ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ  ମଞ୍ଜୁରୀ ମିଳିଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ମିଶନ ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଗଣଶିକ୍ଷା,…

ସ୍ପେଶାଲ ଓଜେଇଇ ରେଜଲ୍ଟ ପ୍ରକାଶିତ

ଭୁବନେଶ୍ବର: ସ୍ପେଶାଲ ଓଜେଇଇ ରେଜଲ୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nic  ରୁ ଡାଉନ୍‌ଲୋଡ କରିପାରିବେ। ଏହି ପରୀକ୍ଷାର ବିଟେକ୍‌ରେ ୮,୬୫୫ ଜଣଙ୍କୁ ରାଙ୍କ କାର୍ଡ ମିଳିଛି। ଲାଟେରାଲ ଏଣ୍ଟ୍ରି ଟେକ୍ନିକାଲ…

ବାଲି ବୋଝେଇ ଟ୍ରକ୍ ଛାଡ଼ିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ IIC

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ହରଭଙ୍ଗା ଥାନା ଆଇଆଇଲି ପୁଷ୍ପଲତା ରାଉତରାୟଙ୍କୁ…

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର:ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଡିପିସି ଅଫିସର ଜେଣ୍ଡର କୋଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ। ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ପୁଷ୍ପାଙ୍ଗିନୀ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ…

ଜେଲରେ ନିଘୋଡ଼ ନିଦରେ ଶୋଇଥିଲେ ୨ ୱାର୍ଡର, ଫଟୋ ଭାଇରାଲ ପରେ ହେଲେ ସସପେଣ୍ଡ

ଅନୁଗୁଳ: ଜେଲ୍‌ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍‌ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଅନୁଗୁଳ ଜିଲ୍ଲା…

ବିଶ୍ବକପ ଭାରତ-ପାକିସ୍ତାନ ମ୍ୟାଚ୍ : ହୋଟେଲ ରୁମ ମିଳୁନଥିବାରୁ ହସପିଟାଲ ବେଡ୍ ବୁକିଂ କରୁଛନ୍ତି ଦର୍ଶକ

ଅହମଦାବାଦ : ବିଶ୍ବକପରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚର କ୍ରେଜ୍ ଦିନକୁ ଦିନ ବଢିଚାଲିଛି । ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ । ମ୍ୟାଚ ପାଇଁ…

ରାଜସ୍ଥାନ ସରକାର ଦେବେ ବେକାରି ଭତ୍ତା

ଜୟପୁର : ରାଜସ୍ଥାନରେ ୧୮ ବର୍ଷ ପରେ ନିଯୁକ୍ତି ନଦେଲେ ସରକାର ଦେବେ ଭତ୍ତା। ସାଧାରଣ ନିର୍ବାଚନକୁ ଆଉ ଖୁବ୍‌ କମ୍‌ଦିନ ରହି ଯାଇଥିବା ବେଳେ ଗେହଲଟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ‘ନ୍ୟୁନତମ ଆୟ ଗ୍ୟାରେଣ୍ଟି ବିଲ’ ପାରିତ କରିଛନ୍ତି। ବେକାର…

ଏହି କଫ୍ ସିରପ ବ୍ୟବହାର ନ କରିବାକୁ DCGI ର ବାରଣ

ନୂଆଦିଲ୍ଲୀ : ଫୋଲକୋଡାଇନ୍ ଥିବା କଫ୍ ସିରପ ବ୍ୟବହାରକୁ ବନ୍ଦ କରିବାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ(DCGI)ର ପରାମର୍ଶ। ଜୁଲାଇ ୧୪ରେ ଏହି ପଦାର୍ଥର ବ୍ୟବହାର ବନ୍ଦ କରିବାକୁ ସମସ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି(DCGI)। ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ…

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ବିରୋଧ, କଂଗ୍ରେସ ଭବନ ଆଗରେ ସମର୍ଥକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ନିଲମ୍ବନକୁ ନେଇ ବଢ଼ୁଛି ଅଡ଼ୁଆ, ବଢ଼ୁଛି ବିବାଦ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏଆଇସିସି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନ ନିଆଁ ଏବେ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ହୋଇ ବ୍ୟାପିବାରେ ଲାଗିଛି…

କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିପାରେ ବିଜେପି

ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନୂଆ ସହଯୋଗୀ ଦଳ ଯୋଗାଡ଼ରେ ବ୍ୟସ୍ତ ରହିଛି । ଦଳ କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ଖୋଦ (ଜେଡିଏସ୍) ନେତା…