October 2023

ବାଜିଲା ବିଗୁଲ୍: ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : ବାଜିଲା ନିର୍ବାଚନୀ ବିଗୁଲ୍। ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ନୂଆଦିଲ୍ଲୀରେ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର…

କ୍ଲାଉଡିଆ ଗୋଲଡିନଙ୍କୁ ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ : ଆମେରିକାର ପ୍ରଖ୍ୟାତ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲଡିନ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଛନ୍ତି। କର୍ମଜୀବୀ ମହିଳାଙ୍କ ଗୁରୁତ୍ୱକୁ ବୁଝିବା ଦିଗରେ ସେ କାମ କରି ଏପରି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେ ଦୀର୍ଘ ଦିନ ହେଲା…

ଅପହରଣର ଦୁଇ ଦିନ ପରେ ଉଦ୍ଧାର ହେଲା ଦୀପୁ ପାତ୍ରଙ୍କ ମର ଶରୀର

ବ୍ରହ୍ମପୁର: ଦୁଇ ଦିନ ଧରି ଅପହରଣର ଶିକାର ହେବା ପରେ ଦୀପୁ ପାତ୍ରଙ୍କ ମର ଶରୀର ଉଦ୍ଧାର ହୋଇଛି । କବିସୂର୍ଯ୍ୟନଗର ଥାନା ଅଧିନ କେ. ଖରିଡା ଗ୍ରାମର ଦୀପୁ ପାତ୍ରଙ୍କ ମର ଶରୀର କୋଦଳା ଥାନା ସାତନାଳ ପୋଖରୀ ନିକଟରୁ…

ହମାସ ଆକ୍ରମଣ ପଛରେ ଇରାନ, ରୁଷ ଓ ଚୀନର ସହାୟତା !

ନୂଆଦିଲ୍ଲୀ: ପାଲେଷ୍ଟାଇନ ସଙ୍ଗଠନ ହାମାସ ପକ୍ଷରୁ ଶନିବାର ଇସ୍ରାଏଲ ଉପରେ ହୋଇଥିବା ବଡ଼ ଧରଣର ଆକ୍ରମଣରେ ରୁଷିଆ, ଚୀନ ଓ ଇରାନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କେତେକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି । ଇରାନ ହାମାସକୁ ଖୋଲାଖୋଲି ପ୍ରଶିକ୍ଷଣ…

ହକି ଷ୍ଟାର ଦୀପଗ୍ରେସଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦଳର ସଦସ୍ୟ ଓଡିଶାର ଷ୍ଟାର ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରବିବାର ମୁଖ୍ୟମନ୍ତ୍ରୀ…

ବାୟୁସେନା ଦିବସରେ ନୂଆ ପ୍ରତୀକ ଉନ୍ମୋଚିତ

ଭାରତୀୟ ବାୟୁସେନା ଆଜି ପାଳୁଛି 91ତମ ବାର୍ଷିକ ଉତ୍ସବ। ଏହି ଅବସରରେ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି। ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ ପ୍ରତୀକର ଉନ୍ମଚନ କରିଛନ୍ତି…

ଆସନ୍ତା ୧୦ରୁ ସାରା ରାଜ୍ୟରେ ବସ୍ ଧର୍ମଘଟ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଗଡିବ ନାହିଁ ଘରୋଇ ବସ। ସକାଳ ୬ଟାରୁ ଗଡିବ ନାହିଁ ବୋଲି କୌଣସି ବସ । ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି…

ସରକାରୀ ବାସଭବନ ଛାଡ଼ିବେ ଆପ୍‌ ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ବିବାହ କରି ଘର ବସାଇବାକୁ ଯାଉଥିବାବେଳେ ସ୍ଥାନୀୟ ପଟିଆଲା ହାଉସ୍‌ ଅଦାଲତ ତାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ସାଂସଦଙ୍କର ସରକାରୀ ବାସଭବନ…

ପୋଲିସ ଗାଡିରେ ଯିବା ବେଳେ ବିଚାରଧୀନ କିଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼: ରଘୁନାଥପାଲି ଥାନା ପୁଲିସ ଅନ୍ୟ ୧୨ ଜଣଙ୍କ ସହ ବରଗଡ଼ରୁ ରାଉରକେଲା ନେଉଥିବା ବେଳେ ରବିବାର ବରଗଡ-ସମ୍ବଲପୁର ରାସ୍ତାର ଗୋଶାଳା ନିକଟରେ ଜଣେ ବିଚାରାଧୀନ କଏଦୀ ଅନିର୍ବାଣ କରଜିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। କରଜିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ସୁନ୍ଦରୀ ହେବା ପାଇଁ ପ୍ଲାଷ୍ଟିକ ସର୍ଜରୀବେଳେ ଅଭିନେତ୍ରୀଙ୍କର ମୃତ୍ୟୁ

ଆର୍ଜେଣ୍ଟିନା: ସୁନ୍ଦରୀ ନିଶା ହେଲା କାଳ | ପ୍ଲାଷ୍ଟିକ ସର୍ଜରୀ କରି ସୁନ୍ଦର ହେବାକୁ ଚାଁହୁଥିବା ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ଚଳଚ୍ଚିତ୍ର ତାରକାମାନେ ସେମାନଙ୍କର ଚେହେରା ସହିତ ଶରୀରର ଅନେକ ଅଙ୍ଗରେ ଅସ୍ତ୍ରୋପଚାର କରୁଥିବା ଦେଖାଯାଏ | ତେବେ…