କେରଳରେ ଆଇଏସ୍ଆଇଏସ୍ ମଡ୍ୟୁଲ୍ର ପର୍ଦ୍ଦାଫାସ୍
ନୂଆଦିଲ୍ଲୀ : ଏନ୍ଆଇଏ ଗୁରୁବାର କେରଳରେ ଆଇଏସ୍ଆଇଏସ୍ର ଏକ ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍ କରିଛି । ଏହି ମଡ୍ୟୁଲ୍ ଧାର୍ମିକସ୍ଥଳ ଏବଂ କେତେକ ସମ୍ପ୍ରଦାୟର ନେତାଙ୍କ ଉପରେ ଆକ୍ରମଣ କରିବା ଯୋଜନାରେ ଥିଲା । ସେହିପରି ମଡ୍ୟୁଲ୍ର ଜଣେ ସଦସ୍ୟକୁ ତାମିଲନାଡ଼ୁରୁ…