୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୧ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି କଲା

ନୂଆଦିଲ୍ଲୀ,୧୦।୧୦ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି ଦର୍ଶାଇଛି। ଆଇଏମଏଫ…

ଯୁଦ୍ଧ ମଧ୍ୟରେ ନେତାନ୍ୟାହୁଙ୍କ ଚେତାବନୀ: ଲଢେଇ ହାମାସ ଆରମ୍ଭ କରିଥିଲା, ଆମେ ଶେଷ କରିବୁ

ନୂଆଦିଲ୍ଲୀ: ଅକ୍ଟୋବର ୭ ରୁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ୩ ଦିନ ମଧ୍ୟରେ ଯୁଦ୍ଧ ହେତୁ ପ୍ରାୟ ୭୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୬୧୬ ଜଣ ଆହତ ହୋଇଛନ୍ତି। ଇସ୍ରାଏଲରେ ୯୦୦ ଲୋକଙ୍କର ମୃତ୍ୟୁ…

ଗାଜାରେ ଲକ୍ଷାଧିକ ଲୋକ ବିସ୍ଥାପିତ: ଶତାଧିକ ଇସ୍ରାଏଲୀ ପଣବନ୍ଦୀ

ନୂଆଦିଲ୍ଲୀ: ଇସ୍ରାଏଲ ସେନା ଓ ହମାସ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ଓ ଯୁଦ୍ଧ ଆଜିକୁ ୩ ଦିନ ହେଲା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। କେବଳ ସେତିକି ନୁହେଁ ଗାଜାରେ ୧ ଲକ୍ଷରୁ…

ପାଲେଷ୍ଟାଇନ ସମର୍ଥନରେ ସ୍ଲୋଗାନ ଦେଇ ଫସିଲେ ୪ ଛାତ୍ର

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଲଢେଇ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି | ଲୋକମାନେ ନିଜ-ନିଜ ମତ ଅନୁଯାୟୀ ଉଭୟ ଇସ୍ରାଏଲ ଓ ହାମାସ ପକ୍ଷ ନେଉଛନ୍ତି। ତେବେ ଉତ୍ତରପ୍ରଦେଶର ଆଲିଗଡରେ ଥିବା ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ…

ଜମ୍ମୁକଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁକଶ୍ମୀରର ଶୋପିଆନ୍ ଆଲିସିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟସ୍ଥ ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚି ରହିବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଚାଲିଛି। ମିଳିତ ଅପରେସନ ସମୟରେ ସେନା ଏବଂ ପୁଲିସ ବାହିନୀର ଗୁଳିରେ…

ଆପ ନେତା ଅମାନତୁଲ୍ଲା ଖାନଙ୍କ ଘରେ ଇଡିର ଚଢ଼ାଉ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ) ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଆଜି ଇଡି ଅମାନତୁଲ୍ଲା ଖାନଙ୍କ ଘରେ ଚଢ଼ାଉ କରିଛି। ଗତ ବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଆସିଥିବା ୱାକଫ…

ସମାଧାନ ପ୍ରୟାସକୁ ଜଟିଳ କରୁଛି ଆମେରିକା, ଇସ୍ରାଏଲ-ହାମାସ ଲଢ଼େଇକୁ ନେଇ ଏଭଳି କହିଲା ଋଷ

ନୂଆଦିଲ୍ଲୀ: ଇସ୍ରାଏଲ୍-ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବିଶ୍ୱର ପ୍ରାୟ ସମସ୍ତ ପ୍ରମୁଖ ଦେଶ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | କିନ୍ତୁ ଏହି ଯୁଦ୍ଧ ସମ୍ପର୍କରେ ଋଷ କୌଣସି ବିବୃତ୍ତି ଦେଇ ନଥିଲା, ଏହା ପରେ ଚର୍ଚ୍ଚା ଜୋର ଧରିଥିଲା…

ବଡ ବଙ୍ଗଳା ଖାଲି କରିବାକୁ ଚାହୁନାହାନ୍ତି ରାଘବ, ପଟିଆଲା କୋର୍ଟ ରାୟ ବିରୋଧରେ ହାଇକୋର୍ଟ ଗଲେ ଆପ ନେତା

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି (ଆପ) ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ସରକାରୀ ବଙ୍ଗଳା ଯେଭଳି ହାତଛଡା ନ ହୋଇଯିବ ସେଥିପାଇଁ ହାଇକୋର୍ଟକୁ ଯାଇଛନ୍ତି | ନିକଟରେ ପଟିଆଲା ହାଉସ କୋର୍ଟ ତାଙ୍କୁ ଟାଇପ୍ ୭ ବଙ୍ଗଳା…

ଅକ୍ଟୋବର ୧୪ରେ ପଡ଼ିବ ‘ରିଙ୍ଗ ଅଫ ଫାୟାର’ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ: ଜ୍ୟୋର୍ତିବିଜ୍ଞାନରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଚଳିତ ମାସ ସ୍ବତନ୍ତ୍ର ରହିଛି। କାରଣ ୨୦୨୩ ଅକ୍ଟୋବର ୧୪ ତାରିଖରେ ଆକାଶରେ ଏକ ବିରଳ ଦୃଶ୍ୟ ଦୃଶ୍ୟମାନ ହେବ। ଅର୍ଥାତ ଅକ୍ଟୋବର ୧୪ରେ ସୂର୍ଯ୍ୟୋପରାଗ ପଡ଼ୁଛି। ବର୍ଷର ଏହି ଶେଷ ସୂର୍ଯ୍ୟୋପରାଗକୁ…

ହମାସ ଆଟାକ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସର ଆଟାକକୁ କାଉଣ୍ଟର କରିବା ପାଇଁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ ଉପରେ ଜୋରଦାର ହମଲା କରିଛି। ସ୍ଥିତି…