ପୋଷ୍ଟ ମାଷ୍ଟର ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

ସୁନ୍ଦରଗଡ଼: ମହିଳା ପୋଷ୍ଟ ମାଷ୍ଟରଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ପ୍ରେମିକକୁ ଗିରଫ କରିଛି । ସୋମବାର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ପୋଷ୍ଟ ମାଷ୍ଟରଙ୍କ ମୃତଦେହ ମିଳିଥିବା ବେଳେ ଅନେକ କ୍ଷତ ଚିହ୍ନ ଥିଲା । ପୋଲିସ…

ଟିଟୋ ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଲେ ସମ୍ବିତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ଭାବେ ଗ୍ଯାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନିଯୁକ୍ତି ପରେ ବିବାଦ ଉପୁଜିଛି । ବାପୁ ପରିଡ଼ା ନାଁ କିଏ ଦେଲା ? ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପାରାଦୀପ ବିଧାୟକ…

ଆଗୁଆ ନିର୍ବାଚନ ମୁଡରେ ସରକାର, ଭଙ୍ଗ ହେବ ପାକିସ୍ତାନ ସଂସଦ

ଇସଲାମାବାଦ : ପାକିସ୍ତାନରେ ଖୁବଶୀଘ୍ର ସାଧାରଣ ନିର୍ବାଚନ ହୋଇପାରେ। ବର୍ତ୍ତମାନ କ୍ଷମତାରେ ଥିବା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ମେଣ୍ଟ ସରକାର ଶୀଘ୍ର ନିର୍ବାଚନ ଅନୁଷ୍ଠିତ କରାଇବା ମୁଡରେ ରହିଛି। ଏଥିପାଇଁ ଶରିଫ ସରକାର ଜାତୀୟ ଆସେମ୍ବ୍ଲି ବା ପାକିସ୍ତାନ ସଂସଦର ଅବସରକାଳୀନ…

ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ନବୀନଙ୍କ ଟାର୍ଗେଟରେ ଓଡ଼ିଶାର ବିଜେପି ସାଂସଦ ଓ ମନ୍ତ୍ରୀ। ସଂସଦ ଅଧିବେଶନ ପୂର୍ବରୁ ଦଳୀୟ ସାଂସଦଙ୍କୁ ବିଜେଡି ସୁପ୍ରିମୋ ଗୁରୁମନ୍ତ୍ର ଦେବା ସହ ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଦିଲ୍ଲୀ ଷଡ଼୍‌ଯନ୍ତ୍ରକାରୀଙ୍କୁ ଦିଆଯିବ…

ବନ୍ୟାଜଳରେ ଉଛୁଳିଥିବା ନଦୀରୁ ବାହାରି ଜନବସତିରେ ପଶିଲେ କୁମ୍ଭୀର

ହରିଦ୍ବାର: ବନ୍ୟାଜଳରେ ଉଛୁଳି ଉଠିଥିବା ଗଙ୍ଗା ଏବଂ ତା’ର ଶାଖା ନଦୀମାନଙ୍କରୁ କୁମ୍ଭୀର ସବୁ ଉଠିଆସି ଜନବସତି ଅଞ୍ଚଳରେ ପ୍ରବେଶ କରିବାରୁ ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲା ଅନ୍ତର୍ଗତ ଲକ୍ସର୍‌ ଏବଂ ଖାନପୁର ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବନ୍ୟାଜଳରେ ଗଙ୍ଗା ଏବଂ ତା’ର…

ଯୁକ୍ତ ଦୁଇରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମ ଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୭୦ ହଜାର ୧୦୫ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। କଳାରେ ୪୯ ହଜାର ୭୦ ଜଣ, ବାଣିଜ୍ୟରେ ୩ ହଜାର…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଚାରିଆଡ଼େ ବର୍ଷାର ତାଣ୍ଡବ। ଆଜି ସକାଳଠାରୁ ରାଜଧାନୀରେ ସମେତ ଉପକୂଳ ଓଡିଶା ତଥା ପାର୍ଶ୍ୟବର୍ତ୍ତୀ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ…

ବିରୋଧୀ ମେଣ୍ଟ୍‌ ‘ଇଣ୍ଡିଆ’ର ନୂଆ ‘ଟ୍ୟାଗ୍‌ଲାଇନ୍‌’— ‘ଜିତେଗା ଭାରତ୍‌’

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ‘ବିଜେପି’କୁ ପରାସ୍ତ କରିବା ଲକ୍ଷ୍ୟରେ ମେଣ୍ଟର ନାଁ ‘ଇଣ୍ଡିଆ’ ଦେଇଥିବା ବିରୋଧୀ ଦଳମାନେ ତା’ର ଟ୍ୟାଗ୍‌ଲାଇନ୍‌’ ରଖିଛନ୍ତି ‘ଜିତେଗା ଭାରତ୍‌’। ବହୁ ବିଚାର ଆଲୋଚନା ପରେ ଗତ ବିଳମ୍ବିତ ରାତ୍ରରେ ‘ଜିତେଗା ଭାରତ୍‌’ (ଭାରତ ଜିତିବ)…

କେନ୍ଦୁପତ୍ର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ସହାୟତା ଘୋଷଣା : ବୋନସ୍ ଓ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ଏହି ବୋନସ୍‌…

ତଦନ୍ତ ଏଜେନ୍ସି କଲା ବଡ଼ ଖୁଲାସା : ସୀମା ହାଇଦର୍‌ଙ୍କୁ ସୀମା ପାର୍‌ କରାଇବାରେ ରହିଛି ତୃତୀୟ ଲୋକର ହାତ

ନୂଆଦିଲ୍ଳୀ: ନୂଆ କରି ଭାରତୀୟ ବେ‌ାହୂ ବନିଥିବା ପାକିସ୍ତାନୀ ସୀମାଙ୍କୁ ନେଇ କେନ୍ଦ୍ରୀୟ ଯାଞ୍ଚ୍‌ ଏଜେନ୍ସିକୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ସୀମା ଭାରତ ଆସିବା ପଛରେ ଜଣେ ତୃତୀୟ ଲୋକର ବି ହାତ ଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଜାଣିବାକୁ…