‘ଆଜି ଭାରତର ଶକ୍ତି ଦେଖୁଛି ସମଗ୍ର ବିଶ୍ୱ’

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଉତ୍ତରାଖଣ୍ଡକୁ ଏକ ବଡ ଉପହାର ଦେଇ ୪୨୦୦ କୋଟି ଟଙ୍କା ମୂଲ୍ୟର ଯୋଜନା ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ। ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦୂର ପର୍ବତରେ ରହୁଥିବା ଲୋକଙ୍କ…

ମଣିପୁରରେ ସୁରକ୍ଷା ବାହିନୀର କୋମ୍ବିଂ ଅପରେଶନ: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଇମ୍ଫାଲ,୧୨।୧୦: ହିଂସା ପ୍ରଭାବିତ ମଣିପୁରରେ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଗୁରୁବାର ଚୁରାଚାନ୍ଦପୁର ଜିଲାର କଙ୍ଗୱାଇ ସବଡିଭିଜନର ଗୋଥୋଲ ଗ୍ରାମରେ କୋମ୍ବିଂ ଅପରେଶନ କରିଛନ୍ତି। ଏଥିରେ ଆସାମ ରାଇଫଲ୍ସ, ବିଏସଏଫ ଏବଂ ମଣିପୁର ପୋଲିସର କର୍ମଚାରୀ ସାମିଲ ଥିଲେ। ଏଥିରେ…

ଅରବିନ୍ଦ କେଜ୍‌ରିଓ୍ବାଲ, ସଞ୍ଜୟ ସିଂଙ୍କୁ ଝଟକା

ଅହମ୍ମଦାବାଦ,୧୨।୧୧: ଗୁଜରାଟ ହାଇକୋର୍ଟରୁ ଏଏପି ନେତା ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଡିଗ୍ରୀ ମାନହାନୀ ମାମଲାରେ ଉଭୟ ଏଏପି ନେତାଙ୍କୁ ଜାରି କରାଯାଇଥିବା ସମନ ଉପରେ ରୋକ ଲଗାଇବାକୁ…

ବିଜେପିରୁ ଟିକେଟ ପାଇଲେନି ବୋଲି ଭୋ ଭୋ ହୋଇ କାନ୍ଦିଲେ

ଜୟପୁର : ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ତା'ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିସାରିଲାଣି। ହେଲେ ତାଲିକା ଜାରି ହେବା ପରେ ଦଳରୁ ଟିକେଟ ମିଳିବ ବୋଲି ଆଶା କରିଥିବା ନେତାଙ୍କୁ ଲାଗିଛି ଝଟ୍‌କା। ଟିକେଟ୍‌…

ଖୁବଶୀଘ୍ର ପରସ୍ପରକୁ ଭେଟିବେ ମୋଦି ଓ ପୁଟିନ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ବୈଠକ ବସିବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଉଚ୍ଚସ୍ତରରେ ବିଚାରବିମର୍ଶ…

ଭୟଙ୍କର କ୍ଷତିଗ୍ରସ୍ତ ଗାଜା ଓ ୱେଷ୍ଟ ବ୍ୟାଙ୍କରେ ଫସିଛନ୍ତି ୧୬ ଭାରତୀୟ

ଗାଜା : ଇସ୍ରାଏଲ ଓ ହମାସ ମଧ୍ୟରେ ୬ ଦିନ ହେଲା ଚାଲିଥିବା ଭୟଙ୍କର ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗାଜା ଓ ସୀମାନ୍ତ ଅଞ୍ଚଳରେ ଥିବା ୱେଷ୍ଟ ବ୍ୟାଙ୍କ। ଇସ୍ରାଏଲର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ବୋମା ଓ ରକେଠ…

ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ଶ୍ମଶାନ କରିଦିଅ: ଇସ୍ରାଏଲ୍‌କୁ କହିଲେ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦିଅ ବୋଲି ନିଷ୍ଠୁର କଥା ପାଇଁ ସୁପରିଚିତ ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍ଟ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ପ୍ରସ୍ତାବ ଦେଇଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ…

ସମଗ୍ର ବିଶ୍ବ ଆମ ନିୟମାନୁସାରେ ଚାଲିବ: ଚେତାବନୀ ଦେଲେ ହମାସ୍‌ କମାଣ୍ଡର୍‌ ମହମ୍ମଦ୍‌ ଅଲ୍‌-ଜହର୍‌

ଗାଜା: ସମଗ୍ର ବିଶ୍ବ ତାଙ୍କ ନିୟମାନୁସାରେ ଚାଲିବ ବୋଲି ହମାସ୍‌ କମାଣ୍ଡର୍‌ ମହମ୍ମଦ୍‌ ଅଲ୍‌-ଜହର୍‌ ଏକ ଭିଡିଓ ବାର୍ତ୍ତା କହିଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବରିଷ୍ଠ ହମାସ୍‌ କର୍ମକର୍ତ୍ତାମାନେ ଦିଶୁଥିବା ଥିବା ୧ ମିନିଟ୍‌ରୁ ଅଧିକ ସମୟର…

ତୁଷାର ଆବୃତ ପର୍ବତମାଳାରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୈନିତାଲ୍‌: ଆଜି ଉତ୍ତରାଖଣ୍ଡରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁ‌ଷାର ଆବୃତ ପର୍ବତମାଳା ପରିବେଷ୍ଟିତ ପିଥୌରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦିନିକିଆ ଗସ୍ତରେ କୁମାଉଁ ଅଞ୍ଚଳକୁ ଯାଇଛନ୍ତି। ଗସ୍ତ ସମୟରେ ସେ ବିଭିନ୍ନ ବିକାଶମୂଳକ…

ଇସ୍ରାଏଲରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ୍, ପହଞ୍ଚିଲା ଆମେରିକାର ଅସ୍ତ୍ରଶସ୍ତ୍ର

ତେଲ ଅଭିଭ୍ : ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର ଇସ୍ରାଏଲର ତେଲ ଅଭିବ ସହରରେ ପହଞ୍ଚିଛନ୍ତି। ଇସ୍ରାଏଲ ପ୍ରତି ଆମେରିକାର ଏକାତ୍ମବୋଧକୁ ପ୍ରଦର୍ଶନ କରିବା…