ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଦକ୍ଷିଣ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ଵର: ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ଏହା ପ୍ରଭାବରେ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍‌ କରି ସୂଚନା ଦିଆଯା଼ଇଛି। କେତେକ…

ଟ୍ରେଡମିଲ୍‌ରେ ବିଦ୍ୟୁତ୍‌ ସଂଯୋଗ ହୋଇଯିବାରୁ ଦଉଡ଼ୁଥିବା ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଟ୍ରେଡମିଲ୍‌ରେ ଯୁବକ ଦୌଡ଼ୁଥିବା ବେଳେ ହଠାତ୍‌ ସେଥିରେ ବିଦ୍ୟୁତ୍‌ ସଂଯୋଗ ହୋଇଗଲା। ଫଳରେ ସେଠାରେ ହିଁ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ। ଏପରି ଏକ ଅଘଟଣ ନୂଆଦିଲ୍ଲୀର ରୋହିଣି ଅଞ୍ଚଳରେ ଗତ ମଙ୍ଗଳବାର ଘଟିଛି। ମୃତକଜଣକ ୨୪ ବର୍ଷୀୟ ସକ୍ଷମ…

ଗୁଗଲ କର୍ମଚାରୀମାନଙ୍କ ଦରମା ତାଲିକା ଲିକ୍

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ ଗୁଗଲ ତା’ର କର୍ମଚାରୀମାନଙ୍କୁ ଦରମା ବାବଦରେ କେତେ ଟଙ୍କା ଦେଉଛି? କମ୍ପାନୀ ସବୁବେଳେ ଦାବି କରି ଆସୁଛି ଯେ ସଂସ୍ଥାର କର୍ମଚାରୀମାନଙ୍କୁ ମୋଟ ଅଙ୍କର ଦରମା ମିଳୁଛି। କର୍ମଚାରୀଙ୍କୁ ଅଧିକ ଦରମା ଦେଉଥିବା କମ୍ପାନୀଗୁଡ଼ିକ ମଧ୍ୟରେ…

ନୂଆ ବୈଜ୍ଞାନିକ ଅଧ୍ୟୟନ : ଜଡ଼ ଧାତୁ ପାଖରେ ସ୍ବୟଂ ସୁସ୍ଥ ହେବା ଲାଗି ପ୍ରାକୃତିକ କ୍ଷମତା ରହିଛି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଧାତୁକୁ ନେଇ ଏକ ଆଶ୍ଚର୍ଯ୍ୟକର ଅନୁସନ୍ଧାନ କରିଛନ୍ତି ବୈଜ୍ଞାନିକ। ସେମାନେ ଜାଣିବାକୁ ପାଇଛନ୍ତି ଯେ, ଭାଙ୍ଗି ଯାଇଥିବା ଧାତୁ ସ୍ୱୟଂ ପରିଚାଳନା ହେବାର ସମ୍ଭାବନା ରହିଛି। ଏଗୁଡିକ ମଣିଷର ବିନା ହସ୍ତକ୍ଷେପରେ ଗର୍ତ୍ତ ହୋଇଥିବା ସ୍ଥାନ…

ବ୍ରିଜଭୂଷଣଙ୍କୁ ଜାମିନ

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଡବ୍ଲୁଏଫଆଇ (ଭାରତୀୟ କୁସ୍ତିି ମହାସଂଘ)ର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହ ଏବଂ ସଚିବ ବିନୋଦ ତୋମାରଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।…

ଚିତା ମୃତ୍ୟୁ ନେଇ ସୁପ୍ରିମ କୋର୍ଟଙ୍କ ଚିନ୍ତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଓ ନାମିବିଆରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ସ୍ଥାନାନ୍ତରିତ ହୋଇଥିବା ଚିତାମାନଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଏକ ସମ୍ମାନର ପ୍ରସଙ୍ଗ ନ କରିବା ସହ ଏହାର ସମାଧାନ ପାଇଁ କିଛି…

ମହାରା‌ଷ୍ଟ୍ରର ରାୟଗଡ଼ରେ ଭୂସ୍ଖଳନ; ୫ ମୃତ, ଫସି ରହିଛନ୍ତି ଅନେକ

ରାୟଗଡ଼: ବୁଧବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଅନ୍ୟୂନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଆହୁରି ଅନେକ ଘଟଣାସ୍ଥଳରେ ଫସି ରହିଥିବା କଥା ‘ଏନ୍‌ଡିଆର୍‌ଏଫ୍‌’ କହିଛି। ‘ଏନ୍‌ଡିଆର୍‌ଏଫ୍‌’ କହିବା ଅନୁସାରେ, ରାୟଗଡ଼ର ଖାଲାପୁର ତହସିଲ୍‌ ଅନ୍ତର୍ଗତ ଜନଜାତି…

ଦିଲ୍ଲୀ ଅଧ୍ୟାଦେଶ ମାମଲା : ୫ ଜଣିଆ ସମ୍ବିଧାନିକ ବେଞ୍ଚକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗକୁ ସୁପ୍ରିମ୍ କୋର୍ଟ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ ସେବାଗୁଡ଼ିକୁ…

ଦେଶର ସବୁଠାରୁ ଧନୀ ବିଧାୟକ ହେଲେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଶିବକୁମାର

ନୂଆଦିଲ୍ଲୀ : ଧନୀ ବିଧାୟକଙ୍କ ତାଲିକା ପ୍ରକାଶ କଲା ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ(ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍(NEW) । ରିପୋର୍ଟ ଅନୁସାରେ ଦେଶରେ ସବୁଠୁ ଧନୀ ବିଧାୟକ କର୍ଣ୍ଣାଟକର। ବିଧାୟକଙ୍କ ମଧ୍ୟରେ ସବୁଠୁ ଧନୀ କର୍ଣ୍ଣାଟକର ଡିକେ ଶିବକୁମାର…

ଟ୍ରେନ ଯାତ୍ରୀଙ୍କୁ ୨୦ ଟଙ୍କାରେ ମିଲ୍‌ ଓ ୩ ଟଙ୍କାରେ ମିଳିବ ପାଣି ବୋତଲ

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ବିଶେଷ କରି ସାଧାରଣ ବଗି ବା ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ଶସ୍ତାରେ ମିଳିବ ମିଲ୍‌ ଓ ପାଣି ବୋତଲ। ଭାରତୀୟ ରେଳବାଇ ପକ୍ଷରୁ ଲୋକଙ୍କ ଯାତ୍ରାକୁ…