ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ NIA ଓ ATS ଟିମ

ଭୁବନେଶ୍ୱର : ଖାଲିବ ଓଟିପି ସେୟାରିଂ ସ୍କାମର ଗୁମର । ତଥ୍ୟ ଉଗାରିବ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍‌ ସଞ୍ଜୟ ଜମ୍ବୁରୀ । ତାକୁ ଆଜି ଜେରା କରିବ ମୁମ୍ବାଇ ATS ଓ ଏନଆଇଏ ଟିମ୍‌ । ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ମୁମ୍ବାଇର ଆଣ୍ଟି…

ବିଟ୍‌ କଏନ୍‌ ଲୋଭରେ ଫସିଲେ ୨ ଯୁବକ; ହରାଇଲେ ୪୩ ଲକ୍ଷ ଟଙ୍କା

କଟକ : ବିଟ୍‌ କଏନ୍‌ କିଣିବା ଲୋଭରେ ଫସିଲେ କଟକର ଦୁଇ ଆଇଟି ପ୍ରଫେସନାଲ୍‌ ଯୁବକ । ଆକାଉଣ୍ଟରୁ ଗାଏବ ହୋଇଗଲା ୪୩ ଲକ୍ଷ ଟଙ୍କା । ଏନେଇ କଟକ କମିସନରେଟ୍‌ ପୋଲିସର ସାଇବର୍‌ ଥାନାରେ ଅଭିଯୋଗ ହୋଇଛି । ପୋଲିସ…

ବର୍ଷ ବିତ୍ପାତ ପାଇଁ ସରକାରୀ ଅଧିକାରୀଙ୍କ ରବିବାର ଛୁଟି ବାତିଲ କଲେ କେଜ୍ରିଓ୍ବାଲ, ହିମାଚଳରେ ଭୁଶୁଡିଲା ୪୦ବର୍ଷ ପୁରୁଣା ବ୍ରିଜ୍

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। ଏହା ସହ ହିମାଚଳର ମଣ୍ଡିରେ…

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡିଶା ୨୪ତମ ସ୍ଥାନକୁ ହ୍ରାସ ପାଇବା ପରେ ଶାସକ ଦଳ ପ୍ରତିକ୍ରିୟା ରଖିଛି। ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ, ବିପର୍ଯ୍ୟୟ ପରିଚାଳନା…

କଂଗ୍ରେସ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ

ଇନ୍ଦୋର : କଂଗ୍ରେସ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍) ପୂର୍ବତନ ମୁଖ୍ୟ ଏମ୍‌ଏସ୍ ଗୋଲୱାଲକରଙ୍କୁ ଚରିତ୍ରକୁ ନେଇ ଏକ ବିବାଦୀୟ ପୋଷ୍ଟ ସୋଶାଲ ମିଡିଆରେ କରିବା ପରେ ତାଙ୍କ…

ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ

ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ ନାୟକ…

ଦିଲ୍ଲୀରେ ୪୧ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ: ମୌସୁମୀର ଆଗମନ ପରେ ଏବେ ଦେଶରେ ବର୍ଷା ଲାଗି ରହିଛି। କିଛି କିଛି ରାଜ୍ୟରେ ଲଗାଣ ବର୍ଷା ପାଇଁ ଲୋକଙ୍କ ଜୀବନ ଯିବା ସହ କିଛି ସ୍ଥାନରେ ଜାତୀୟ ରାଜପଥ ଧୋଇଯିବାର ଖବର ମିଳିଛି। କୁହାଯାଉଛି ଯେ, ଦିଲ୍ଲୀର ବର୍ଷା…

ଲୋକକଳା କଳାକାରମାନଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକରେ କଳାକାରମାନଙ୍କ ପ୍ରଦର୍ଶନ ପାଇଁ ପାରିଶ୍ରମିକରେ ବୃଦ୍ଧି ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବିଭିନ୍ନ ଲୋକକଳା ଯଥା ଦାସକାଠିଆ,…

ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଜଣ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ…

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା…