ଭିସୁଟ କ୍ୟାମ୍ପସକୁ ବାଇକ ମନା : ସାଇକେଲରେ କଲେଜ ଆସିବେ ଛାତ୍ରଛାତ୍ରୀ

ସମ୍ବଲପୁର: ଭିସୁଟକୁ ବାଇକ୍ ମନା । ଛାତ୍ରଛାତ୍ରୀ ବାଇଟ୍ କିମ୍ବା କାର ନେଇ ପାଠ ପଢିବାକୁ ଆସିପାରିବେ ନାହିଁ । ଅର୍ଥାତ ସାଇକେଲରେ ଆସିବେ । ଖାଲି ଏତିକି ନୁହେଁ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ମଧ୍ୟ ବାଇକ କିମ୍ବା କାର ରଖିପାରିବେ…

ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଆଣି ଖାଇଲେ ୨ ବ୍ୟକ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଦେଖିବାକିୁ ମିଳିଛି ଅଭାବନୀୟ ଘଟଣା । ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଖାଇବାକୁ ନେଇ ପ୍ରକାଶ ପାଇଛି ଉତେଜନା । ମାଂସ ଖାଉଥିବା ଦୁଇ ଜଣକୁ…

ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…

ବାହୁଦା ନଦୀ କୂଳରେ ପଡ଼ିଛି ଟନ ଟନ ମଲା ମାଛ

ଗଞ୍ଜାମ; ମାଛ ମଡ଼କ । ନଦୀ କୂଳରେ ମରିପଡ଼ିଛନ୍ତି ଶହଶହ ସଂଖ୍ୟାରେ ମାଛ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମି ନିକଟରେ ଏଭଳି ଦୃଶ୍ୟ । ବାହୁଦା ନଦୀ ଓ ନଦୀ ତଟରେ କ୍ୱିଣ୍ଟାଲ, କ୍ୱିଣ୍ଟାଲ ମଲା ମାଛ ପଡିରହିଛି…

ସରକାରଙ୍କ ବିକାଶ କାମ ଦେଖି ବିରୋଧୀଙ୍କ ଟେନସନ ବଢିଯାଇଛି : ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର: ଲୋକଙ୍କ ସହ ସିଧାସଳଖ ଯୋଡିହେବ ସିଏମଓ । ଦେଇଥିବା ଅଭିଯୋଗ ଆଧାରରେ କାମ ହେଉଛି କି ନାହିଁ ସେ ବାବଦରେ ଫୋନ୍ କରି ମତାମତ ନେବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କିଛି ନିର୍ଦ୍ଦେଶ ଦେବା…

ନିଉଡ୍‌ କଲ୍ ରେ ଯୁବତୀଙ୍କ ଜାଲରେ ଫସିଲେ ଯୁବକ; ୫୦ ଥର କଇଁଚି ଭୁସି ଜୀବନ ହାରିବାକୁ ଉଦ୍ୟମ

ଭୁବନେଶ୍ୱର: ନିଉଡ଼ କଲର କରୁଣ ପରିଣତି। ବ୍ଲାକ ମେଲିଂର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ । ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ । ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ…

ସାମ୍ବାଦିକାଙ୍କୁ ବ୍ରିଜଭୂଷଣ ଶରଣ ସିଂଙ୍କ ଅସଦ୍‌ ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ପୂର୍ବ ପ୍ରମୁଖ ଓ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ପିଛା ଛାଡ଼ୁନି ବିବାଦ । ମହିଳା ରେସଲରଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ମାମଲାରେ ବ୍ରିଜଭୂଷଣ ଶରଣ ସିଂଙ୍କ ନାମର ଚାର୍ଜସିଟ୍‌ ଦାଖଲ ହୋଇଛି।…

ଢେଙ୍କାନାଳ ଗସ୍ତରେ 5T ସଚିବ: ମିଲେଟ କାଫେର କଲେ ଉଦ୍‌ଘାଟନ

ଢେଙ୍କାନାଳ: ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ପୁରାତନ ଜାଉଳୀ ପୋଖରୀ ମଠ ପରିଦର୍ଶନ କରିଛନ୍ତି 5T ସଚିବ । ମଠ ପରିସରରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ମଠ ମହନ୍ତ ଓ…

କୁଆଖାଇ ଟ୍ରାଜେଡି: ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି।  ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି। ମୃତକମାନେ ହେଲେ ଆର୍ଯ୍ୟନ, ଅବିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ…

‘ମୋ ସରକାର’ ଅଧିନରେ ଆସିବ ଜନ ଅଭିଯୋଗ ଶୁଣାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଢେଙ୍କାନାଳରୁ ଭିଡିଓ କନ୍‌ଫରେସନ୍‌ସ ଜରିଆରେ ଯୋଡ଼ି ହୋଇ ୫ଟି ସଚିବ ଭି.କେ.…