October 2023

ରାହୁଲଙ୍କୁ ଟାର୍ଗେଟ କଲେ କେଟିଆର

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ରାହୁଲ ଗାନ୍ଧୀ ତେଲଙ୍ଗାନାର ବିଆରଏସ ସରକାରଙ୍କ ନେତୃତ୍ୱରେ କେ ଚନ୍ଦ୍ରଶେଖର ରାଓ (କେସିଆର) ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଆରଏସ ମଧ୍ୟ ରାହୁଲ…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ମାନବୀୟ ସହାୟତା ଜାରି ରଖିବୁ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ଗାଜାର ଅଲ-ଅହଲି ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା…

ରଘୁବର ଦାସ ହେବେ ଓଡ଼ିଶାର ରାଜ୍ୟପାଳ

ନୂଆଦିଲ୍ଲୀ : ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ। ସେ ଓଡ଼ିଶାର ରାଜ୍ୟପାଳ ହେବେ। ତାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି। ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ…

ବଢ଼ିଲା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କ ଜାମିନ ଅବଧି

ନୂଆଦିଲ୍ଲୀ : ବଢ଼ିଲା ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି। ସୁପ୍ରିମକୋର୍ଟ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ନଭେମ୍ବର ୬ ଯାଏ ବୃଦ୍ଧି କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଓ ତାଙ୍କ ମେଡିକାଲ ରିପୋର୍ଟକୁ ଆଧାର…

ରାଜସ୍ଥାନ ନିର୍ବାଚନ: ୮ ଦିନରେ ୧୦୫ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ

ଜୟପୁର : ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୧୦୫ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବେଆଇନ ସାମଗ୍ରୀ ଜବତ ହୋଇଛି। ଆସନ୍ତା ନଭେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ଏନେଇ ନିର୍ଘଣ୍ଟ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ…

କାର୍ଯ୍ୟକାଳ ସରିବା ପରେ ଚାଷ କାମ କରିବେ ରାଷ୍ଟ୍ରପତି

ପାଟନା : କାର୍ଯ୍ୟକାଳ ସରିବା ପରେ କ’ଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାକୁ ନେଇ କଲେ ବଡ଼ ଖୁଲାସା। ଗାଁକୁ ଯାଇ ଚାଷ କାମ କରିବେ ବୋଲି ଖୋଲାଖୋଲି କହିଛନ୍ତି ରାଷ୍ଟ୍ରପତି। ବିହାର ମୋତହାରୀରେ ଆୟୋଜିତ କୃଷି ଭିତ୍ତିକ କାର୍ଯ୍ୟକ୍ରମ…

ଇଣ୍ଡିଆ ମେଣ୍ଟରେ କେଁ ପୂରାଇଲେ ଅଖିଲେଶ ଯାଦବ, କଂଗ୍ରେସ ସମ୍ପର୍କରେ ଦେଲେ ଏମିତି ବୟାନ

ନୂଆଦିଲ୍ଲୀ : ବିଜେପି ବିରୋଧରେ ଏକାଠି ହୋଇ ବିରୋଧୀ ଦଳଗୁଡ଼ିକ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକଠାକ ଚାଲି ନାହିଁ। ମେଣ୍ଟରେ ଥିବା ଅଖିଲେଶ ଯାଦବ ଆଜି ଦେଶର ସବୁଠାରୁ ବଡ଼ ବିରୋଧୀ ଦଳ କଂଗ୍ରେସ ସମ୍ପର୍କରେ ବଡ଼…

ଇସ୍ରାଏଲ୍‌ ପ୍ରତି ଦୃଢ଼ ସମର୍ଥନ ଜଣାଇ ତେଲ୍‌ ଅଭିଭ୍‌ରେ ପହଞ୍ଚିଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

ତେଲ୍‌ ଅଭିଭ୍‌: ହମାସ୍‌ ଆତଙ୍କବାଦୀଙ୍କ ସହିତ ଯୁଦ୍ଧ ଚାଲିଥିବା ବ‌େଳେ ଆଜି ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ୨ ଦିନିଆ ଗସ୍ତରେ ଯାଇ ଇସ୍ରାଏଲ୍‌ର ତେଲ୍‌ ଅଭିଭ୍‌ ସହରରେ ପହଞ୍ଚିଛନ୍ତି ବୋଲି ‘ବିବିସି’ ରିପୋର୍ଟ କରିଛି। ସେଠରେ ସେ ଯଥା ଶୀଘ୍ର…

ଗାଜାରେ ୨୦୩ ଇସ୍ରାଏଲୀ ବନ୍ଧକ, ଯୁଦ୍ଧରେ ଏ ପର୍ଯ୍ୟନ୍ତ ମଲେଣି ୩୦୬ ଇସ୍ରାଏଲୀ ସୈନିକ

ତେଲଅଭିବ: ଚାଲିଥିବା ଇସ୍ରାଏଲ-ହାମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୩୦୬ ଜଣ ଇସ୍ରାଏଲ ସୈନିକ ନିହତ ହୋଇଛନ୍ତି। ଏହା ସହିତ ଏବେ ବି ହମାସ୍ କବଳରେ ୨୦୩ ଇସ୍ରାଏଲୀ ବନ୍ଧକ ଅଛନ୍ତି ବୋଲି ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) । ଇସ୍ରାଏଲ ପ୍ରତିରକ୍ଷା…

ଏଥର ନିର୍ବାଚନ ଲଢିବେନି ଶରଦ ପାଓ୍ବାର ? ଦଳୀୟ କର୍ମୀଙ୍କୁ ସଂକେତ ଦେଇଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରମୁଖ ଶରଦ ପାୱାର ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ଏ ନେଇ ସେ ନିଜେ ଦଳୀୟ କର୍ମୀମାନଙ୍କୁ ସଂକେତ ଦେଇଥିବା କେତେକ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।…