କରାଚୀ ସପିଙ୍ଗ୍ ମଲ୍ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା
କରାଚୀ: ଆଜି ପାକିସ୍ତାନର କରାଚୀରେ ଥିବା ଏକ ବହୁତଳବିଶିଷ୍ଟ ସପିଙ୍ଗ୍ ମଲ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ ନିଉଜ୍’…
