ବୋମାବର୍ଷା ଭିତରେ ଶାନ୍ତି ସମ୍ମିଳନୀ: ଇଜିପ୍ଟରେ ଆଜି କଥାବାର୍ତ୍ତା

କାଇରୋ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ଗାଜା ସ୍ଥିତି ଅତି ଜଟିଳ ହୋଇପଡ଼ିଥିବା ବେଳେ କୌଣସି ସହାୟତା ପହଞ୍ଚି ପାରୁନଥିବାରୁ ଅକଥନୀୟ ଯନ୍ତ୍ରଣାରେ ଲୋକେ ଛଟପଟ ହେଉଛନ୍ତି। ୬ଟି ହସ୍ପିଟାଲରେ ଆଜିଠାରୁ…

ସୃଷ୍ଟି ହେଲା ବାତ୍ୟା ‘ତେଜ’, ବୁଧବାର ସକାଳେ କରିବ ଲ୍ୟାଣ୍ଡ୍ ଫଲ୍

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହେଲା ବାତ୍ୟା 'ତେଜ'। ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବା…

ଅଶ୍ଳୀଳ ଟିପ୍ପଣୀ ଭାଇରାଲ୍‌: ପାର୍ଟନର୍‌ଙ୍କଠାରୁ ପୃଥକ୍‌ ହେଲେ ଇଟାଲିର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି

ରୋମ୍‌: ସାମ୍ବାଦିକ ତଥା ପାର୍ଟନର୍‌ ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କଠାରୁ ପୃଥକ୍‌ ହୋଇଛନ୍ତି ଶୁକ୍ରବାର ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ଜୋର୍ଜା ମେଲୋନି କହିଛନ୍ତି। ‘ଏକ୍ସ୍‌’ କରି ମେଲୋନି ଲେଖିଛନ୍ତି, ପ୍ରାୟ ୧୦ ବର୍ଷ ଧରି ତିଷ୍ଠି ରହିଥିବା ଆଣ୍ଡ୍ରିଆ ଜିଆମ୍ବ୍ରୁନୋଙ୍କ ସହ ମୋର ସମ୍ପର୍କ…

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଜୟପୁର: ଭାରତୀୟ ଜନତା ପାର୍ଟି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଜେପି ଏହାର ବହୁ ବଡ ନେତାଙ୍କ ନାମ ମଧ୍ୟ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ…

ଭାରତରେ ଥିଲେ ମହୁଆ, ଦୁବିଇରେ ଲଗିନ୍‌ ହେଉଥିଲା ପାର୍ଲାମେଣ୍ଟାରୀ ଆଇଡି

ନୂଆଦିଲ୍ଲୀ,୨୧।୧୦: ଟିଏମସି ଏମପି ମହୁଆ ମୋଇତ୍ର ଏବଂ ଭାଜପା ଏମପି ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ମହୁଆଙ୍କୁ ନଗଦ ଟଙ୍କା ନେଇଥିବା ଅଭିଯୋଗ କରିବା ପରେ ନିଶିକାନ୍ତ ଦୁବେ ତାଙ୍କ…

ଫେରିନି ୧୦ହଜାର କୋଟି ପୁରୁଣା ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୨୧।୧୦;୨ହଜାର ଟଙ୍କା ନୋଟ୍‌ ଜମା ଓ ଅଦଳବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତି ସମୟ ସୀମା ବୃଦ୍ଧି କରିଥିଲା। ଏହା ପରେ ମଧ୍ୟ ସବୁ ନୋଟ ବ୍ୟାଙ୍କରେ ପହଞ୍ଚି ପାରିନାହିଁ। ଏବେ ବି ବ୍ୟାଙ୍କରେ ନୋଟ ନେଣଦେଣ…

୪ ବର୍ଷ ପରେ ପାକିସ୍ତାନ ଫେରିବେ ନଓ୍ୱାଜ ସରିଫ, ଅଟକିଲା ଗିରଫଦାରୀ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଘର ବାହୁଡ଼ା। ୪ ବର୍ଷ ପରେ ସେ ଆଜି ସ୍ୱଦେଶ ଫେରୁଛନ୍ତି। ସେ ଗତ ୪ ବର୍ଷ ହେଲା ଲଣ୍ଡନରେ ଥିଲେ। ନିର୍ବାଚନର ଠିକ୍‌ ପୂର୍ବରୁ ନୱାଜ ସରିଫଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ…

ଇସ୍ରାଏଲ-ହମାସ ଯୁଦ୍ଧ: ଖୋଲିଲା ରାଫା ବର୍ଡର୍‌, ପହଞ୍ଚିଲା ସହାୟତା

ଜେରୁଜେଲମ୍ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହାରି ଭିତରେ ଗାଜାରେ ସହାୟତା ପହଞ୍ଚିବା ଆରମ୍ଭ ହୋଇଛି। ବିନାଶର ସମ୍ମୁଖୀନ କରୁଥିବା ଗାଜାରେ ମାନବିକ ସହାୟତା ପ୍ରଦାନ କରିବାକୁ ଇଜିପ୍ଟ ପକ୍ଷରୁ ରାଫା ସୀମା ଖୋଲାଯାଇଛି।…

ରାହୁଲଙ୍କ ବଡ଼ ବୟାନ: ତେଲେଙ୍ଗାନା ଗଠନରେ ସହଯୋଗ କରିଥିଲେ ସୋନିଆ, କାଉଣ୍ଟର କଲା ବିଆରଏସ୍‌

ହାଇଦ୍ରାବାଦ : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ ଆଜି ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସ୍ୱତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନରେ ସୋନିଆ ଗାନ୍ଧି ସହଯୋଗ କରିଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଗୋଟିଏ ରାଲିରେ ରାହୁଲ…

ଫଳ ହେଲା ‘ଇସ୍ରୋ’ର ‘ଟିଭି-ଡି୧’ ମିସନ୍‌ ପରୀକ୍ଷଣ: ବଙ୍ଗୋପସାଗରରେ ଅବତରଣ କଲା ‘କ୍ରୁ ମଡ୍ୟୁଲ୍‌’

ବେଙ୍ଗାଲୁରୁ: ଆଜି ସକାଳ ୧୦ ବେଳେ ‘ଇସ୍ରୋ’ ତା’ର ଆକାଙ୍‌କ୍ଷୀ ‘ଗଗନଯାନ ଅଭିଯାନ’ ସମ୍ପର୍କୀୟ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ କରିଛି। ଆଜି ୩ ଥର ଉତ୍‌କ୍ଷେପଣ ସ୍ଥଗିତ ରଖାଯିବା ପରେ, ପରିଶେଷରେ ପୂର୍ବାହ୍ନ ୧୦ ବେଳେ ଶ୍ରୀହରିକୋଟାସ୍ଥିତ…