ଅକ୍ଟୋବର ୧୩ ପର୍ଯ୍ୟନ୍ତ ବଢିଲା ସଂଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କ ସମସ୍ୟା ବଢିବାରେ ଲାଗିଛି । କାରଣ ତାଙ୍କର ଇଡି ରିମାଣ୍ଡ ଅବଧିକୁ ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି…

ଜନମତ ସର୍ବେକ୍ଷଣ: ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଜିତିବ କଂଗ୍ରେସ, ରାଜସ୍ଥାନରେ ବିଜେପି କରିବ କ୍ଲିନ୍ ସ୍ୱିପ୍!

ନୂଆଦିଲ୍ଲୀ : ଦେଶରେ ୫ ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ନଭେମ୍ବର ୭ରୁ ଆରମ୍ଭ ହେବ ମତଦାନ। ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ଏହି ୫ ଗଡ଼ରେ କେଉଁ ଦଳ କେତେ ନଂ ରଖୁଛି ତାହା ଏବେ…

ମୋ ବସ୍‌ ଯାତ୍ରୀଙ୍କ ଠାରୁ ୨୦ ହଜାର ଲୁଟ୍

କଟକ : ବଢ଼ୁଛି ଲୁଟେରାଙ୍କ ଉପଦ୍ରବ । ମୋ ବସ୍‌ରେ ପୁଣି ଲୁଟ୍ ହୋଇଛି । ଯାତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି । ଏନେଇ କଟକ ଜିଲ୍ଲା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ।…

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ ଲାଗୁ

ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ଆସନ୍ତା ଜାନୁଆରୀ ୧ ତାରିଖରୁ କଡାକଡି ଭାବେ ଲାଗୁ ହେବ ଏହି ନିର୍ଦ୍ଦେଶ। ଆସନ୍ତାକାଲି ଠାରୁ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନ କରାଯିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ…

ସୁନ୍ଦରୀଙ୍କ ମାୟାଜାଲରେ ଫସିଲେ ଦୁଇ ବିଏସ୍‌ଏଫ୍‌ ଯବାନ

ଭଦ୍ରକ : ହନିଟ୍ରାପରେ ବିଏସ୍‌ଏଫ୍‌ ଯବାନ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ସୁନ୍ଦରୀଙ୍କ ମାୟାଜାଲରେ ପଡିଛନ୍ତି ଏକାଧିକ ଯବାନ । ଦେଇଥିବା ଟଙ୍କା ମାଗିବାକୁ ମିଳୁଛି ମିଛ କେସ୍‌ର ଧମକ ।ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି…

ରାଜ୍ୟ ସଭାପତିଙ୍କ ରାଲିରେ ଦୁଇ ବିଜେପି ନେତା ପିଟାପିଟି

ବଲାଙ୍ଗିର: ବଲାଙ୍ଗିରରେ ପଦାରେ ପଡ଼ିଛି ବିଜେପିର ଗୋଷ୍ଠୀ କନ୍ଦଳ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ରାଲି ବେଳେ ଦଳୀୟ ନେତା ପିଟାପିଟି ହୋଇଛନ୍ତି। ଉଭୟ ଗୋଷ୍ଠୀର ସମର୍ଥକ ବି ମୁହାଁମୁହିଁ ହୋଇଛନ୍ତି। ଆଜି ବିଜାଖମନରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ବଲାଙ୍ଗିର…

ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ ଜଳପ୍ରପାତରେ ଖସିପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ କଟ୍ରିଙ୍ଗିଆ ପଞ୍ଚାୟତ ନାକଡ଼ିସରୁ ଗ୍ରାମର ଲିଙ୍ଗା ବେହେରାଙ୍କ ପୁଅ ରାଖଲ ବେହେରା (୧୫)। ସେ ଆଦର୍ଶ…

ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ରାଉରକେଲା ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଗୋଷ୍ଠୀ ସଂଘର୍ଷକୁ ଆୟତ୍ତ କରିବାକୁ ଯାଇଥିବାବେଳେ ASI ଅଲିସା ଲୁଗୁନୁଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଅଲିସାଙ୍କ ପରିବାର। ଏନେଇ ଉଦିତନଗର…

ଅକ୍ଟୋବର ୩୧ ଯାଏଁ ବସ୍ ଧର୍ମଘଟ ସ୍ଥଗିତ

ଭୁବନେଶ୍ବର: ରାଜ୍ୟରେ ହେବନି ବସ୍ ଧର୍ମଘଟ  । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି  । ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏ ନେଇ ସୂଚନା ଦେଇଛନ୍ତି…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା : ମୃତଦେହ ସତ୍କାର ନେଇ ହୋଇନି ତାରିଖ ଧାର୍ଯ୍ୟ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା  । ଚିହ୍ନଟ ହୋଇନଥିବା ୨୮ ମୃତଦେହର ସତ୍କାର ପ୍ରକ୍ରିୟା । ଏ ନେଇ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ସତ୍କାର ପ୍ରକ୍ରିୟାରେ ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ…