October 2023

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ଜଳିଗଲେ ଉଭୟ ଗାଡ଼ି

ଭଦ୍ରକ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌। ପରେ ଉଭୟ ବାଇକ୍‌ ଓ ଟ୍ରକ୍‌ ଜଳି ଯାଇଥିଲେ। ବାଇକ୍‌ରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ଭଦ୍ରକର ବରପଦାରେ। ବରପଦା…

ଅଜଣା ରୋଗରେ ପୀଡ଼ିତ ହୋଇ ୧୦ଜଣ ମୃତ୍ୟୁ ବରଣ କରିଥିବା ଅଭିଯୋଗ

କେନ୍ଦୁଝର : ଗାଁ ମଶାଣୀରେ ଲିଭୁନି ଜୁଇ! ଗାଁ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଏ ଭୟ ଜୀବନ ପାଇଁ। କାରଣ ମାସେରେ ଗଲାଣି ୧୦ ମୁଣ୍ଡ।। ଆହୁରି ଅନେକ ଅସୁସ୍ଥ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି।…

ବଙ୍ଗୋପସାଗରରେ ୨୧ରେ ଲଘୁଚାପ; ୨୩ରେ ଅବପାତ: ୨୫ରୁ ଉପକୂଳ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଗତକାଲି (ବୁଧବାର) ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି (ଅକ୍ଟୋବର ୧୯, ୨୦୨୩, ଗୁରୁବାର) ସକାଳ ୮ଟା ୩୦ ସୁଦ୍ଧା ସେହି ଅଞ୍ଚଳରେ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି। ତେବେ, ଏହା କ୍ରମଶଃ ଉତ୍ତର-ପଶ୍ଚିମ…

ଅନ୍ତରାଜ୍ୟ ବ୍ୟାଙ୍କ ଠକେଇ : ବନ୍ଧା ହେଲେ ୩ ଠକ

ଭୁବନେଶ୍ବର: ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ସ୍ପେସଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବଡ଼ଧରଣର ଅନ୍ତରାଜ୍ୟ ବ୍ୟାଙ୍କ ଆକାଉଣ୍ଟ ସ୍କାମର ପର୍ଦାଫାସ କରିଛି। ଏସ୍‌ଟିଏଫ୍‌ ୩ ଜଣ ଆନ୍ତରାଜ୍ୟ ଠକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶେଖ ହାପିଜୁଲ, ଶେଖ ଜାହାଙ୍ଗୀର ଓ…

ମାସକୁ ୧୦୦୦ ଗଣ୍ଠିବାତ, ଅଟୋଇମ୍ୟୁନ୍‌ ରୋଗୀ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍‌ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍‌ସ ଭୁବନେଶ୍ୱର ଜେନେରାଲ ମେଡିସିନ୍(ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ ଅଧିକ…

ଅକ୍ଟୋବର ୨୦ ସକାଳ ୬ଟାରୁ ରାଜ୍ୟରେ ଗଡ଼ିବନି ଘରୋଇ ଯାତ୍ରୀବାହୀ ବସ୍, ହନ୍ତସନ୍ତ ହେବେ ଯାତ୍ରୀ

ଭୁବନେଶ୍ବର: ରାଜ୍ୟବ୍ୟାପି ଅକ୍ଟୋବର ୨୦ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ। ଏହି କାରଣରୁ କୌଣସି ଘରୋଇ ବସ୍ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି…

ଆମେରିକା ଓ କାନାଡାରେ ଡାବର ପ୍ରସ୍ତୁତ ନିର୍ଦ୍ଦିଷ୍ଟ ସାମଗ୍ରୀ ବିରୋଧରେ ମାମଲା, ଗ୍ରାହକ କହିଲେ ସ୍ବାସ୍ଥ୍ୟ ଉପରେ ପଡ଼ିଛି କୁପ୍ରଭାବ

ନୂଆଦିଲ୍ଲୀ: ନିକଟରେ ଆମେରିକା ଓ କାନାଡାର କିଛି ଗ୍ରାହକ ଡାବର ଇଣ୍ଡିଆ ସହାୟକ କମ୍ପାନିର କିଛି ସାମଗ୍ରୀ ଗୁରୁତର ଶାରୀରିକ ସମସ୍ୟା ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ଅନୁଯାୟୀ, ଡାବରର ସହାୟକ କମ୍ପାନି ଦ୍ବାରା ପ୍ରସ୍ତୁତ ଓ ବିତରିତ…

ସିବିଆଇର ଅପରେଶନ ଚକ୍ର: ଇଣ୍ଟରନ୍ୟାଶନାଲ ସାଇବର ଫ୍ରଡ ମାମଲାରେ ୧୧ ରାଜ୍ୟର ୭୬ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୯।୧୦: ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି। ଦେଶର ବିଭିନ୍ନ ରାଜ୍ୟରେ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, କର୍ନାଟକ, ହରିୟାଣା, କେରଳ, ତାମିଲନାଡୁ,…

ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ

ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…

ବିଗ୍‌ବସ ୧୭ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୧୯।୧୦: ଆଜିକାଲି ବିଗ୍‌ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ…