୁ ପଠାଯାଇଥିବା ସର୍କ୍ୟୁଲାର୍‌ରେ ଅଲାନ୍ଦୁର ଠାରେ ଥିବା…

ମଧ୍ୟପ୍ରଦେଶରେ ପୁଣି ଲଜ୍ଜା: ଦଳିତ ବ୍ୟକ୍ତିଙ୍କ ମୁହଁରେ ମଳ ବୋଳିଲେ

ଭୋପାଳ : ପୁଣିଥରେ ମଧ୍ୟପ୍ରଦେଶରେ ଜଣେ ଦଳିତଙ୍କୁ ଦିଆଯାଇଛି ନିର୍ଯାତନା। ଅଲଗା ଜାତିର ଜଣେ ଲୋକ ଦଳିତ ବ୍ୟକ୍ତିଙ୍କ ମୁହଁ ଓ ଦେହରେ ମଣିଷ ମଳ ବୋଳି ସର୍ବସମ୍ମୁଖରେ ଦଣ୍ଡ ଦେଇଛି। ଏହି ଦଳିତ ଜଣଙ୍କ ଗ୍ରୀସ ଲାଗିଥିବା ହାତରେ ହଠାତ୍‌…

କେରଳରେ ଆଇଏସ୍‌ଆଇଏସ୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍‌

ନୂଆଦିଲ୍ଲୀ : ଏନ୍‌ଆଇଏ ଗୁରୁବାର କେରଳରେ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଛି । ଏହି ମଡ୍ୟୁଲ୍ ଧାର୍ମିକସ୍ଥଳ ଏବଂ କେତେକ ସମ୍ପ୍ରଦାୟର ନେତାଙ୍କ ଉପରେ ଆକ୍ରମଣ କରିବା ଯୋଜନାରେ ଥିଲା । ସେହିପରି ମଡ୍ୟୁଲ୍‌ର ଜଣେ ସଦସ୍ୟକୁ ତାମିଲନାଡ଼ୁରୁ…

ଓଡ଼ିଆ ସହ ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ାଯିବ ସିବିଏସ୍ଇ ପାଠ୍ୟକ୍ରମ

ଭୁବନେଶ୍ୱର: ସିବିଏସ୍ଇ ସ୍କୁଲରେ ମାତୃଭାଷାରେ ପାଠ ପଢ଼ାଯିବ । ଏଣିକି ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ସ୍କୁଲ ଗେଟ୍‌ରେ ତାଲା ପକାଇଦେଲେ ଅଭିଭାବକ, ଅଚେତ ହେଲେ ୮ ଛାତ୍ରଛାତ୍ରୀ

ବୌଦ୍ଧ : ସ୍କୁଲ ଗେଟ୍‌ରେ ଜଣେ ଉତ୍ତ୍ୟକ୍ତ ଅଭିଭାବକ ତାଲା ପକାଇଦେବାରୁ ହଟହଟା ହେଲେ ଶହ ଶହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ପରିସ୍ଥିତି ଏପରି ହେଲା ଯେ ଅତ୍ୟଧିକ ଖରା ସହି ନ ପାରି ରାସ୍ତାରେ ହିଁ ଅଚେତ ହୋଇ…