ଚାଷୀ କିଣିବେ ହେଲିକପ୍ଟର, ଚାଷ କରିବାକୁ ବ୍ୟାଙ୍କ ପିଓ ଚାକିରି ଛାଡ଼ି ଦେଇଥିଲେ

ଲକ୍ଷ୍ନୌ : ଫସଲ ଦେଖାରଖା କରିବା ପାଇଁ ଚାଷୀ କିଣିବେ ହେଲିକପ୍ଟର। ଛତିଶଗଡ଼ର ବସ୍ତରରେ ସଫେଦ ମୁସଲି ଓ ଗୋଲମରିଚ ଚାଷ କରୁଥିବା କରୁଥିବା ଜଣେ ଚାଷୀ ହେଲିକପ୍ଟର କିଣିବାକୁ ଯାଉଥିବାରୁ ଏହାକୁ ନେଇ ସବୁଠି ବେଶ ଚର୍ଚ୍ଚା। ଏହି ଚାଷୀଙ୍କ…

ଓଡ଼ିଶା-ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜିଲ୍ଲା ପୁଲିସ ଓ ବିଏସଏଫ ପକ୍ଷରୁ ଅପରେସନ ଜାରି ରହିଥିବା ବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ମାଓ ସାମଗ୍ରୀକୁ ମିଳିଥିବା ନେଇ ମାଲକାନଗିରି ଏସପି ନିତିଶ୍ ୱାଧୱାନୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ,…

ଶିମିଳିପାଳରୁ ପୁଣି ଚାରୋଟି ହାତୀ ଦାନ୍ତ ଜବତ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଶିମିପାଳରେ ବଢ଼ି ଚାଲିଛି ଶିକାରୀଙ୍କ ରାଜ ଶିକାରୀ ପାଇଁ ବନବିଭାଗ ଯେତେ ଚେଷ୍ଟା କଲେ ଭି ଶିକାରୀର ଟେର ପାଉନାହିଁ ଯାହା ଫଳରେ ବାରମ୍ବାର ବାଘ ହାତୀ ହରିଣ ମାନଙ୍କୁ ଶିକାର କରି ବିକ୍ରି କରୁଛନ୍ତି ଯାହା…

ନିର୍ଯାତନା ଅଭିଯୋଗ ବିବାଦ ପରେ ଶ୍ରୀଲଙ୍କାରୁ ଥାଇଲାଣ୍ଡ ଫେରିଲା ହାତୀ

କଲମ୍ବୋ : ନିର୍ଯାତନା ଅଭିଯୋଗ ବିବାଦ ପରେ ଶ୍ରୀଲଙ୍କାରୁ ଥାଇଲାଣ୍ଡ ଫେରୁଛି ଗଜରାଜ। ୨୦ ବର୍ଷ ତଳେ ଏହି ହାତୀ ଥାଇଲାଣ୍ଡରୁ ଶ୍ରୀଲଙ୍କା ଯାଇଥିଲା। ସେଠାରେ ତାକୁ ଠିକ୍‌ ଭାବେ ଯତ୍ନ ନିଆଯାଇ ନଥିଲା ଯାହାକୁ ନେଇ ଦୁଇ ଦେଇ ଭିତରେ…

ହୀରା ବ୍ୟବସାୟୀଙ୍କ ଘରେ ପଶିଲା ସିବିଆଇ

ଭୁବନେଶ୍ୱର: ଠକେଇ କରିବା ମହଙ୍ଗା ପଡ଼ିଲା। ବିଜନେସ୍‌ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍‌ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାଲିଠୁ ଘରେ ପଶି ତଦନ୍ତ କରୁଛି ସିବିଆଇ । ଏପରି ଏକ…

ନାଗାଲାଣ୍ଡରେ ଯଦି ସମ୍ଭବ, ମହାରାଷ୍ଟ୍ରରେ କାହିଁକି ନୁହେଁ: ଅଜିତ ପାୱାର

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମହାରାଷ୍ଟ୍ରରେ ସିନ୍ଦେ-ଫଡନାଭିସ ସରକାରଙ୍କୁ ସମର୍ଥନ କରି ଦଳର ଅନେକ ବିଧାୟକଙ୍କ ସହ ବିଦ୍ରୋହ କରିଛନ୍ତି। ଆଜି ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଶପଥ ଗ୍ରହଣ ସମାରୋହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ଗୁରୁତର, ମେଡ଼ିକାଲରେ ଭର୍ତ୍ତି

ଆନନ୍ଦପୁର: ମଦ୍ୟପ ସ୍ଵାମୀ ମାଡ଼ରେ ସ୍ତ୍ରୀ ଗୁରୁତର। ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ଦଧିବାମନପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଆନନ୍ଦପୁର ଥାନା ଅକରୁଆ ଗାଁରେ ଜଡ଼ା ଜେନାଙ୍କ ଝିଅ ସଜନି ସ୍ୱାମୀଙ୍କ ନିର୍ଯାତନାରେ ଅତିଷ୍ଠ…

ଦଳକୁ ପୁଣି ଛିଡା କରି ଦେଖାଇଦେବି: ଶରଦ ପାୱାର

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ଆଜି ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାର | ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଘଣ୍ଟାକ ଭିତରେ ଆଜି ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି…

ରାଜଧାନୀରେ ଡେଙ୍ଗୁ ସ୍ଥିତି ଜଟିଳ: ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଭୁବନେଶ୍ୱର ମେୟର୍ ସୁଲୋଚନା…

ସମୃଦ୍ଧି ଏକ୍ସପ୍ରେସ୍‌ୱେ ଦୁର୍ଘଟଣା: ମିଛ କହିଥିଲେ ଡ୍ରାଇଭର, ଫାଟିନଥିଲା ବସର ଚକ

ନାଗପୁର: ଶନିବାର ଦିନ ମହାରାଷ୍ଟ୍ରର ବୁଲଦାଣା ଜିଲ୍ଲାର ସମୃଦ୍ଧି-ମହାମାର୍ଗ ଏକ୍ସପ୍ରେସୱେରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିହାଇଥିଲା | ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ଶୁକ୍ରବାର ଭୋର ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା…