ବଣଭୋଜି ସ୍ଥଳରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମନା
ପୁରୀ: ବଣଭୋଜି ସ୍ଥଳକୁ ଏଣିକି କେହି ଏକକ ବ୍ୟବହାର୍ଯ୍ୟ(ସିଙ୍ଗଲ୍ ୟୁଜ୍) ପ୍ଲାଷ୍ଟିକ୍ ନେଇପାରିବେ ନାହିଁ। ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ୍ କିମ୍ବା ଅନ୍ୟ କୌଣସି ପ୍ଲାଷ୍ଟିକ୍ ପକାଇ ପ୍ରଦୂଷିତ କରିବେ ନାହିଁ। ପୁରୀର ରାମଚଣ୍ଡୀ, ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍, ଟଭାଗୋଲରା ଓ…
