ଆଳିରେ ଶିଆଳ ଆତଙ୍କ: ୨୭ ଜଣ ଆକ୍ରମଣର ଶିକାର

କେନ୍ଦ୍ରାପଡ଼ା: ଘରେ ଘରେ ପଶି ଲୋକଙ୍କୁ କାମୁଡି ମାଂସ ଖାଇଉଛି ଶିଆଳ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ରକ୍ତ ପିପାସୁ ଶିଆଳ। ସ୍ଥାନୀୟରେ କୋକୁଆ ଭୟ ସୃଷ୍ଟି କରୁଛି ଶିଆଳ। ସାନ୍ଧ୍ୟ ହେଲେ ଗାଁରେ ପଡୁଛି ତାଟି କବାଟ।…

ଉତ୍ତରାଖଣ୍ଡରେ ଟ୍ରାନ୍‌ସ୍‌ଫର୍‌ମର୍‌ ଫାଟିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଟ୍ରାନ୍‌ସ୍‌ଫର୍‌ମର୍‌ ଫାଟିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ସାଇଟରେ ଗୋଟାଏ ବିଦ୍ୟୁତ୍‌ ଟ୍ରାନ୍‌ସ୍‌ଫର୍‌ମର୍‌ ବିସ୍ଫୋରଣ ଘଟିବାରୁ ପ୍ରଥମେ ୧୦ଜଣକର ମୃତ୍ୟୁ ଘଟିଥିବା ସୂଚନା ଆସିଥିବା ବେଳେ…

ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ, ସତର୍କତା ଜାରି କଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ସାବଧାନ! ସାଇବର ଠକଙ୍କ ନୂଆ ତରିକା। ପାର୍ସଲ ନାଁରେ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ଏନେଇ ଓଡିଶା ପୋଲିସର ସତର୍କତା ଜାରି କରାଯାଇଛି। ଲୋକଙ୍କୁ ସାବଧାନ ହେବାକୁ ଟ୍ବିଟର ଜରିଆରେ ଓଡ଼ିଶା ପୋଲିସ ସତର୍କ କରାଇଛି। ଓଡ଼ିଶା ପୋଲିସ କହିବା ଅନୁଯାୟୀ,…

ବନ୍ଦେ ମାତରମ୍ କହିବି ନାହିଁ, ମୋ ଧର୍ମ ଅନୁମତି ଦିଏ ନାହିଁ : ଆବୁ ଆଜମୀ

ମୁମ୍ବାଇ: ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମୀ ବୁଧବାର ମହାରାଷ୍ଟ୍ର ବିଧାନସଭାରେ ‘ବନ୍ଦେ ମାତରମ୍’ କହିବାକୁ ମନା କରି ଦେବା ପରେ ତାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି । ବିଧାନସଭାରେ ଅବୁ ଆଜମୀ କହିଛନ୍ତି, ‘ଆମ ପୂର୍ବପୁରୁଷମାନେ ଏହି…

ପରିଚୟ ଲୁଚାଇ କାଠମାଣ୍ଡୁରେ ଏକ ହୋଟେଲର ରୁମ୍ ନମ୍ବର ୨୦୪ରେ ରହିଥିଲେ ସଚିନ ଓ ସୀମା

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ଓ ନୋଏଡାର ସଚିନ ମିଣା ନେପାଳର ରାଜଧାନୀ କାଠମାଣ୍ଡୁର ଏକ ହୋଟେଲର ରୁମ ନମ୍ବର ୨୦୪ରେ ୭ଦିନ ରହିଥିଲେ। ଏହାପରେ ଟ୍ୟାକ୍ସି ବୁକ କରି ବାହାରି ଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ହୋଟେଲରେ…

ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ରଦ୍ଦ, ସିତଲବାଦଙ୍କୁ ମିଳିଲା ସୁପ୍ରିମ ଜାମିନ୍‌

ଗାନ୍ଧୀନଗର : ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ସହ ଜଡ଼ିତ ମାମଲାରେ ଗୁଜରାଟ ହାଇକୋର୍ଟ ତିସ୍ତା ସିତଲବାଦଙ୍କ ବିରୋଧରେ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଆଜି ସୁପ୍ରିମକୋର୍ଟ ତାଙ୍କୁ ନିୟମିତ…

ରାଜଧାନୀର ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢାଉ। ନାଇଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଲକ୍ଷ୍ନୀସାଗର ଏବଂ ମୈତ୍ରୀ ବିହାରରେ ଅଞ୍ଚଳରେ ଚାଲିଥିଲା ଫୁଟ୍ ପାଟ୍ରୋଲିଂ। ରାଜଧାନୀର ବିଭିନ୍ନ ଛକରେ ଚେକିଂ ଓ…

ଉଦ୍ଧବ ଠାକରେ-ଅଜିତ ପାୱାରଙ୍କ ଭେଟକୁ ନେଇ ଚର୍ଚ୍ଚା

ମୁମ୍ବାଇ : ଶିବସେନା(ୟୁବିଟି)ନେତା ଉଦ୍ଧବ ଠାକରେ ବୁଧବାର ତାଙ୍କର ପୂର୍ବତନ ସହଯୋଗୀ ତଥା ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଭେଟିଛନ୍ତି। ଏନସିପି ବିରୋଧରେ ବିଦ୍ରୋହ କରି ଅଜିତ ପାୱାର ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ ଦେବା ପରେ ପ୍ରଥମଥର ଉଦ୍ଧବଙ୍କ ସହ…

ଏନଏସି ମନ୍ୟତା ଦାବି, ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ

ସୁବର୍ଣ୍ଣପୁର: ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଆଜି ସକାଳୁ ସକାଳୁ…

ସିଆଚେନ୍‌ ଗ୍ଲାସିଅର୍‌ରେ ଗୁଳିମାଡ଼, ଆର୍ମି ଅଫିସର ମୃତ

ନୂଆଦିଲ୍ଲୀ : ସିଆଚେନ ଗ୍ଲାସିୟରରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଆର୍ମି ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଯବାନ ଆହତ ହୋଇଛନ୍ତି। ଗୁଳିମାଡ଼ରେ ଆହତ ହୋଇଥିବା ଯବାନମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ୱତନ୍ତ୍ର…