ଠିକାଦାର ସୁପରଭାଇଜରଙ୍କୁ ଗୁଳିମାଡ଼, ମାର୍ଶାଘାଇ ପୋଲିସର ଛାନଭିନ୍ ଆରମ୍ଭ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଛନ୍ତି ଜଣେ ଯୁବକ । ମାର୍ଶାଘାଇ ଥାନା ମଙ୍ଗଳା ଛକରେ ଆଜି ଏହି ଗୁଳିମାଡ଼ ହୋଇଛି । ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ଶକ୍ତି ଚନ୍ଦନ ମହାନ୍ତି…

ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ

ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ୨ ସାଙ୍ଗ…

ଶିମିଳିପାଳ ଅଭୟାରଣ୍ୟରୁ ୯ ବନ୍ଧୁକ ଜବତ

କରଞ୍ଜିଆ: ରକ୍ତ ରଞ୍ଜିତ ଶିମିଳିପାଳ ଅଭୟାରଣ୍ୟ ହେବ ଶିକାରୀ ମୁକ୍ତ। ସେଥିପାଇଁ ଚାଲିଛି ସର୍ଚ୍ଚ ଅପରେଶନ। ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଗାଁରେ ପୁଲିସ୍‌ ଚଢ଼ଉ କରି ଶିକାର ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ୯ ବନ୍ଧୁକ ଜବତ କରିଛି। ଏନେଇ ସୂଚନା…

ଏସୀୟ ଯୁବ ଭାରୋତ୍ତୋଳନ: ଜ୍ୟୋତ୍ସ୍ନାଙ୍କୁ କାଂସ୍ୟ

ଭୁବନେଶ୍ବର: ଉତ୍ତରପ୍ରଦେଶ‌ର ଗ୍ରେଟର୍‌ ନୋଏଡ଼ାରେ ଚାଲିଥିବା ଏସୀୟ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ସବର। ୪୦ କିଲୋଗ୍ରାମ ଓଜନ୍ ବର୍ଗରେ ଜ୍ୟୋତ୍ସ୍ନା ସ୍ନାଚ୍‌ରେ ୫୫ କିଲୋଗ୍ରାମ, କ୍ଲିନ୍ ଆଣ୍ଡ୍ ଜର୍କରେ ୬୪ କିଲୋଗ୍ରାମ ସହ…

ତନ୍ତ୍ର ପାଇଁ ବାବା ସାଜିଲେ ହତ୍ୟାକାରୀ, ନେଲେ ବାବାଙ୍କ ଜୀବନ!

ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ। ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଘଟଣା…

ରାଜ୍ୟରେ କମିଲା ବାଘ ସଂଖ୍ୟା, ୨୦୧୮ରେ ୨୮ ଥିଲା ଏବେ ୨୦କୁ ଖସିଲା

ରାଜ୍ୟରେ କମିଛି ବାଘ ସଂଖ୍ୟା। ଓଡିଶାରେ ବର୍ତ୍ତମାନ ୨୦ଟି ବାଘ ରହିଛି। ୨୦୧୮ରେ ରାଜ୍ୟରେ ଏହି ସଂଖ୍ୟା ୨୮ ଥିଲା। ତେବେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ସାମାନ୍ୟ ବୃଦ୍ଧିପାଇଛି। ୨୦୧୮ରେ ଏହା ୮ ଥିବା ବେଳେ ବର୍ତ୍ତମାନ ଏହା ୧୬କୁ…

ସମ୍ପତ୍ତି ପାଇଁ ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ

ଗଞ୍ଜାମ: ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ। ମୃତ ଯୁବକ ଜଣକ…

ଯୁବତୀଙ୍କ ସହ ଅଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ

ଯାଜପୁର : ନିଲମ୍ବିତ ହେଲେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ ରମାକାନ୍ତ ମଲିକ। ଯୁବତୀଙ୍କୁ ବ୍ଲାକମେଲ କରି ଅଡ଼ୁଆରେ ପଡ଼ିଥିଲେ ଅଧିକାରୀ। ଯୁବତୀଙ୍କ ସହ ତାଙ୍କର ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ ପରେ ଚର୍ଚ୍ଚାକୁ ଆସିଥିଲେ ରମାକାନ୍ତ। କଟକ ସେଣ୍ଟ୍ରାଲ ରେଞ୍ଜ ଅଗ୍ନିଶମ…

ଚେତାଇଲେ ଜାତିସଙ୍ଘ ମହାସଚିବ, ‘ଏବେ ଗ୍ଲୋବାଲ୍ ବଏଲିଂ ଯୁଗ ଆରମ୍ଭ’

ଜେନିଭା : ସମ୍ପ୍ରତି ମଣିଷର କେବଳ ଚାଲିଚଳଣି ବଦଳିନି, ସମାଜ ସହ ତାଳ ଦେଇ ପ୍ରକୃତି ମଧ୍ୟ ବଦଳି ଯାଇଛି। ଦିନକୁ ଦିନ ଦୂଷିତ ହେବାକୁ ଲାଗୁଛି ପରିବେଶ। ବର୍ଷା-ଶୀତ-ଖରାର କୌଣସି ତାରତମ୍ୟ ରହୁନାହିଁ। ଚଳିତ ବର୍ଷ ଏହି ଅସନ୍ତୁଳନକୁ ବେଶ୍…

ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ…