କୋଚ୍‌ଙ୍କୁ ବାହାହେଲେ ଟେନିସ୍ କୁଇନ୍ କ୍ବିତୋଭା

ପ୍ରାଗ୍: ଦୁଇ ଥର ୱିମ୍ବଲଡନ୍ ଓପନ୍ ବିଜୟିନୀ ତଥା ଚେକ୍ ରିପବ୍ଲିକ୍‌ର ‌ଟେନିସ୍ କୁଇନ୍ ପେଟ୍ରା କ୍ବିତୋଭା ଦୀର୍ଘ ଦିନର ପ୍ରେମୀ ତଥା ପ୍ରଶିକ୍ଷକ ଜିରି ଭାନେକଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ଚେକ୍ ରିପବ୍ଲିକ୍‌ର ରାଜଧାନୀ ପ୍ରାଗ୍‌ ଉପକଣ୍ଠରେ ଥିବା…

ମଣିପୁର ହିଂସା ବିରୋଧରେ ଆପ୍‌ ମଙ୍ଗଳବାର କରିବ ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଓ ବିପଜ୍ଜନକ ସ୍ଥିତି ବିରୋଧରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଙ୍ଗଳବାର ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଦଳୀୟ ଅଧିକାରୀମାନେ କହିଛନ୍ତି। ଦିଲ୍ଲୀରେ ଏହି ବିକ୍ଷୋଭରେ ଜନ୍ତରମନ୍ତରରେ ଦଳର ଶୀର୍ଷ ନେତାମାନେ…

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ, ୫ ଆହତ

ତୁରା: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଆଜି ଉତ୍ତ୍ୟକ୍ତ ଜନତା ପଣି ଗଣ୍ଡଗୋଳ କରିଛନ୍ତି। ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟର ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ, ମୁଖ୍ୟମନ୍ତ୍ରୀ ସାଙ୍ଗମା ସୁରକ୍ଷିତ…

ପରିବାର ଲୋକଙ୍କୁ ହଇରାଣ ନକରିବାକୁ ନିବେଦନ କଲେ ପାକିସ୍ତାନ ଯାଇଥିବା ଅଞ୍ଜୁ; ଜାରି କଲେ ଭିଡିଓ

ଇସ୍‌ଲାମ୍‌ବାଦ୍‌: ପ୍ରେମ ପାଇଁ ଭ‌ାରତରେ ନିଜ ସ୍ବାମୀ ଓ ଛୁଆଙ୍କୁ ଛାଡ଼ି ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କ ଚର୍ଚ୍ଚା ‌ଏବେ ଚାରିଅ‌ାଡ଼େ ହେଉଛି। ତାଙ୍କୁ ନେଇ ନୂଆ ନୂଆ କଥା ସବୁ ଶୁଣିବାକୁ ମିଳୁଛି। ଭାରତରୁ ଅଞ୍ଜୁ ନିଜ ପ୍ରେମିକ ନାସରୁଲ୍ଲାଙ୍କୁ ଭେଟିବା…

ଖୋର୍ଦ୍ଧାରେ ଖୋଲିଲା ପ୍ରଥମ ଗାଡ଼ି ସ୍କ୍ରାପ୍‌‌ ୟୁନିଟ୍‌‌

ଭୁବନେଶ୍ବର : ଆଉ ରାସ୍ତାରେ ଗଡିବନି ପୁରୁଣା ଗାଡି। ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ଆରମ୍ଭ ହୋଇଛି। ଖୋର୍ଦ୍ଧା ପିତାପଲ୍ଲୀ ଠାରେ…

ବରିଷ୍ଠ ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବକାରୀ ବିଭାଗର ଅତିରିକ୍ତ ସଚିବ ଥିବା ରାମଚନ୍ଦ୍ର ପାଲଟାଙ୍କୁ OPSCର ସଚିବ ଭାବେ ନିଯୁକ୍ତ…

ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଡେଙ୍ଗୁ ହଟ୍‌ସ୍ପଟ୍‌

ଭୁବନେଶ୍ୱର : ବିଏମସି ଅବହେଳାରୁ ସ୍ମାର୍ଟ ସିଟି ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍‌ସ୍ପଟ ପାଲଟିଛି । ବିଏମସି ରାଜଧାନୀର ବିଭିନ୍ନ ସ୍ଥାନରେ ଆବର୍ଜନା ଏବଂ ଅପରିଷ୍କାର ପାଣି ଜମାରହୁଥିବା ବେଳେ ଡେଙ୍ଗୁରୋଗର ବାହକ ଏଡିସ ମଶାର ବଂଶ ବିସ୍ତାର ପାଇଁ ସୁବିଧା…

ଯାଞ୍ଚ ପାଇଁ ପାକିସ୍ତାନ ଦୂତାବାସକୁ ପଠାଗଲା ସୀମାଙ୍କ ପରିଚୟ ପତ୍ର ଓ ପାସପୋର୍ଟ, ହୋଇପାରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହି ପାକିସ୍ତାନୀ ମହିଳା ତାଙ୍କ ଚାରି ସନ୍ତାନଙ୍କ ସହ ବେଆଇନ ଭାବେ ଭାରତ ଆସିଥିଲେ। ସଚିନ୍ ମୀଣା ନାମକ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ…

ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଓଡ଼ିଶା ବିଜେପି ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଏକ ଆନ୍ତଃରାଜ୍ୟ ଦଲାଲ ରାକେଟ୍ ଧରାପଡ଼ିବା ପରେ ଓଡ଼ିଶା ବିଜେପି ଏହାକୁ ନେଇ ହୀନ ରାଜନୀତ ଆରମ୍ଭ କରିଦେଇଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ…

ହ୍ୱାଟସ୍ଆପ୍‌ରେ ହାଇକୋର୍ଟର ୬ ବିଚାରପତିଙ୍କୁ ହତ୍ୟା ଧମକ, ଟଙ୍କା ଦେବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକା ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ହତ୍ୟା କରିବାକୁ ମିଳିଛି ଧମକ। କର୍ଣ୍ଣାଟକା ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍‌ରେ କେହି ବିଚାରପତିମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ଏନେଇ ଅଭିଯୋଗ ହେବା ପରେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ…