ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ  । ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନ ହେବା କାରଣରୁ ବିଧାୟକ ମୋକିମଙ୍କୁ ଶୁକ୍ରବାର ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି…

ହମାସ ଶିବିବରରେ ପଶି ୨୫୦ ବନ୍ଧକଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା, ୬୦ ଆତଙ୍କବାଦୀ ନିପାତ

ଶତ୍ରୁ ଶିବିରରେ ପଶି ଇସ୍ରାଏଲ୍ ସେନାର ଆକ୍ରମଣ। ହମାସ ବନ୍ଧକ ରଖିଥିବା ୨୫୦ ଜଣଙ୍କୁ ଉଦ୍ଧାର କରିବା ସହ ୬୦ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କଲା ଇସ୍ରାଏଲ ସେନା। ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ୍) ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ…

୧.୨୭ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨ କୁଇଣ୍ଟାଲ ଓଜନର ବଡ଼ ମାଛ

ଜଳେଶ୍ୱର : ପଶ୍ଚିମବଙ୍ଗର ଦିଘା ମୁହାଣରେ ଥିବା ମାଛ ମାର୍କେଟରେ ଆଜି ଏକ ବିରାଟକାୟ କୋଇଭୋଲା ମାଛ ବିକ୍ରି ହୋଇଛି। ମାଛଟିର ଓଜନ ୨ କୁଇଣ୍ଟାଲ ଥିଲା। କୋଲକାତାର ଏକ ଫାର୍ମା କମ୍ପାନୀ ମାଛଟିକୁ ୧ ଲକ୍ଷ ୨୭ ହଜାର ଟଙ୍କାରେ କିଣି…

ହମାସର ଦାବି, ଇସ୍ରାଏଲ ଏୟାର୍ ଷ୍ଟ୍ରାଇକରେ ୧୩ ଜଣ ବନ୍ଧକ ମୃତ

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଇସ୍ରାଏଲ ଲୋକ। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଷ୍ଟ୍ରିପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅନ୍ତତଃପକ୍ଷେ ୧୩ ଜଣ ଇସ୍ରାଏଲ୍ ଏବଂ ବିଦେଶୀ ବନ୍ଧକଙ୍କର ମୃତ୍ୟୁ ଘଟିଥିବା ହମାସ ସ୍ପଷ୍ଟ କରିଛି। ହମାସ…

ଶ୍ରୀମନ୍ଦିରରେ ‘ଶାଳୀନତାପୂର୍ଣ୍ଣ ପୋଷାକ’କୁ ନେଇ ଜାରି ହେଲା ନିୟମାବଳୀ

ପୁରୀ: ନୂଆବର୍ଷ ଅର୍ଥାତ୍‍ ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ‘ଶାଳୀନତାପୂର୍ଣ୍ଣ’ ପୋଷାକ ପିନ୍ଧିବାକୁ ପ୍ରଶାସନ ଭକ୍ତଙ୍କୁ ଅନୁରୋଧ କରିଛି। ଯଦି ତାହା ନହେବ ତେବେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଉପସ୍ଥିତ ରହୁଥିବା ପ୍ରତିହାରୀ ସେବକ…

ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା: ବାଚସ୍ପତିଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ଦୁଇ ଖଣ୍ଡ ହୋଇଯାଇଥିବା ଶିବସେନାର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ହେଉଥିବା ଦାବି ଉପରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ତାଙ୍କୁ…

ପୂର୍ବତନ ଡିଜିଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା

ଭୁବନେଶ୍ୱର: CRPFର ପୂର୍ବତନ ଡିଜିଙ୍କ ଘରେ କଳାକନା ବୁଲାଇ ଦେଲେ ଲୁଟେରା। CRPFର ପୂର୍ବତନ ଡିଜି ବ୍ରଜ ବିହାରୀଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା ଭୁବନେଶ୍ୱର ରଥ ରୋଡ଼ ସ୍ଥିତ ଘରୁ ଚୋରି ହୋଇଥିବା ନେଇ ପୂର୍ବତନ ଡିଜି…

ଟ୍ରେନ୍‌ରେ ଥିଲା ଖଚାଖଚ ଭିଡ଼, ହଠାତ୍‌ ହେଲା ଆଖିବୁଜା ଗୁଳିମାଡ଼

ଟ୍ରେନ୍‌ ଭିତରେ ଆଖିବୁଜା ଗୁଳିମାଡ଼ । ଭୟଭୀତ ହୋଇ ଇଆଡ଼େ ସିଆଡ଼େ ଦୌଡ଼ିଲେ ଯାତ୍ରୀ। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ସିୟାଲଦହ ଏକ୍ସପ୍ରେସରେ ଗତକାଲି ଘଟିଛି। ଗତକାଲି ଟ୍ରେନ୍‌ଟି…

ବନ୍ଧା ହେଲେ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ

ପାରାଦୀପ: ଗିରଫ ହେଲେ ପାରାଦୀପ ପୋର୍ଟ ହେଲଥ ଅଫିସ ଡାକ୍ତର। ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ। ମାରାଥନ୍ ରେଡ୍ ବେଳେ ମିଳିଥିଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ…

‘ଅପରେସନ୍ ଅଜୟ’, ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ଯୁଦ୍ଧର ଘମାଘୋଟ ଭିତରେ ‘ଅପରେସନ୍ ଅଜୟ’ ଜରିଆରେ ସ୍ୱଦେଶ ଫେରିଛନ୍ତି ପ୍ରଥମ ବ୍ୟାଚ୍‌ ଭାରତୀୟ। ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଅପରେସନ୍ ଅଜୟର ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଉଦ୍ଧାର କରି ଭାରତ…