ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ୪ ଜଣ ଗିରଫ
ଭୁବନେଶ୍ବର : ଥମୁନି ନୀଳ ଜହର କାରବାର । ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପିତାପାଲି-ବାରଙ୍ଗ ରୋଡରେ ଚଢାଉ…
ଭୁବନେଶ୍ବର : ଥମୁନି ନୀଳ ଜହର କାରବାର । ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ପିତାପାଲି-ବାରଙ୍ଗ ରୋଡରେ ଚଢାଉ…
ଲସ୍ ଏଞ୍ଜେଲେସ୍: ହାତଗୋଡ଼ ଓ ମୁହଁ ବନ୍ଧାଯାଇଥିବା ଅବସ୍ଥାରେ ଏକ ଆପାର୍ଟମେଣ୍ଟ୍ରେ ଥିବା ଫ୍ରିଜ୍ ଭିତରୁ ଉଦ୍ଧାର କରାଯାଇଥିବା ଜଣେ ମଡେଲ୍ଙ୍କ ଶବର ବ୍ୟବଚ୍ଛେଦ ରିପୋର୍ଟ ଶୁକ୍ରବାର ଦିନ ପ୍ରକାଶ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି। ୩୧ ବର୍ଷୀୟ…
ଯାଜପୁର : ସମ୍ପର୍କୀୟ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଉଥିଲା ସାଇବର ଠକ । ଠକକୁ ଗିରଫ କରିଛି ଯାଜପୁର ପୋଲିସ୍ । ଫୋନରେ ଏମିତି ଭାବରେ କଥା କହୁଥିଲା କି ଯେମିତି ଅତି ନିକଟ ସମ୍ପର୍କୀୟ…
ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଗାଜା ଷ୍ଟ୍ରିପରେ ଏବେ ଇସ୍ରାଏଲ ସ୍ଥଳଭାଗରେ ହମଲା କରୁଥିବା ବେଳେ ଆକାଶ ପଥରେ ମିସାଇଲ ମାଡ଼ କରିବାକୁ ମଧ୍ୟ ପଛାଇ ନାହିଁ। ଶୁକ୍ରବାର ରାତିରେ ଇସ୍ରାଏଲ ସେନା…
କଳାହାଣ୍ଡି: ବିକାଶ ପଥରେ ଆଗଉଛି ଓଡି଼ଶା। ଗାଁ ସହ ଯୋଡି଼ ହେଉଛି ସହର। ଏଣିକି ଦୁର୍ଗମ ଅଞ୍ଚଳରୁ ଆହୁରି ସହଜ ହେବ ଯାତ୍ରା। କାହିଁକିନା ମାଲକାନଗିରି, ଗଜପତି ପରେ ଏବେ କଳହାଣ୍ତି ଜିଲ୍ଲାରେ ଗଡି଼ବ ‘ଲକ୍ଷ୍ମୀ ବସ୍’। ଆସନ୍ତା ନଭେମ୍ବର ୧ରୁ କଳାହାଣ୍ତିରେ…
ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୩୧ ତାରିଖରେ ଜାତୀୟସ୍ତରୀୟ ସଙ୍ଗଠନ ‘ମୋ ଯୁବା ଭାରତ’ ବା ‘ମାଇଁ ଭାରତ’ ସ୍ଥାପନା କରାଯିବ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୦୬ତମ ସଂସ୍କରଣରେ…
ଭୁବନେଶ୍ବର: ଆଜି ମେଟ୍ରୋ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ପୁରୀ ଯାଇ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିବାବେଳେ ଆଜି ଭୋରରୁ ତ୍ରିଶୁଳିଆରେ ପହଞ୍ଚି ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ…
ଭୁବନେଶ୍ୱର : ୧୬ତମ ଅର୍ବାନ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ଏକ୍ସ୍ପୋରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ୨୦୨୩ ବର୍ଷ ପାଇଁ ଉତ୍କର୍ଷ ପୁରସ୍କାର ମିଳିବ। ଆସନ୍ତା ୨୯ ତାରିଖରେ କ୍ରୁଟ୍ର ଏମ୍ଡି ଅରୁଣ ବୋଥ୍ରା ଏହି ପୁରସ୍କାର ଗ୍ରହଣ…
ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଶୁକ୍ରବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଖବରଦାତା ସମ୍ମିଳନୀ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ…
ଭୁବନେଶ୍ୱର : ଗତ ବୁଧବାରଠାରୁ ଉପବାସରେ ରହିଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଶୁକ୍ରବାର ସ୍ବାଭାବିକ ହୋଇଛି। ଅପରାହ୍ନ ୧ଟାରେ ମହାସ୍ନାନ ହୋଇଥିଲା। ଅପରାହ୍ନ ୧ଟା ୩୦ରେ ମଙ୍ଗଳଆଳତି, ଅବକାଶ, ଦର୍ଶନ ପରେ ରୋଷହୋମ କରାଯାଇଥିଲା। ଏହାପରେ ଅନ୍ୟାନ୍ୟ ନୀତି ହୋଇଥିଲା। ସୂଚନାଥାଉ…