ଚୌକିରେ ବସିଥିବା ବୟସ୍କା କିରାଣିଙ୍କୁ ସିଡିପିଓ ଠେଲିଦେବା ଘଟଣା: ତଦନ୍ତ ଆରମ୍ଭ କଲେ ଡିଏସଡବ୍ଲୁଓ

ଉମରକୋଟ: ନବରଙ୍ଗପର ଜିଲ୍ଲା ଡାବୁଗାଁ ସିଡିପିଓ ଜଣେ ବୟସ୍କ କିରାଣିଙ୍କୁ ଚୌକିରୁ ଠେଲିବା ଘଟଣାକୁ ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସଡବ୍ଲୁଓ)…

ଓଡ଼ିଶା ବାହାନଗା ରେଳ ଦୁର୍ଘଟଣା ‘ମାନବିକ ତ୍ରୁଟି’: ରେଳବାଇ ରିପୋର୍ଟ

ନୂଆଦିଲ୍ଲୀ: ବାଲେଶ୍ୱରର ବହାନଗା ଟ୍ରିପଲ୍‌ ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହେବାର ମାସକ ପରେ ଏହି ଦୁର୍ଘଟଣାର ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନର (ସିଆରଏସ୍‌) ସିଗନାଲ ବିଭାଗର କର୍ମଚାରୀଙ୍କ ମାନବିକ…

ମୁମ୍ବାଇରେ କାମ କରିବାକୁ ଡାକି ନେଇ ବାଲିଗୁଡ଼ାର ଯୁବକଙ୍କ ହାତ କାଟି ଦେଲେ

ବାଲିଗୁଡ଼ା: କନ୍ଧମାଳ ବାଲିଗୁଡ଼ାର ଯୁବକଙ୍କୁ ମୁମ୍ବାଇରେ କାମ କରିବାକୁ ଡାକି ନେଇ ହାତ କାଟି ଦେଲେ । ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଡହଲପଡିରେ । ଅଭିଯୋଗ ଅନୁଯାୟୀ ଡହଲପଡ଼ିର ଅଙ୍ଗଦ ମଳିକଙ୍କୁ ଗତ ଏପ୍ରିଲ ୨୭ ତାରିଖରେ ବାଲିଗୁଡା…

ଶରଦ ପାୱାରଙ୍କ ଭଳି ଅବସ୍ଥା ନୀତୀଶ କୁମାରଙ୍କ ସହ ମଧ୍ୟ ହେବ: କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମାକୁ ନେଇ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ସହ ଯାହା ଘଟିଲା ଆଗାମୀ ଦିନରେ ଏହା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ…

କଟକର ଟାକ୍ସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ

କଟକ: ଟାକ୍ସି ଡ୍ରାଇଭର ଭଗବାନ ବୈରୀଗଞ୍ଜନ ମୃତ୍ୟୁ ମାମଲାରେ ବଢୁଛି ରହସ୍ୟ । କଟକ ଆସି ତଦନ୍ତ ଆରମ୍ଭ କରିଛି ଘଷିପୁରା ଥାନା ପୋଲିସ। ଫୋକସ୍‌ରେ ରହିଛି କଟକ ରେଭେନ୍ସା କଲେଜ ମାର୍କେଟ। ପରିବାର ଲୋକଙ୍କ ଏତଲା ପରେ ସନ୍ଦିଗ୍ଧ ଯୁବତୀ…

ଏନସିପି ଦୁଇଭାଗ : ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ମହାନାଟକ ଦେଖିବାକୁ ମିଳିଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଅଜିତ ପାୱାର | ଅଜିତ ପାୱାରଙ୍କ ସହ ଛଗନ ଭୁଜବଳ ଓ ୨୯ରୁ ଅଧିକ ବିଧାୟକ…

କୁଜଙ୍ଗ ଡବଲ ମର୍ଡର ଘଟଣା: କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ପାରାଦୀପ : ଜଗତସିଂପୁର କୁଜଙ୍ଗ ଏକ୍ସପ୍ରେସ କଲୋନୀ ଡବଲ ମର୍ଡର ସିନ୍ ରିକ୍ରିଏସନ୍ କଲା ପୋଲିସ । ଘଟଣାର ୧୪ ଦିନ ପରେ କୁଜଙ୍ଗ ପୋଲିସ ଅଭିଯୁକ୍ତ ଚିଣ୍ଟୁ ୨୪ ଘଣ୍ଟା ରିମାଣ୍ଡରେ ଆଣି ସିନ୍ ରିକ୍ରିଏସନ୍ କରିଛି । ଖବର…

ରତ୍ନଭଣ୍ଡାର ଖୋଲିବାରେ ବାଧା କେଉଁଠି?: ବିଜୟ ମହାପାତ୍ର

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ରାଜନୀତି ଜୋର ଧରିଛି । ରତ୍ନଭଣ୍ଡାକ କାହିଁକି ଖୋଲାଯାଉନି ବୋଲି ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।…

ଋଣ ଟଙ୍କା ସୁଝି ନପାରିବାରୁ ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି

ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ବୃଦ୍ଧ ଦମ୍ପତି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଘରେ ଦୁହେଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ ଦମ୍ପତି…

ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ

କଟକ: ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଏବେ ଖୋଲିଲା ବାଟ। ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ନୂଆ ଓ…