ହମାସ ଦଖଲରେ ଥିବା ଅଞ୍ଚଳକୁ ପୁଣି ନିୟନ୍ତ୍ରଣକୁ ନେଲା ଇସ୍ରାଏଲ

ଜେରୁଜେଲମ୍ : ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ କବଜାରେ ଥିବା ଅଞ୍ଚଳଗୁଡ଼ିକୁ ପୁଣିଥରେ ନିଜ ନିୟନ୍ତ୍ରଣକୁ ନେଇଛି ଇସ୍ରାଏଲ। ଅତିର୍କିତ ରକେଟ ଆଟାକ ପରେ ଗାଜା ଦେଇ ଇସ୍ରାଏଲର ଦକ୍ଷିଣ ପ୍ରାନ୍ତର ଅନେକ ସହରରେ ହମାସ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ। ସେମାନେ…

ବିରାଟ କୋହଲିଙ୍କୁ ମିଳିଲା ‘ବେଷ୍ଟ ଫିଲ୍‌ଡର ଅଫ୍ ଦ ମ୍ୟାଚ୍‌’ ପଦକ

ନୂଆଦିଲ୍ଲୀ : ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ରବିବାର ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରି ଏହି ଅଭିଯାନ ଆରମ୍ଭ କରିଛି ଦଳ। ପ୍ରବଳ ଚାପ ମଧ୍ୟରେ ଭାରତକୁ ଏକ ଅଡ଼ୁଆ ପରିସ୍ଥିତିରୁ…

ସେମାନଙ୍କୁ ନିପାତ କରିଦିଅ: ହମାସ୍ ଆକ୍ରମଣକୁ ନିନ୍ଦା କରି କହିଲେ ଭାରତୀୟ-ଆମେରିକୀୟ ନିକ୍କି ହେଲି

ୱାସିଂଟନ୍‌: ହମାସ୍‌ ଆତଙ୍କବାଦୀମାନଙ୍କୁ ନିପାତ କରିଦିଅ ବୋଲି ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଭାରତୀୟ-ଆମେରିକୀୟ ତଥା ରାଷ୍ଟ୍ରପତି ଆଶାୟୀ ‘ରିପବ୍ଲିକାନ୍‌’ ନେତ୍ରୀ ନିକ୍କି ହେଲି କହିଛନ୍ତି। ରବିବାର ଦିନ ହେଲି ‘ଏନ୍‌ବିସି ନିଉଜ୍‌’କୁ କହିଛନ୍ତି, ହମାସ୍‌ ଓ ସେମାନଙ୍କୁ…

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ୪୧ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ୭ ସାଂସଦଙ୍କୁ ଟିକେଟ୍

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିଛି । ତାରିଖ ଘୋଷଣାର କିଛି ଘଣ୍ଟା ପରେ ହିଁ ଭାରତୀୟ ଜନତା ପାର୍ଟି (ବିଜେପି) ନିଜର…

ଲାଲୁ ଓ ରାବିଡି ବିହାରକୁ ଦିଗହୀନ କରିଦେଇଛନ୍ତି: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଓ ଲାଲୁ ପ୍ରସାଦ ଯାଦବ ବିହାରକୁ ଦିଶାହୀନ କରିଦେଇଛନ୍ତି | କିଛି ଏଭଳି କହି ଆଜି ଆରଜେଡିକୁ ଜୋରଦାର ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର | ପ୍ରଶାନ୍ତ କିଶୋର ଲାଲୁ,…

ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ଖବରକୁ ଏମ୍ସ ଖଣ୍ଡନ କରି ଦେଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ ହେବା ପରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଥିଲା। ତେବେ ଏହି ଖବରକୁ ଏମ୍ସ ଖଣ୍ଡନ କରିଛି। ଏମ୍ସ ପକ୍ଷରୁ କୁହାଯାଇଛି କି, ଦଲାଇଲାମା ଅସୁସ୍ଥ ହେବା ଖବରର କୌଣସି ସତ୍ୟତା…

ହମାସ୍‌ର ଇସ୍ରାଏଲ୍‌ ଆକ୍ରମଣ ଯୋଜନାରେ ସହଯୋଗ କରିଥିଲା ଇରାନ୍‌: ଗତ ସପ୍ତାହରେ ବସିଥିଲା ବୈଠକ: ରିପୋର୍ଟ

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ଯୋଜନାରେ ଇରାନ୍‌ ପାଲେଷ୍ଟେନୀୟ ଆତଙ୍କବାସୀ ସଙ୍ଗଠନ ହମାସ୍‌କୁ ସହାୟତା କରିଥିଲା ବୋଲି ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି। ହମାସ୍‌ ଓ ଇରାନ୍‌ ସମର୍ଥିତ ଆଉ ଏକ ଆତଙ୍କବାଦୀ ସଙ୍ଗଠନ…

୨୫ ବର୍ଷର ରେକର୍ଡ ଭାଙ୍ଗିବ, କଂଗ୍ରେସ ସରକାର ଗଠନ କରିବ: ପାଇଲଟ

ଜୟପୁର: ନିର୍ବାଚନ ଆୟୋଗ ଆଜି ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୨୩ ନଭେମ୍ବରରେ ରାଜସ୍ଥାନରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସେପଟେ ନିର୍ବାଚନକୁ ନେଇ ପୂର୍ବତନ…

ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ୫ ଜଣ ମୃତ

ଚଣ୍ଡୀଗଡ଼ : ଘରେ ଥିବା ରେଫ୍ରିଜେରେଟର ଫାଟି ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ଶୋଚନୀୟ ମୃତ୍ୟୁ। ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ରେଫ୍ରିଜରେଟର କମ୍ପ୍ରେସର ବିସ୍ଫୋରଣ ଘଟିବାରୁ ଘରେ ନିଆଁ…

ସାଙ୍ଗକୁ ଦେଲେ ୨୦୦୦ ଟଙ୍କା, ଆକାଉଣ୍ଟକୁ ଆସିଲା ୭୫୩ କୋଟି ଟଙ୍କା!

ଚେନ୍ନାଇ : ମନି ଟ୍ରାନ୍ସଫରର ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଫାର୍ମାସି କର୍ମଚାରୀଙ୍କ ଆକାଉଣ୍ଟରେ ହଠାତ୍ କ୍ରେଡିଟ୍ ହୋଇଛି ୭୫୩ କୋଟି ଟଙ୍କା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାମିଲନାଡୁର ମହମ୍ମଦ ଇଦ୍ରିସ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍…