କାନାଡାର ଆଲ୍‌ବର୍ଟାରେ ବିମାନ ଦୁର୍ଘଟଣା: ୬ ମୃତ

କ୍ୟାନ୍‌ମୋର: ଶନିବାର ଦିନ ଆଲବର୍ଟା ପ୍ରଦେଶ ଅନ୍ତର୍ଗତ କାଲ୍‌ଗେରିର ପଶ୍ଚିମପ୍ରାନ୍ତରେ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ଜଣଙ୍କର ମୃତ୍ୟୁ ଘଟିଥିବା କଥା କାନାଡାର ପୁଲିସ କହିଛି। ‘ଦି ରୟାଲ୍‌ କାନାଡିୟାନ୍‌ ମାଉଣ୍ଟେଡ୍‌ ପୋଲିସ୍‌’ କହିଛି, ଜଣେ ପାଇଲଟ୍‌ ଓ ୫ଜଣ…

ସାମାନ୍ୟ ଝଗଡ଼ାରୁ ପତ୍ନୀଙ୍କୁ ମାରି ଦେଲେ କଂଗ୍ରେସ ନେତା

ତେଲେଙ୍ଗାନର ଜଣେ ସ୍ଥାନୀୟ କଂଗ୍ରେସ ନେତା ଅତ୍ୟନ୍ତ ନିର୍ମମ ଭାବେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ହାଇଦ୍ରାବାଦରେ ଉଭୟ ସ୍ୱାମୀସ୍ତ୍ରୀ ରହୁଥିବା ବେଳେ ସାମାନ୍ୟ ଝଗଡ଼ାରୁ କଂଗ୍ରେସ ନେତା ଜଣଙ୍କ ଏତେ ବଡ଼ କାଣ୍ଡ ଘଟାଇଥିଲେ। ପ୍ରମାଣକୁ ବି ନଷ୍ଟ କରିବାକୁ…

୪୬ ହଜାର ବର୍ଷର ବରଫାୟିତ କୃମିକୁ ପୁନରୁଜ୍ଜୀବିତ କଲେ ବୈଜ୍ଞାନିକ

ୱାସିଂଟନ: ୪୬,୦୦୦ ବର୍ଷ ତଳେ ବରଫ ଭିତରେ ରହିଥିବା ଏକ ଗୋଲକୃମିକୁ ବୈଜ୍ଞାନିକମାନେ ଜୀବନ୍ତ କରିତୋଳିଛନ୍ତି। ଅଜ୍ଞାତ ପ୍ରଜାତିର ଏହି କୃମି ସାଇବେରିଆ ଶୀତଳମରୁର ସ୍ଥାୟୀ ବରଫ ଭିତରେ ୪୦ ମିଟର (୧୩୧.୨ ଫୁଟ୍) ତଳେ ଥିଲା। କୃମିଟି ନିଷ୍କ୍ରିୟ ଅବସ୍ଥାରେ…

ହୀରାକୁଦ ରେଳ ଷ୍ଟେସନର ହେବ ପୁନଃ ବିକାଶ

ସମ୍ବଲପୁର: ଭାରତୀୟ ରେଳବାଇ ଅର୍ନ୍ତଗତ ପୁର୍ବତଟ ରେଳବାଇର ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ଗସ୍ତରେ ଆସି ମଣ୍ଡଳ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି। ଶୀ ଶର୍ମା ସରଲା ଷ୍ଟେସନରେ ମାଲବାହୀ ରେଳ ୱାଗନ ଗୁଡିକର ରୁଟିନ ଓଭର ହାଉଲିଂ…

ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ୩ ଅଧିକାରୀ ଗିରଫ, ୬୦ ଲକ୍ଷ ଜବତ

ଲାଞ୍ଚ କାରବାର ମାମଲାରେ କେନ୍ଦ୍ର ସମବାୟ ବ୍ୟାପାର ମନ୍ତ୍ରଣାଳୟର ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଧରିଛି ସିବିଆଇ। ୩ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଏପରି ଗିରଫଦାରୀ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ସିବିଆଇ ନଗଦ ୬୦ ଲକ୍ଷ ଟଙ୍କା…

ISROର ଆଉ ଏକ ନୂଆ ରେକର୍ଡ, ଶ୍ରୀହାରିକୋଟାରୁ PSLV-C56ରେ ୭ଟି ସାଟେଲାଇଟର ସଫଳ ଲଞ୍ଚ

ISRO ଏହାର ସଫଳତାକୁ ନେଇ ମହାକାଶ ଜଗତରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ISRO ଏକା ସହିତ ମହାକାଶକୁ ୭ଟି ସାଟେଲାଇଟ ଉତ୍‌କ୍ଷେପଣ କରିଛି । ଏହି ସମସ୍ତ ସାଟେଲାଇଟଗୁଡିକ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରର…

ଓଡ଼ିଶା ଆସିବ ଗ୍ଲୋବାଲ କମ୍ପାନୀ ସିନପସିସ୍‌, ୩୦୦ ଚିପ୍ ଡିଜାଇ ଇଞ୍ଜିନିୟରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ସେମିକଣ୍ଡକ୍ଟର ଡିଜାଇନ କ୍ଷେତ୍ରକୁ ପ୍ରୋତ୍ସାହିତ କରିଆସୁଛନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଆଉ ଏକ ସଫଳତା ଯୋଡି ହେବାକୁ ଯାଉଛି। ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ(ଇଡିଏ) କ୍ଷେତ୍ରରେ ଗ୍ଲୋବାଲ ଲିଡର ସିନପସିସ୍ ଭୁବନେଶ୍ୱରରେ ଏହାର ଡିଜାଇନ ସେଣ୍ଟର ସ୍ଥାପନ କରିବା…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍

କିଛିଦିନର ନିରବତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ରତ୍ନଭଣ୍ଡାରର ନକଲି ଚାବି ହଜିବାର ତଦନ୍ତ ପାଇଁ ଟିମ୍ ଗଠନ କରିଥିବା ରାଜ୍ୟ ସରକାର ଅସଲି ଚାବି…

ରାଜ୍ୟ ସରକାର ସବୁଜ ପତ୍ରିକାଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି: ମନମୋହନ

ଭୁବନେଶ୍ୱର: ଦେଶର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୧୯୮୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ‘ସବୁଜ ପତ୍ରିକା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାକୁ ସଫଳ କରିବା ଏବଂ ଅସ୍ତ୍ରୋପଚାର ହେଉଥିବା…

ତାଲିବାନ ସହ ମିଶିବାକୁ ଚାହୁଁଛି ଅଲ କାଏଦା

ଇସଲାମବାଦ : ଆଗକୁ ବଢ଼ିବ ସନ୍ତ୍ରାସବାଦୀ ଆକ୍ରମଣ । ଦକ୍ଷିଣ ଏସିଆରେ ସୃଷ୍ଟି କରିବେ ଅସ୍ଥିରତା । କାରଣ ମିଶିବାକୁ ଯାଉଛନ୍ତି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ସହ ଅଲକାଏଦା ସନ୍ତ୍ରାସବାଦୀ ସଂଗଠନ । ଏମିତି ଖବର ସମ୍ବଳିତ ରିପୋର୍ଟ ଦିଆଯାଇଛି ଜାତିସଂଘ ନିରାପତ୍ତା ପରିଷଦକୁ…