ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଦଳ ମଧ୍ୟ ପ୍ରଦେଶ ପାଇଁ ଏହି ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଛତିଶଗଡ଼…

ଶିଖରଚଣ୍ଡୀ ପାହାଡ଼ରେ ଜବରଦଖଲ ହୋଇଥିବା ଆଶ୍ରମର ଉଚ୍ଛେଦ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ପାହାଡ଼ ଓ ଏହାର ପରିଧିକୁ ଏକ ପର୍ଯ୍ଯଟନସ୍ଥଳୀରେ ପରିଣତ କରିବା ଯୋଜନାର ଅଂଶବିଶେଷ ସ୍ୱରୂପ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଶନିବାର ଶିଖରଚଣ୍ଡୀଠାରେ ଥିବା ଏକ ସରକାରୀ ପ୍ଲଟ ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ…

ବିଶ୍ବକପ୍ : ଭାରତର ଦମଦାର୍ ବିଜୟ, ପାକିସ୍ତାନ ୭ ଓ୍ବିକେଟରେ ପରାସ୍ତ

ଅହମଦାବାଦ : ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ବିଶ୍ବକପରେ ପାକିସ୍ତାନ ବିରୋଧରେ ଭାରତର ଅଜେୟ ରେକର୍ଡ ବଜାୟ ରହିଛି । ଦିନିକିଆ ବିଶ୍ବକପରେ ଭାରତ ଓ…

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼

ମୟୂରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ପାଇଁ ଆଜି ଠାରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପିଠବଟା ଗେଟ ନିକଟରୁ ଶିମିଳିପାଳ ଅଭୟାରଣ୍ୟ ସ୍ଥିତ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲେ । ସେହିପରି ଯଶିପୁର ପଟରୁ ମଧ୍ୟ…

ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି, ସବୁ ଜାଗାରେ ଏହା ଚଳାଇ ହେବ

ଭୁବନେଶ୍ବର: ଛୋଟ ଟଙ୍କିକିଆ କଏନ୍‌ ନିଷିଦ୍ଧ ହୋଇନି । ସବୁ ଜାଗାରେ ଏହା ଚଳାଇ ହେବ । ଛୋଟ ଟଙ୍କିକିଆ କଏନ ବନ୍ଦ ହୋଇନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ସୂଚନା ଦେଇଛନ୍ତି…

୨୦୦ କାଟି ଖର୍ଚ୍ଚହୋଇ ହେବ କଳିଙ୍ଗ ଷ୍ଟୁଡ଼ିଓର ନବୀକରଣ

ଭୁବନେଶ୍ବର : ଗୋଟିଏ ଛାତ ତଳେ ଉପଲବ୍ଧ ହେବ ବରଫ ଦୁନିଆ, ଭୂତ ବଙ୍ଗଳା, ମଲ୍‌, ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳ ଷ୍ଟେସନ, ବଜାର ଓ ଆହୁରି କେତେ କ’ଣ! ସତ ନୁହେଁ, ଫିଲ୍ମ ସୁଟିଂ ପାଇଁ ଆବଶ୍ୟକ ସେଟ୍‌…

ଓଡ଼ିଶାରେ ବିକାଶ ପରିବର୍ତ୍ତେ ବିଜେଡି ନେତାଙ୍କ ପକେଟ ଗରମ ହେଉଛି: ଧର୍ମେନ୍ଦ୍ର

ଆଠଗଡ: ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬…

ଜେଟିପିଙ୍କୁ ଅଶାଳୀନ ପୋଷାକ ପରିଧାନ ତଦାରଖ ଦାୟିତ୍ୱ

ପୁରୀ : ଆଗାମୀ ନୂଆବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଅଶାଳୀନ ପୋଷାକ ପରିଧାନ କଲେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ। ଭକ୍ତଙ୍କ ପୋଷାକକୁ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି)…

ଗିରଫ ଡାକ୍ତରଙ୍କ ଶୌଚାଳୟରୁ ମିଳିଲା ୨୦,୫୫୮ ଡଲାର

ଭୁବନେଶ୍ୱର :   ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପ୍ରଦାନ ପାଇଁ ଜାହାଜ କ୍ରିଉ ମେମ୍ବର (ନାବିକ)ଙ୍କଠାରୁ ୫୪ ହଜାର ଲାଞ୍ଚ ନେବାବେଳେ ଗିରଫ ହୋଇଥିବା ପାରାଦୀପ ବନ୍ଦରସ୍ଥିତ ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ(ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଶୁକ୍ରବାର ସିବିଆଇ ଘନଘନ…

ଝାଡାବାନ୍ତିରେ ୨୪ଛାତ୍ରୀ ଅସୁସ୍ଥ

କେନ୍ଦୁଝର : ଝାଡାବାନ୍ତିରେ ୨୪ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସରେ। ଗତକାଲି ଛାତ୍ରୀ ମାନେ ସକାଳେ ହଷ୍ଟେଲରେ ଭାତ ଓ ଡାଲମା…