ଶିଖର ଚଣ୍ଡୀ ବସ୍ତିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ବର: ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଶିଖର ଚଣ୍ଡୀ ବସ୍ତିରୁ ଉଦ୍ଧାର ହୋଇଛି ମୃତଦେହ । ଫ୍ୟାନରେ ଝୁଲି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ । ମୃତକ ହେଲେ କଳା ରାହାଙ୍ଗର ପିଣ୍ଟୁ ଜେନା ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର…
