ଝାରସୁଗୁଡ଼ାରୁ କୋଲକାତା ଓ ବେଙ୍ଗାଳୁରୁକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ଉଡ଼ିବ ଆଉ ୨ ବିମାନ। ନଭେମ୍ବର ୫ରୁ ଝାରସୁଗୁଡାରୁ କୋଲକାତା ଓ ୧୫ରୁ ବେଙ୍ଗାଳୁରୁକୁ ଉଡିବ ବିମାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବେଙ୍ଗାଳୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସହ ସିଧାସଳଖ…

ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ଧମକ ଦେଲା ଇରାନ

ଘନଉଛି ଇସ୍ରାଏଲ-ହମାସ ଯୁଦ୍ଧ। ଏହି ଯୁଦ୍ଧରେ କିଛି ରାଷ୍ଟ୍ର ହମାସକୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ରାଷ୍ଟ୍ର ଇସ୍ରାଏଲ ସପକ୍ଷରେ ଅଛନ୍ତି। ଏସବୁ ମଧ୍ୟରେ ଇସ୍ରାଏଲକୁ ଧମକ ଦେଇଛି ଇରାନ। ଇରାନ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବ୍ଦୋଲାହିଆନ କହିଛନ୍ତି, ଯଦି…

ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର, ଶାଢୀରେ ଅଙ୍କାଯାଉଛି ଶ୍ରୀବିଗ୍ରହଙ୍କ ଚିତ୍ର

ଭୁବନେଶ୍ଵର: ପୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର । ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ । ଯାହାକୁ ନେଇ ଉପୁଜିଛି ବିବାଦ । ଅନ୍ୟପଟେ ଜଗନ୍ନାଥ…

ଫ୍ଲାଟ୍‌ରେ ରାତି ଅଧରେ ହେଲା ଚଢ଼ାଉ, ମିଳିଲା ୨୧ ପେଟି ଟଙ୍କା

ରାତି ଅଧରେ ଚାଲିଥିଲା ଆଇଟି ରେଡ । ଆଉ ରେଡ କରୁ କରୁ ଯାହା ଦେଖିଲେ ଅଧିକାରୀଙ୍କ ଆଖି ଖୋସି ହୋଇଗଲା। ଗୋଟିଏ ଫ୍ଲାଟରୁ ଏକ କି ଦୁଇ ନୁହେଁ, ମିଳିଲା ୨୧ ପେଟି ଭର୍ତ୍ତି ଟଙ୍କା। ଆୟକର ବିଭାଗ ପକ୍ଷରୁ…

ବଗପାଟିଆ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର :ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି । ବଗପାଟିଆ ପୁନର୍ବାସ…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆପ୍ ସାଂସଦ ସଞ୍ଜୟ ସିଂହ

ଗିରଫଦାରୀକୁ ଚ୍ୟାଲେଞ୍ଜ କଲେ ଆପ୍ ସାଂସଦ ସଞ୍ଜୟ ସିଂହ। ଦିଲ୍ଲୀ 2021-22 ଅବକାରୀ ନୀତିରେ ଅର୍ଥ ଘୋଟାଲା ମାମଲାରେ ଗିରଫ ହୋଇଥିବା ଆପର ରାଜ୍ୟସଭା ସାଂସଦ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫଦାରୀକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଫେସବୁକରେ ଲାଇଭ୍ କରି ଜୀବନ ହାରିଲେ ଯୁବକ

ଗୋପ : ସୋସିଆଲ ମିଡିଆରେ ଲାଇଭ୍ କରି ଆତ୍ମହତ୍ୟା । ନିଜ ଦୋକାନ ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ଗୋପ ବ୍ଲକ ବନ୍ତଳି ଗାଁର ସୁଜିତ୍ ସିହ୍ନା । ସୁଜିତ୍ ଦୀର୍ଘଦିନ ହେବ ନାଗପୁରର ଏକ ଔେଷଧ…

ଜାଗା ଛାଡ଼ିବାକୁ ୧୧ ଲକ୍ଷ ଗାଜାବାସୀଙ୍କୁ ଇସ୍ରାଏଲ ସେନାର ତାଗିଦ

ଷଷ୍ଠ ଦିନରେ ପହଞ୍ଚିଛି ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ। ଏହାରି ମଧ୍ୟରେ ଗାଜାରେ ଥିବା ଅନ୍ତେବାସୀ ତୁରନ୍ତ ସ୍ଥାନ ଖାଲି କରନ୍ତୁ ବୋଲି ଇସ୍ରାଏଲ ସେନା ଚାହୁଁଛି। ଆଜି ଇସ୍ରାଏଲ୍ ସେନା ଗାଜାରେ ଥିବା ପ୍ରାୟ ୧୧ ଲକ୍ଷ ବାସିନ୍ଦା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସେଠାରୁ ଅନ୍ୟତ୍ର…

ପୋଲିସ କମିସନରଙ୍କୁ ଭେଟି ଇକୋ-ଫ୍ରେଣ୍ଡଲି ଦୁର୍ଗା ପୂଜା ପାଇଁ ଗୁରୁତ୍ୱ ଦେଲେ ସାଇର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ଅକ୍ଟୋବର ୧୨ରେ ଏକ “ଇକୋ-ଫ୍ରେଣ୍ଡଲି ଦୁର୍ଗା ପୂଜା” ପାଇଁ ସେମାନଙ୍କର ପଦକ୍ଷେପ ଉପସ୍ଥାପନ କରିବା ପାଇଁ ପୋଲିସ କମିଶନରଙ୍କୁ ଭେଟିଥିଲେ। ପରିବେଶ ସଂରକ୍ଷଣ ପ୍ରତି ଗଭୀର ପ୍ରତିବଦ୍ଧତା ସହ ପୂଜାର ଭବିଷ୍ୟତାକୁ ସମତୁଲ କରିବା…

ଡ୍ରିମ୍‌ -୧୧ରେ ଖେଳି ଦେଢ କୋଟି ଜିତିଲେ ପୁଲିସ୍‌ ଅଧିକାରୀ, ତଦନ୍ତ ନିର୍ଦ୍ଦେଶ

ଖାକି ବର୍ଦ୍ଦିରେ ଖେଳିଲେ ଅନଲାଇନ୍‌ ଗେମିଂ। ଆଉ ଖେଳୁ ଖେଳୁ ଖୋଲିଗଲା ଭାଗ୍ୟ, ଜିତିଗଲେ ଦେଢକୋଟି। ହଠାତ୍‌ କୋଟିପତି ପାଲଟିଯିବାରୁ ନିଜ ଖୁସି ବନ୍ଧବାଡ଼ ନ ମାନି ନ ଥିଲା। ଆଉ ନିଜ ଖୁସିକୁ ଗଣମାଧ୍ୟମ ସମ୍ମୁଖରେ କହିଦେଲେ ଅଧିକାରୀଜଣକ । ହେଲେ…