୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ପରୀକ୍ଷା, ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ
ଆସନ୍ତା ବର୍ଷ ଆଗୁଆ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ ତାରିଖରେ ହେବ ବୋର୍ଡ ଏକ୍ଜାମ । ଏନେଇ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏକାଠି…