ସବରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କଲେ ସୋମାଲିକା ଦାଶ

କଟକ : କଟକ ସବରେଜିଷ୍ଟ୍ରାର ଅଫିସରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା। ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି । ଗତକାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା । କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ ଶଙ୍କର…

ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ…

କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡ଼ାଇ ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାଏକ

ସୁନ୍ଦରଗଡ: ଏବେ ଚର୍ଚ୍ଚାରେ ବିଜେଡି ମନ୍ତ୍ରୀ । କବାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ଚାରିଆଡେ ସମାଲୋଚିତ ହୋଇଛନ୍ତି ଶ୍ରମମନ୍ତ୍ରୀ ସାରଦା ନାଏକ । କବାଲି ପରିବେଷଣ କରୁଥିଲେ କବାଲି ଗାୟକ ରାଇସ ଅନିସ । କବାଲିର ତାଳେ ତାଳେ ଝୁମୁଥିଳେ ମନ୍ତ୍ରୀ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବାସୁଦେବପୁର: ଅଟକାଇଲେ, ହାଣି ଫେରାର ହୋଇଗଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସର୍ତରପୁର ସୁଇସଗେଟ ନିକଟରେ ଯୁବକଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣର ଶୀକାର ଯୁବକ ରତିକାନ୍ତ ଦଳାଇ। ଗତକାଲି ରାତିରେ ରତିକାନ୍ତ…

ରାଜଧାନୀରେ ଆନ୍ଦୋଳନକୁ ଓହ୍ଲାଇବେ କଞ୍ଚା ପରିବା ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର: ରାଜଧାନୀରେ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘର ଆନ୍ଦୋଳନ । ୭ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି। ଦାବି ପୂରଣ ନହେଲେ ଆସନ୍ତା ୨୦ ତାରିଖରୁ ରାଜଧାନୀର ସବୁଠୁ ବଡ଼ ପରିବା ମାର୍କେଟ ୟୁନିଟ୍ -୧ ହାଟ…

ରାଜଧାନୀ ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ରାତିରେ ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । କେତେ ବେଳେ ସହର ଭିତରେ ତ ପୁଣି କେତେ ବେଳେ ଅପର୍ଟମେଣ୍ଟ ରେ। ଗତକାଲି ଇନ୍ଫୋସିଟି ଥାନା ରାଜବାଟୀକା ଆପାର୍ଟମେଣ୍ଟରେ କଳାକାନା ବୁଲାଇବା ପରେ ପୁଣି ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ।…

ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ

ଭୁବନେଶ୍ୱର: ମଲ୍ ରୁ ଉଠାଇଲେ, ଥାନାରେ ଛାଡିଲେ। ଅପହରଣ ପଛରେ ଟଙ୍କା କାରବାର ଥିବା କହିଛି ପୋଲିସ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ। ଟଙ୍କା ଆଦାୟ ପାଇଁ ପ୍ରିୟବ୍ରତଙ୍କୁ ଉଠାଇ ନେଇଯାଇଥିଲେ…

ଜଷ୍ଟିସ୍‌ ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ; ମିଳିିଲା ବରିଷ୍ଠ ଆଇନଜୀବୀ ଗାଉନ୍‌

ନୂଆଦିଲ୍ଲୀ: ନିକଟରେ ଚାକିରିରୁ ଅବସର ନେଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ ମୁରଲୀଧର ସୁପ୍ରିମକୋର୍ଟରେ ଓକିଲାତି କରିବେ। ଅକ୍ଟୋବର ୧୬ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମନୋନୀତ କରିଥିଲେ। ଅକ୍ଟୋବର ୧୬ ତାରିଖରେ ବସିଥିବା ପ୍ରଧାନ…

ନିଜ ମୃତ୍ୟୁର ୨୦ ବର୍ଷ ପରେ ଧରା ପଡ଼ିଲେ ହତ୍ୟା ଅଭିଯୁକ୍ତ

ମୃତ୍ୟୁର ୨୦ ବର୍ଷ ପରେ ଧରା ପଡ଼ିଲେ ହତ୍ୟା ଅଭିଯୁକ୍ତ। ଫିଲ୍ମ ଷ୍ଟାଇଲ୍‌ରେ ନିଜର ନକଲି ମୃତ୍ୟୁକୁ ଦେଇଥିଲେ ରୂପ। ପୁଲିସକୁ ଚମ୍‌କା ଦେଇ ହୋଇଯାଇଥିଲେ ଫେରାରା। ନାଁ ବଦଳାଇ ନୂଆ ସ୍ଥାନରେ ରହୁଥିଲେ। ଏବେ କିନ୍ତୁ ୨୦ ବର୍ଷ ପରେ…

ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ୧୦୦ କୋଟିରୁ ଅଧିକ ଟଙ୍କା ଜବତ

ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ୧୦୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ତାରିଖ ଘୋଷଣା ହେବାର ମାତ୍ର ୮ ଦିନ ମଧ୍ୟରେ ଏତେ ପରିମାଣର ଟଙ୍କା, ସୁନା ଓ ମଦ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆସନ୍ତା ନଭେମ୍ବର ୩୦ରେ ଅନୁଷ୍ଠିତ ହେବ…