October 2023

ଇସ୍ରାଏଲରେ ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଡ୍ରଗ୍‌ସ ସେବନ କରି ନିଶାସକ୍ତ ଅବସ୍ଥାରେ ଥିଲେ: ରିପୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅଭୂତପୂର୍ବ ଓ ଅତର୍କିତ ଆକ୍ରମଣ କରି ୧୪୦୦ରୁ ଅଧିକ ଇସ୍ରାଏଲବାସୀଙ୍କୁ ହତ୍ୟା କରିଥିବା ହମାସ ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇବା ସମୟରେ ନିଶାଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି। ହମାସ୍ ଆତଙ୍କବାଦୀ ଏକ ସାଇକୋଆକ୍ଟିଭ୍‌…

ବିଜେପିର ଅଭିଯୋଗ, ବସ୍ ସେବା ଠପ୍ କରିବା ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଷଡଯନ୍ତ୍ର

ଭୁବନେଶ୍ୱର:ପାର୍ବଣରେ ଲୋକେ ଘରକୁ ଯିବାକୁ ବ୍ୟସ୍ତ । ହେଲେ ବସ ଧର୍ମଘଟ ଯୋଗୁ ବସ ଚଳାଚଳ ଠପ ହୋଇଯାଇଛି । ଲୋକେ ବସଷ୍ଟାଣ୍ଡରେ ବସି କାନ୍ଦୁଛନ୍ତି । ଲକ୍ଷ ଲକ୍ଷ ଯାତ୍ରୀ କାନ୍ଦୁଛନ୍ତି । ହେଲେ ରାଜ୍ୟ ସରକାର ଚୁପ ।…

ଗିରଫ ସଞ୍ଜୟ ସିଂହ ହାଇକୋର୍ଟରେ ନିରାଶ

ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି। ଏହି ଘଟଣାରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ଶ୍ରୀ ସିଂହଙ୍କୁ ଗିରଫ କରିଥିଲେ। ଏହାକୁ ସେ ଦିଲ୍ଲୀ…

ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ୱ ବିକାଶ କାହାଣୀ : ବିଜେପି

ଭୁବନେଶ୍ୱର:ଲୋକଙ୍କୁ ନାହିଁ ପିଇବା ପାଣି । ପ୍ରଚାର ସର୍ବସ୍ୱ ବିକାଶ କାହାଣୀ । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଖର୍ଚ୍ଚ କରୁନାହାନ୍ତି । ଟଙ୍କା ଫେରି ଯାଉଛି, ଅଥଚ ଲୋକେ ପାଣି…

ଭାରତରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କଲା କାନାଡା

ଭାରତରେ ରହୁଥିବା ନିଜ ଦେଶର ଲୋକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି କାନାଡା। ଭାରତରେ କାନାଡାର ଲୋକମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଓଟ୍ଟାୱା କହିଛି। ଏପରି ସତର୍କ ସୂଚନା ଜାରି କରିବାର କିଛି ଘଣ୍ଟା ପୂର୍ବରୁ କାନାଡା…

ଜମିହରା ଓ ବିସ୍ଥାପିତଙ୍କ ଦାବି ମାନିନେଲେ ପିପିଏଲ୍ କର୍ତ୍ତୃପକ୍ଷ: ପ୍ରତ୍ୟାହୃତ ହେଲା ଧାରଣା

ପାରାଦୀପ : ଦାବି ମାନିବା ପରେ ପ୍ରତ୍ୟାହୃତ ହେଲା ଧାରଣା । ନିଯୁକ୍ତି ଓ ଠିକା କାମ ଭଳି ବିଭିନ୍ନ ଦାବିକୁ ନେଇ ପିପିଏଲ୍ ସାରା କାରଖାନା ମୁଖ୍ୟ ଫାଟକ ନିକଟରେ କିଛି ଜମିହରା ଓ ବିସ୍ଥାପିତ ଧାରଣାରେ ବସିଥିଲେ ।…

ଶ୍ରମିକଙ୍କ ଆକାଉଣ୍ଟରେ ହଠାତ୍‌ ଜମା ହେଲା ୨୨୧ କୋଟି ଟଙ୍କା

ଲକ୍ଷେ କି କୋଟିଏ ନୁହେଁ। ଏକାଥରେ ଜଣେ ଶ୍ରିମକଙ୍କ ଆକାଉଣ୍ଟକୁ ଆସିଛି ୨୨୧ କୋଟି ଟଙ୍କା। ରାତାରାତି କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ କିନ୍ତୁ ଏକଥା ଜାଣି ନଥିଲେ। ଶେଷରେ ସେ ସମସ୍ୟାରେ ପଡ଼ିବା ପରେ ହିଁ ଯାଇ…

ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ

ଭୁବନେଶ୍ବର : ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ପ୍ରତିଦିନ ଚୋରି , ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ଅପରାଧୀଙ୍କୁ ଧରିବା ଯେପରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ ପାଲଟିଛି । ଅପରାଧୀଙ୍କ…

ମହୁଆଙ୍କ ପାଲଟା ଅଭିଯୋଗ: ହୀରାନନ୍ଦାନୀଙ୍କ ଉପରେ ଚାପ ପକେଇ ତିଆରି ହୋଇଛି ସତ୍ୟପାଠ!

ଦର୍ଶନ ହୀରାନନ୍ଦାନୀଙ୍କ ସତ୍ୟପାଠ ପରେ ଆସିଲା ତୃଣମୂଳ ସାଂସଦ ମହୁଆ ମୋଇତ୍ରଙ୍କ ପ୍ରତିକ୍ରିୟା। ଦୁଇ ପୃଷ୍ଠାର ଏକ ବିବୃତ୍ତିରେ ପ୍ରଶ୍ନ ବାଣ ମାରିଛନ୍ତି ମହୁଆ। ହୀରାନନ୍ଦାନୀଙ୍କ ସତ୍ୟପାଠକୁ ପ୍ରତ୍ୟାଖ୍ୟାନ କରି ମହୁଆ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୀରାନନ୍ଦାନୀଙ୍କ ମୁଣ୍ଡରେ ‘କଥାର ବନ୍ଧୁକ’…

ଏମ୍‌ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ତ୍ବରାନ୍ବିତ ରୋଗୀସେବା ନିମନ୍ତେ ଅଭିନବ ପଦକ୍ଷେପ । ବିଲିଂ କାଉଣ୍ଟର୍‌ରେ ଦୀର୍ଘ ସମୟ ପାଇଁ ଆଉ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବନି । ଏନେଇ ଏମ୍‌ସ ଭୁବନେଶ୍ୱରରେ ଆଜି ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଘରୁ…