ଠିକାଦାର ଭାଙ୍ଗିଦେଲେ କେଦାରଗୌରୀ ମନ୍ଦିର ପାଚେରୀ : ଏଏସଆଇ

ଭୁବନେଶ୍ବର: ଆଜି କେଦାରଗୌରୀ ମନ୍ଦିରର ଗୋଟିଏ ପାର୍ଶ୍ବ ପାଚେରୀ ଭାଙ୍ଗି ଦିଆଯାଇଛି। ବିନା ଅନୁମତିରେ କେଦାରଗୌୀ ମନ୍ଦିର ପାଚେରୀ ଭଙ୍ଗାଯାଇଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସଆଇର) ଅଭିଯୋଗ କରାଯାଇଛି। ମନ୍ଦିର ସୁରକ୍ଷା କର୍ମୀଙ୍କ ବାରଣ ସତ୍ତ୍ବେ କେଦାରଗୌରୀ ମନ୍ଦିରର ପାଚେରୀକୁ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସତ୍ୟନଗର ଶ୍ମଶାନରେ ବିହାର ଓ ଝାଡ଼ଖଣ୍ଡର ୨ ମୃତଦେହର ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ ଝାଡ଼ଖଣ୍ଡ ଓ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ମୃତଦେହ ଆଜି ଭୁବନେଶ୍ବରର ସତ୍ୟନଗରସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଝାଡଖଣ୍ଡର ମୃତକ ହେଲେ ଦିନେଶ ଯାଦବ ଓ ବିହାରର ମୃତକ ହେଲେ ସୁରେଶ ରାୟ…

ଲେବାନନ୍‌ ସୁଟ୍‌ଆଉଟ୍‌; ଫାଇନାଲ୍‌ରେ ଭାରତ

ବେଙ୍ଗାଲୁରୁ: ଲେବାନନ୍‌କୁ ସୁଟ୍ ଆଉଟ୍‌ କରି ଭାରତ ସାଫ୍‌ ଚାମ୍ପିୟନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ସ୍ଥାନୀୟ କାନ୍ତୀରବା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ରୋମାଞ୍ଚକର ସେମିଫାଇନାଲ୍‌ରେ ଭାରତ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଲେବାନନ୍‌କୁ ହରାଇଥିଲା। ଫାଇନାଲ୍‌ରେ ଭାରତର ମୁକାବିଲା ମଙ୍ଗଳବାର କୁଏତ୍‌ ସହିତ…

ସ୍ତ୍ରୀକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ‘ସନ୍ଦେହୀ’ ସ୍ୱାମୀ ଅନାଥ ହୋଇଗଲେ ଶିଶୁ

ଅହମ୍ମଦାବାଦ: ସହରର ଗୋତ୍ରୀ ଅଞ୍ଚଳର ଏକ ଆବାସିକ କଲୋନୀରେ ଆପାର୍ଟମେଣ୍ଟର ଷଷ୍ଠ ମହଲାରୁ ଏକ ଦମ୍ପତିଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଭଦୋଦରା ପୁଲିସ। ପୁଲିସ ସୂଚନା ଅନୁଯାୟୀ, ଆଶିଷ ମାନେ ତାଙ୍କ ପତ୍ନୀ ଆରତୀଙ୍କୁ ହତ୍ୟା…

ଦିଲ୍ଲୀରୁ ମଦ ବୋତଲ ଧରି ୟୁପି ଗଲେ ହେବ ଜେଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଠିପି ବନ୍ଦ ମଦ ବୋତଲ ଧରି ଯଦି କେହି ଉତ୍ତର ପ୍ରଦେଶର ନୋଏଡାରେ ପହଞ୍ଚିବେ, ତା’ହେଲେ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। ଏଥିସହ ମୋଟା ଅଙ୍କର ଜୋରିମାନା ମଧ୍ୟ ଲାଗୁ କରାଯାଇ ପାରେ ବୋଲି ଉତ୍ତର…

ସମାନ ନାଗରିକ ସଂହିତା ବିରୋଧରେ ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ନାହିଁ

ଲକ୍ଷ୍ନୌ : ଦେଶରେ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ବିରୋଧରେ ମୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ନାହିଁ। ଆଜି ନିଜେ ମାୟାବତୀ କିନ୍ତୁ ରଖି ୟୁସିସି ଲାଗୁ କରିବା ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି,…

ବାଇକ୍‌ ଆରୋହୀ ସ୍ବାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍‌

ଅନୁଗୋଳ: ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣରେ ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍‌ ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ଜୀବନ ଚାଲି ଯାଇଛି। ମୃତକମାନେ ହେଲେ ଗୁରଙ୍ଗ ଦେହୁରୀସାହିର ଅକ୍ଷୟ…

ଚାଷୀ କିଣିବେ ହେଲିକପ୍ଟର, ଚାଷ କରିବାକୁ ବ୍ୟାଙ୍କ ପିଓ ଚାକିରି ଛାଡ଼ି ଦେଇଥିଲେ

ଲକ୍ଷ୍ନୌ : ଫସଲ ଦେଖାରଖା କରିବା ପାଇଁ ଚାଷୀ କିଣିବେ ହେଲିକପ୍ଟର। ଛତିଶଗଡ଼ର ବସ୍ତରରେ ସଫେଦ ମୁସଲି ଓ ଗୋଲମରିଚ ଚାଷ କରୁଥିବା କରୁଥିବା ଜଣେ ଚାଷୀ ହେଲିକପ୍ଟର କିଣିବାକୁ ଯାଉଥିବାରୁ ଏହାକୁ ନେଇ ସବୁଠି ବେଶ ଚର୍ଚ୍ଚା। ଏହି ଚାଷୀଙ୍କ…

ଓଡ଼ିଶା-ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମାଓ ସାମଗ୍ରୀକୁ ମିଳିଥିବା ନେଇ ମାଲକାନଗିରି ଏସପି ନିତିଶ୍ ୱାଧୱାନୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ,…

ଶିମିଳିପାଳରୁ ପୁଣି ଚାରୋଟି ହାତୀ ଦାନ୍ତ ଜବତ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶିମିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ରାଜ ଶିକାରୀ ପାଇଁ ବନବିଭାଗ ଯେତେ ଚେଷ୍ଟା କଲେ ଭି ଶିକାରୀର ଟେର ପାଉନାହିଁ ଯାହା ଫଳରେ ବାରମ୍ବାର ବାଘ ହାତୀ ହରିଣ ମାନଙ୍କୁ ଶିକାର କରି ବିକ୍ରି କରୁଛନ୍ତି ଯାହା…