ଆସିଲା ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’, ପ୍ରତି ପଂଚାୟତକୁ ମିଳିବ ୫୦ଲକ୍ଷ ଟଙ୍କା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି | ବିଶେଷ କରି ଆଜି ରାଜ୍ୟ କ୍ୟାବିନେଟ ‘ଆମ ଗାଁ, ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ…

ବଜ୍ରପାତ ନେଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟର ୨ଟି  ପୃଥକ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି   । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ଅଛନ୍ତି । ଏହାବ୍ୟତୀତ  ୨ ଜଣ  ଗୁରୁତର ହୋଇପଡିଛନ୍ତି।   ଅନୁଗୋଳ…

୬ ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଅମିନ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ  ସରକାରୀ କର୍ମଚାରୀ। ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ଟିମ । ଏହି ଲାଞ୍ଚୁଆ ବାବୁ ହେଉଛନ୍ତି ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ  । ନାଁ ତାଙ୍କର  ମାନସ ରଞ୍ଜନ ଦାସ।  ମାନସ ରଞ୍ଜନ ଜଣେ ବ୍ୟକ୍ତିଙ୍କଠାରୁ ସୋମବାର…

ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହେଲା ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌

ଭୁବନେଶ୍ୱର:  ଆଉ ପାଦେ ଆଗେଇଲା ମେଟ୍ରୋ ପ୍ରକଳ୍ପ । ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ଜିଓ ଟେକ୍ନିକାଲ୍‌ ଇନଭେଷ୍ଟିଗେସନ୍‌ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିଛିି ଯାଞ୍ଚ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌…

ଅଡିଓ ବାର୍ତ୍ତା ପରେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କଲ୍ କଲେ ପାଣ୍ଡିଆନ

ଅନୁଗୁଳ:ଷ୍ଟେଜ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ । ଆଜି ସିଧା ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କଲିଂରେ କଥାବାର୍ତ୍ତା ହେଲେ । ଜୁନ ୨୬ରେ ବରଗଡରେ ଅଡିଓ ବାର୍ତ୍ତା ଆଉ ଜୁଲାଇ ୧୦ ତାରିଖରେ ଅନୁଗୁଳରେ ସିଧାସଳଖ ଭିଡିଓ ବାର୍ତ୍ତା ଦେଖାଇ…

ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ, ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ

ପୁରୀ: ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାମ ସମ୍ପୂର୍ଣ୍ଣ । ହାଇକୋର୍ଟଙ୍କୁ ଅବଗତ କଲା ଏଏସଆଇ । ନାଟମଣ୍ଡପ ମରାମତି କାମ ସାରିଥିବା ନେଇ କୋର୍ଟଙ୍କୁ ଅବଗତ କଲା ଏଏସଆଇ । ରତ୍ନଭଣ୍ଡାର ଖୋଲିବା ନେଇ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ…

ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ଡିଜିଟାଲ୍ ଆଟେଣ୍ଡାନ୍ସ ବ୍ୟବସ୍ଥା

ଭୁବନେଶ୍ୱର : ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଥିବା ବେଳେ ଉଭୟ ସ୍କୁଲ ଏବଂ କଲେଜରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଭାଗ ଅଣ୍ଟା ଭିଡ଼ିଛି । ତେବେ ୨୦୧୯ ଶିକ୍ଷାବର୍ଷ ଆରମ୍ଭରୁ…

ଓଡ଼ିଶାରେ ନିଅଣ୍ଟିଆ ବର୍ଷା: ୨୨ ଜିଲ୍ଲାର ସ୍ଥିତି ସାଂଘାତିକ

ଭୁବନେଶ୍ୱର:ଗତ ତିନି ଧରି ଉତ୍ତରଭାରତରେ ବର୍ଷା ପ୍ରଳୟ ରଚୁଥିବାବେଳେ ଶୁଖିଲା ପଡିଛି ଉପକୂଳ ଅଞ୍ଚଳ । ଓଡ଼ିଶାରେ ବର୍ଷାଭାବ ଯୋଗୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ନିଅଣ୍ଟିଆ ବର୍ଷାକୁ ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ । ଓଡ଼ିଶାର ୨୨…

ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଉତ୍ତରକାଶୀ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ହେବ-କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:ଉତ୍ତରକାଶୀରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରିବା ନେଇ  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ଏହି ମନ୍ଦିରର ନୀତିକାନ୍ତି କିପରି ସୂଚାରୁ ରୂପେ ହେବ…

ଶିକ୍ଷା କ୍ଷେତ୍ରରେ ନିଜ ଅପାରଗତା ଦେଖି ଲଜ୍ଜିତ ହୁଅନ୍ତୁ ରାଜ୍ୟ ସରକାର : ଡ.ଲେଖାଶ୍ରୀ

ଭୁବନେଶ୍ୱର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି । ସର୍ବଭାରତୀୟ ସ୍ତରରେ ଓଡିଶାର ମାନ ୧୦ରୁ ୨୪ କୁ ପହଂଚିଛି । ଶିକ୍ଷା ବ୍ୟବସ୍ଥା ପ୍ରତି ୨୩…