ଚୀନ୍ LACରେ ତିଆରି କରିଛି ହେଲିପ୍ୟାଡ୍ ଓ ଅନେକ ରାସ୍ତା
ସୁଧୁରୁନି ଚୀନ୍। ବାରମ୍ବାର ଦେଖାଉଛି ନିଜ ଦାଦାଗିରି। ବାସ୍ତିବକ ନିୟନ୍ତ୍ରଣ ରେଖାରେ ଚଲାଇଛି ନିଜର ମନମାନି। ଏଲ୍ଏସିକୁ ଲାଗି ତିଆରି କରିଛି ଏକାଧିକ ସୁଦୃଢ଼ ରାସ୍ତା। କେବଳ ସେତିକି ନୁହେଁ ହେଲିପ୍ୟାଡ୍ ଓ ବିମାନ ବନ୍ଦର ମଧ୍ୟ ତିଆରି କରିଛି ଚୀନ୍।…
