ଏମ୍‌ଡି ଓ ସିଇଓଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ କମ୍ପାନୀର ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ମଙ୍ଗଳବାର ଏକ କମ୍ପାନୀର ଏମ୍‌ଡି ଓ ସିଇଓଙ୍କୁ ହତ୍ୟା କରାଯାଇଛି। କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ସେମାନଙ୍କୁ ଖଣ୍ଡାରେ ହାଣି ଓ ଛୁରୀରେ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ଏରୋନିକ୍ସ ଇଣ୍ଟରନେଟ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଆୟୁଷ କେତେ ?

ଭୁବନେଶ୍ୱର:ନବୀନ ସରକାରଙ୍କ  ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଶାସନ କ୍ଷମତାରେ ରହିବାର ଏତେ ବର୍ଷ ପରେ ନବୀନ ବାବୁ ଆମେ ଓଡ଼ିଶା ନବୀନ ଓଡ଼ିଶା କରୁଛନ୍ତି । ଆଜିଯାଏ କାହା ଓଡ଼ିଶା  ଥିଲା…

ନେପାଳରେ କ୍ରାଶ୍‌ ହୋଇଗଲା ହେଲିକପ୍ଟର, ଥିଲେ ୬ ଯାତ୍ରୀ

କାଠମାଣ୍ଡୁ : ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ…

ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା…

ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ, ଚିନ୍ତାରେ ପରିବାର

ଅଲବର: ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ। ରାଜସ୍ଥାନର ଅଲବରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କର ମୋବାଇଲରେ ପବଜୀ ଖେଳିବାର ନିଶା ଏତେ ଥିଲା ଯେ ଏବେ ଏଥିପାଇଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି।…

ଛେଳି ଉପରେ ବନ୍ଦେ ଭାରତ ଟ୍ରେନ ଚଢିଯିବାରୁ ଟ୍ରେନକୁ ପଥରମାଡ଼

ଲକ୍ଷ୍ନୌ: ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉପରେ ଆଜି ଉତ୍ତରପ୍ରଦେଶରେ ପଥର ମାଡ଼ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଦ୍ରୁତ ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ…

ବଦଳିଲା ହାଇସ୍କୁଲ ୟୁନିଫର୍ମ, ଡ୍ରେସରେ ରହିବ ‘ଆମେ ଗଢିବୁ ନୂଆ ଓଡିଶା’ ଲୋଗୋ

ଭୁବନେଶ୍ୱର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିଲା। ଏଣିକି ଚେକ୍ ସାର୍ଟ ଓ ଫୁଲ୍ ଫ୍ୟାଣ୍ଟରେ ସ୍କୁଲ୍ ଆସିବେ…

ଧାରା ୩୭୦ ଉଚ୍ଛେଦକୁ ବିରୋଧ ମାମଲା, ଆବେଦନ ପ୍ରତ୍ୟାହାର କଲେ ଶେହଲା ଓ ଶାହ ଫୈଜଲ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଆଇଏଏସ୍ ଅଫିସର ଶାହ ଫୈଜଲ ଓ ପୂର୍ବତନ ଛାତ୍ର ନେତା ଶେହଲା ରସିଦ ଶୋରା ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଏର କରିଥିଲେ, ତାକୁ ପ୍ରତ୍ୟାହାର କରି ନେଇଛନ୍ତି। ସୁପ୍ରିମକୋର୍ଟର…

ଟୁଇଟରରେ ଅପରାଜିତା-ଶ୍ରୀମୟୀ ମୁହାଁମୁହିଁ

ଭୁବନେଶ୍ୱର:  ମୁହାଁମୁହିଁ ହେଲେ ଅପରାଜିତା-ଶ୍ରୀମୟୀ । ଲଜ୍ଜାକୁ ନେଇ ସୋସିଆଲ ମିଡିଆରେ ଚାଲିଲା ଦୁଇ ମହିଳା ନେତ୍ରୀଙ୍କ ବାକଯୁଦ୍ଧ । ଚାଲିଲା ଜବାବ ସୁଆଲ । ସକାଳେ ଅପରାଜିତାଙ୍କ ପ୍ରଶ୍ନ..ଅପରାହ୍ନରେ ଶ୍ରୀମୟୀଙ୍କ ଉତ୍ତର । 5ଟି ସଚିବଙ୍କ କାର୍ଯ୍ୟକ୍ରମ ଏବଂ ବିଧାୟକଙ୍କ…

ଆନନ୍ଦ ବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ସୁଖିଲା ଭୋଗ

ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ପ୍ରସଙ୍ଗ । ଏଣିକି ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ ବାହାର ବ୍ୟକ୍ତି । ନିୟମ ଉଲଂଘନ କରାଗଲେ ଥାନାରେ ଏତଲା ଦିଆଯିବା ସହ ଆଇନଗତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।…