ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଷ ଉପଚାର ପୂଜା
କଟକ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ସେହିପରି ମା କଟକ…
କଟକ : ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ସେହିପରି ମା କଟକ…
ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି। ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି। ଏହି ଲଢ଼େଇରେ ବର୍ତ୍ତମାନ…
ସମ୍ବଲପୁର: ଯୁଗ ବଦଳୁଛି କିନ୍ତୁ ବଦଳୁନି ମଣିଷର ମାନସିକତା । ଏବେବି ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟ ଖଣ୍ଡୋକଟା ଗ୍ରାମର ଦିଲ୍ପୀପ ସାହୁ…
ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶନିବାର ‘ଗଗନଯାନ ମିଶନ୍’ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନର ଚିତ୍ର ସାର୍ବଜନୀନ କରାଯାଇଛି। ୨୦୨୪ ଡିସେମ୍ବରରେ ଇସ୍ରୋ ମହାକାଶକୁ ପ୍ରଥମ ଥର ମଣିଷ ପଠାଇବ ଏବଂ ଏହି ଯାନରେ ୨ କିମ୍ବା…
ଭୁବନେଶ୍ୱର : ବ୍ୟକ୍ତିଙ୍କ ଗାଲ ପାଚିଗଲା ଚପଲ ମାଡରେ । ଗୁମ୍ ଗାମ୍ ଖାଲି ବସାଉଥିଲେ ଦୁଇ ମହିଳା। ମହିଳା ଦୁଇଜଣ ବ୍ୟକ୍ତିଙ୍କୁ ଏମିତି ଭାବେ ମାଡ ମାରିଲେ ଯେ ସଙ୍ଗେ ସଙ୍ଗେ ଲୋକ କଣ ହେଇଛି ବୋଲି ଜାଣିବାକୁ ରୁଣ୍ଡ…
ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆକ୍ରମଣର ଦିନକ ପରେ ତାହାକୁ ନେଇ କଂଗ୍ରେସର ବୟାନ ଆସିଛି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ୍ ଲୋକଙ୍କ…
ବାରିପଦା: ସାମନ୍ୟ ବଚସାରୁ ତୁମୂଳକାଣ୍ଡ । ଘରୋଇ କୋଚିଂ ସେଣ୍ଟର୍ ଛୁରାମାଡ଼ । ଦଶମ ଶ୍ରେଣୀ ଛାତ୍ରର ଛୁରା ମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବାରିପଦା ସହର ସ୍ଥିତ ବିସିସି ବା ବିକର୍ତନ କୋଚିଂ ସେଣ୍ଟର ନାମକ ଏକ…
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ଦୁଇ ପର୍ଯ୍ୟଟକ ମୃତ। ଆଜି ଇଜିପ୍ଟର ଆଲେକ୍ସଜାଣ୍ଡାରିଆ ସହରର ଜଣେ ପୁଲିସ କର୍ମଚାରୀ ଇସ୍ରାଏଲ୍ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାନା କରିଥିଲେ। ଏଥିରେ ଅତି କମରେ ଦୁଇଜଣ ଇସ୍ରାଏଲ୍ ଏବଂ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଥିବା…
ଭୁବନେଶ୍ୱର : ଆଉ କିଛିଦିନ ପରେ କଟକ ବିଭିନ୍ନ ଗଳିକନ୍ଦିରେ ମା’ଙ୍କର ପୂଜାରେ ଝଲସି ଉଠିବ । ସତେ ଯେମିତି ରୌପ୍ୟ ନଗରୀ ନୂଆ ରୂପରେ ସଜେଇ ହେବ । ବର୍ଷର ଏଇ ଦିନଟିକୁ ଖୁସିର ସହିତ ଉପଭୋଗ କରିବା ପାଇଁ…
ନୂଆଦିଲ୍ଲୀ: ଭିଆଇପି ଦର୍ଶନକୁ ମନ୍ଦିରରେ ହଙ୍ଗାମା କଲେ କେନ୍ଦ୍ର ମନ୍ତ୍ରୀ | ଶନିବାର ଅପରାହ୍ନରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବି.ଏଲ୍ ବର୍ମା ମଥୁରାର ବାଙ୍କେ ବିହାରୀ ମନ୍ଦିରରେ ପହଞ୍ଚିଥିଲେ। ଯେତେବେଳେ ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ମନ୍ଦିରର ପ୍ରସ୍ଥାନ ଦ୍ୱାରରେ…