ଚେତାଇଲେ ଜାତିସଙ୍ଘ ମହାସଚିବ, ‘ଏବେ ଗ୍ଲୋବାଲ୍ ବଏଲିଂ ଯୁଗ ଆରମ୍ଭ’

ଜେନିଭା : ସମ୍ପ୍ରତି ମଣିଷର କେବଳ ଚାଲିଚଳଣି ବଦଳିନି, ସମାଜ ସହ ତାଳ ଦେଇ ପ୍ରକୃତି ମଧ୍ୟ ବଦଳି ଯାଇଛି। ଦିନକୁ ଦିନ ଦୂଷିତ ହେବାକୁ ଲାଗୁଛି ପରିବେଶ। ବର୍ଷା-ଶୀତ-ଖରାର କୌଣସି ତାରତମ୍ୟ ରହୁନାହିଁ। ଚଳିତ ବର୍ଷ ଏହି ଅସନ୍ତୁଳନକୁ ବେଶ୍…

ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: କାଲିଠାରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଓଡ଼ିଶା ପାଶ୍ୱବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ…

ମିଳିତ ସମରାଭ୍ୟାସ ବେଳେ ହେଲିକପ୍ଟର କ୍ରାଶ୍‌, ୪ କ୍ରିଉ ମେମ୍ବର ନିଖୋଜ

କୁଇନ୍ସଲ୍ୟାଣ୍ଡ : ମିଳିତ ସମରାଭ୍ୟାସ ବେଳେ ମଝି ସମୁଦ୍ର ଉପରେ କ୍ରାଶ୍‌ ହେଲା ହେଲିକପ୍ଟର। ଉକ୍ତ ସମୟରେ ହେଲିକପ୍ଟରରେ ଥିବା ୪ କ୍ରିଉ ମେମ୍ବରଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ଗତକାଲି ରାତିରେ ଅଷ୍ଟ୍ରେଲିଆରେ ଘଟିଛି। ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସମୁଦ୍ର…

ରାତି ସାରା ଶୋଇବା ପରେ ସକାଳେ ଜଣାପଡିଲା ମଶିଣା ତଳେ ଥିଲା ନାଗ

ବାଙ୍କୀ : ନାଗ ସାପ ! ନା ଶୁଣିଲେ ଡର ପଶିଯାଏ ମନ ଭିତରେ । ଟିକେ ଭାବିଲେ ଯଦି ଆପଣଙ୍କୁ କେହି ନାଗ ସାପ ସହିତ ଗୋଟେ ରାତି କାଟିବାକୁ କହିବ? ଭୟବିତ ହୋଇଯିବାଟା ତ ସ୍ଵଭାବିକ । କିନ୍ତୁ ଏମିତି…

ରାହୁଲଙ୍କ ପାଇଁ ଝିଅଟିଏ ଖୋଜିଦିଅ, ମହିଳା କୃଷକଙ୍କୁ ଏଭଳି କହିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ସୋନିପତର ମହିଳା କୃଷକମାନଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ | ଆଉ ଆଜି କିଛି ମହିଳା କୃଷକ ଦିଲ୍ଲୀରେ ପହଞ୍ଚିଥିଲେ ଏବଂ ୧୦ ଜନପଥରେ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ…

ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ଦାବି କରିଛି । ଓଡ଼ିଆ ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ଖେଳ ନଖେଳି ସରକାର ସିବିଆଇ ତଦନ୍ତ କରାନ୍ତୁ ବୋଲି ବିଜେପି…

ଅନ୍ୟକୁ ଇସଲାମ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଅଞ୍ଜୁଙ୍କୁ ଚାକିରି ସହ ପ୍ଲଟ ଉପହାରରେ ଦେଲେ ପାକ୍ ବ୍ୟବସାୟୀ

ଇସଲାମାବାଦ: ରାଜସ୍ଥାନର ଅଲୱର ଜିଲ୍ଲାର ଭିୱାଡିରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପାକିସ୍ତାନ ଯିବ‌ା ପରେ ଅଞ୍ଜୁ ଇସଲାମ ଗ୍ରହଣ କରିବା ସହ ତାଙ୍କର ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ। ବିବାହ…

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର: ପାଇଖାନା ଟାଙ୍କି ସଫା କରିବା ବେଳେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର ମଧ୍ଯାହ୍ନରେ ଏ ଅଘଟଣ ଘଟିଛି ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ । ଶିଶୁପାଳଗଡ଼ର ରଘୁନାଥ ନଗରରେ ପାଇଖାନା ଟାଙ୍କି ସଫା କରିବା ଲାଗି ୨ ଶ୍ରମିକ ଯାଇଥିଲେ…

ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ଯୁବକ ନିଖୋଜ

ପୁରୀ : ସମୁଦ୍ରରେ ଗାଧୋଇବା ହେଲା କାଳ । ବୁଡିଗଲେ ଯୁବକ । ପୁରୀ ସମୁଦ୍ରରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ । ନିଖୋଜ ଯୁବକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଗୋଲପୁର ଅଞ୍ଚଳର ସଞ୍ଜୟ କୁମାର ଜେନା । ଆଜି ଦିନ ୧୧ଟାରେ…

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିମାନଙ୍କର ହାତ ରହିଛି: ପୂର୍ବତନ ସେନା ମୁଖ୍ୟ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ତାତି ରହିଛି | ମଣିପୁର ହିଂସା ପାଇଁ ସଂସଦର ମୌସୁମୀ ଅଧିବେଶନ ବି ସୁରୁଖୁରୁରେ ଚାଲିପାରୁନାହିଁ | ବିରୋଧୀମାନେ ହଟଗୋଳ କରି ଉଭୟ ଲୋକସଭା ଓ ରାଜ୍ୟସଭାକୁ ଠପ କରିଦେଇଥିବାବେଳେ ପୂର୍ବତନ…